୪୦ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା

ଭୁବନେଶ୍ଵର,୧୨/୦୩:ରାଜ୍ୟରେ ଦିନକୁ ଦିନ ତାତିର ପ୍ରକୋପ ବଢ଼ିବାରେ ଲାଗିଛି। ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ଅନେକ ସ୍ଥାନରେ ତାପମାତ୍ରା ଉର୍ଦ୍ଧ୍ୱଗାମୀ ହେଉଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତିର ପ୍ରଭାବ ଅଧିକ ଦେଖାଯାଉଛି। ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ଝାରସୁଗୁଡ଼ା

ଆଣ୍ଡାମାନ ଯାଉଛି ଓଡ଼ିଶା ବାଲି

ଭୁବନେଶ୍ଵର,୧୨/୦୩:ଓଡ଼ିଶାରୁ ବାହାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ବାଲି ରପ୍ତାନୀ ହେଉଥିବା ବିଷୟରେ ରାଜ୍ୟ ବିଧାନସଭାରେ ଖଣି ମନ୍ତ୍ରୀ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟର କିଛି ଜିଲ୍ଲାରୁ ବହୁ ପରିମାଣରେ ବାଲି ବାହାର ଅଞ୍ଚଳକୁ ପଠାଯାଉଛି।ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ

ବିଜେଡି ସହ ହାତ ମିଶାଇବା କଂଗ୍ରେସର ବଡ଼ ଭୁଲ୍ :ମହମ୍ମଦ ମୋକିମ୍

କଟକ,୧୨/୦୩:ରାଜ୍ୟସଭା ନିର୍ବାଚନକୁ ନେଇ ଓଡ଼ିଶାର ରାଜନୀତିରେ ଚର୍ଚ୍ଚା ବଢ଼ିବା ସହ କଂଗ୍ରେସ ନେତା ମହମ୍ମଦ ମୋକିମ୍ ଦଳର ପଦକ୍ଷେପ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଜାତୀୟ କଂଗ୍ରେସ ଯଦି ବିଜୁ ଜନତା ଦଳ ସହ ରାଜ୍ୟସଭା ନିର୍ବାଚନରେ ହାତ ମିଶାଏ, ତେବେ ଏହା କଂଗ୍ରେସ

ଇରାନ୍‌ରେ ଫସିଛନ୍ତି ୯ ହଜାର ଭାରତୀୟ

ନୂଆଦିଲ୍ଲୀ/ତେହେରାନ ,୧୨/୦୩:ଇରାନ୍‌ରେ ପ୍ରାୟ ୯ ହଜାର ଭାରତୀୟ ନାଗରିକ ଫସି ରହିଥିବା ସୂଚନା ଦେଇଛି ଭାରତର ବୈଦେଶିକ ମନ୍ତ୍ରାଳୟ। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ, ଇରାନ୍‌ର ବିଭିନ୍ନ ସହରରେ ଛାତ୍ର, ବ୍ୟବସାୟୀ, ପେଶାଜୀବୀ ଓ ତୀର୍ଥଯାତ୍ରୀମାନେ ଅଟକି

ରାଜଧାନୀରେ ସ୍କାଏୱାକ୍ ପାଇଁ ଡକାଗଲା ଟେଣ୍ଡର

ଭୁବନେଶ୍ଵର,୧୨/୦୩:ଭୁବନେଶ୍ୱର ରାଜଧାନୀରେ ପଦଚାରୀଙ୍କ ସୁବିଧା ଓ ସଡ଼କ ସୁରକ୍ଷାକୁ ଧ୍ୟାନରେ ରଖି ସ୍କାଏୱାକ୍ କମ୍ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ପାଇଁ ଟେଣ୍ଡର ଡକାଯାଇଛି। ଏହି ପ୍ରକଳ୍ପ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ରସୁଲଗଡ଼–ପଳାଶୁଣୀ ମଧ୍ୟରେ ସ୍କାଏୱାକ୍ ନିର୍ମାଣ ପାଇଁ

LPG ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୮ ହଜାର କିଲୋଲିଟର କିରୋସିନ୍

ନୂଆଦିଲ୍ଲୀ,୧୨/୦୩:LPG ଯୋଗାଣରେ ସମ୍ଭାବ୍ୟ ସମସ୍ୟାକୁ ନଜରରେ ରଖି ରାଜ୍ୟକୁ ବିକଳ୍ପ ବ୍ୟବସ୍ଥା ଭାବେ କିରୋସିନ୍ ଆବଣ୍ଟନ କରାଯିବ। ପେଟ୍ରୋଲିୟମ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହି ସୂଚନା ଦେଇଛନ୍ତି।ତାଙ୍କ କହିବା ଅନୁସାରେ, ରାଜ୍ୟକୁ LPG ର ବିକଳ୍ପ ଭାବେ ଅତିରିକ୍ତ ୪୮ ହଜାର

୧୬୧ ବେଆଇନ୍ ସିଲିଣ୍ଡର ଜବତ

ସମ୍ବଲପୁର,୧୨/୦୩:ସମ୍ବଲପୁରରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର କାରବାର କରୁଥିବା ଅଭିଯୋଗରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ୧୬୧ଟି ଗ୍ୟାସ ସିଲିଣ୍ଡର ସହ ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରାଯାଇଛି। ସୂଚନା ଅନୁସାରେ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ରୋଡ୍‌

IAS ସ୍ତରରେ ଅଦଳବଦଳ

ଭୁବନେଶ୍ଵର,୧୨/୦୩:ରାଜ୍ୟ ସରକାର IAS ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ପ୍ରଶାସନିକ କାର୍ଯ୍ୟକୁ ଆହୁରି ସୁଚାରୁ ଭାବେ କରିବା ଲକ୍ଷ୍ୟରେଏହି ପରିବର୍ତ୍ତନ କରାଯାଇଛି। ବିଭିନ୍ନ ବିଭାଗ ଓ ଜିଲ୍ଲାରେ ନୂତନ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।୨୦୨୨ କ୍ୟାଡରର ୫ ଜଣ IAS ଅଧିକାରୀଙ୍କୁ

ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ପାଇଁ ନିର୍ଦ୍ଦେଶ

ଭୁବନେଶ୍ଵର,୧୨/୦୩:ଅଂଶୁଘାତ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି।ଖରା ଦିନରେ ଅଂଶୁଘାତ ଘଟଣାକୁ ରୋକିବା ଏବଂ ଲୋକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ନେଇଛନ୍ତି । ବିଶେଷ କରି ଖରା ସମୟରେ ବିଦ୍ୟୁତ କାଟ ନହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଅଂଶୁଘାତ

ଓପିଜିସି ପକ୍ଷରୁ ଚକ୍ଷୁ ଶିବିର

ଝାରସୁଗୁଡା: ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି) ପକ୍ଷରୁ ସିଏସଆର ଅଧୀନରେ ଲଖନପୁର ବ୍ଲକ ତେଲେନପାଲି ପଞ୍ଚାୟତରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। କେୟାର ନେଟ୍ରାମ ଏଲଏଲପି ସହଯୋଗରେ ଅନୁଷ୍ଠିତ ଶିବିରକୁ ଓପିଜିସିର ନିର୍ଦ୍ଦେଶକ (ଅପରେସନ୍) ଅଞ୍ଜନ