ବରିଷ୍ଠ ରାଜନେତା କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

ଭୁବନେଶ୍ବର,୧୩/୦୨:ବରିଷ୍ଠ ରାଜନେତା କାହ୍ନୁଚରଣ ଲେଙ୍କାଙ୍କ ପରଲୋକ । ୮୬ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥିଲେ କାହ୍ନୁଚରଣ ଲେଙ୍କା । କେନ୍ଦ୍ର ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଥିଲେ । ସେ ଓଡ଼ିଶାରୁ ଜଣେ

ଆଜି ବିଶ୍ୱ ରେଡ଼ିଓ ଦିବସ:ରେଡିଓ ଚରିତ୍ର ବଦଳାଇଛି ପରିଚୟ ନୁହେଁ

ଭୁବନେଶ୍ଵର,୧୩/୦୨:ଆଜି ବିଶ୍ୱ ରେଡ଼ିଓ ଦିବସ।"ରେଡ଼ିଓ " ଦିନ ଥିଲା ପୂରପଲ୍ଲୀ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଏହାର ଥିଲା ଅତି ଆଦର।ଛୋଟ ପିଲା କୁହନ୍ତୁ ଅବା ବୃଦ୍ଧ ସମସ୍ତେ ଥିଲେ ରେଡ଼ିଓ ପ୍ରେମୀ।ଏହି ରେଡ଼ିଓ ବିନା ନିଜ ନିଜର ଅବସର ସମୟ କଟେଇବା ଏକ ରକମ୍ ଅସମ୍ଭବ ମନେ ହେଉଥିଲା।ଏହି

ଆଜିର ରାଶିଫଳ – କେମିତି କଟିବ ଆଜିର ଦିନ ଜାଣନ୍ତୁ

♈ ମେଷ ଆଜି କାର୍ଯ୍ୟକ୍ଷେତ୍ରରେ ସ୍ପଷ୍ଟତା ଏବଂ ସଂଯମ ରଖିବା ଆବଶ୍ୟକ। ପରିବାରର ସମର୍ଥନ ଆପଣଙ୍କୁ ଆତ୍ମବଳ ଦେବ। ଆର୍ଥିକ ଅସୁବିଧା କମିବାର ସଙ୍କେତ ମିଳୁଛି। ନୂତନ ପୋଷାକ କିମ୍ବା ପ୍ରିୟ ବସ୍ତୁ ପ୍ରାପ୍ତିର ଯୋଗ ଅଛି। ସରକାରୀ କାମରୁ ଲାଭ ଏବଂ ପଦୋନ୍ନତି ସମ୍ଭାବନା ରହିଛି। ପୈତୃକ

ସୁସ୍ଥ ରହିବେ ପିଲା, ମଜବୁତ ହେବ ରୋଗ ପ୍ରତିରୋଧକ ଶକ୍ତି: ଡାବରର ବଡ଼ ପଦକ୍ଷେପ

ଭୁବନେଶ୍ୱର : ଶୀତ ଋତୁ ହେଉଛି ଭାରତରେ ଅନ୍ୟତମ ବହୁପ୍ରତିକ୍ଷୀତ ଋତୁ, କିନ୍ତୁ ଏହା ନିଜ ସହ ଥଣ୍ଡା-କାଶ ଏବଂ ଶ୍ୱାସକ୍ରିୟା ସମସ୍ୟା ଭଳି କିଛି ରୋଗ ମଧ୍ୟ ଆଣିଥାଏ; ଯାହାକି ଏହି ଋତୁରେ ସର୍ବାଧିକ ପ୍ରଚଳିତ ଏବଂ ସାଧାରଣତଃ ଏହା କମ୍ ରୋଗ ପ୍ରତିରୋଧକ ଶକ୍ତି ଯୋଗୁଁ ଦେଖା ଦେଇଥାଏ ।…

ଡିଏଭିରେ ସ୍ବାମୀ ଦୟାନନ୍ଦ ସରସ୍ଵତୀ ଜୟନ୍ତୀ ପାଳିତ

ଝାରସୁଗୁଡ଼ା : ଡିଏଭି ଆନ୍ଦୋଳନର ମହାନ କର୍ଣ୍ଣଧାର, ବୈଦିକ ଜାଗରଣର ବିଶ୍ଵକର୍ମା, ଡିଏଭି ସଂସ୍ଥାପକ ତଥା ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ସ୍ବାମୀ ଦୟାନନ୍ଦ ସରସ୍ୱତୀଙ୍କ ୨୦୩ ତମ ଜନ୍ମ ଜୟନ୍ତୀ ଡିଏଭି ପବ୍ଲିକ ସ୍କୁଲ ଝାରସୁଗୁଡ଼ା ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି ।

କେଦାର ଗୌରୀ ଅଞ୍ଚଳରୁ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣା,ଅଭିଯୁକ୍ତ  ଗିରଫ

ଭୁବନେଶ୍ଵର,୧୨/୦୨:କେଦାର ଗୌରୀ ଅଞ୍ଚଳରୁ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣା।ଅଭିଯୁକ୍ତ କୁ ଗିରଫ କଲା ପୋଲିସ ।ଗିରଫ ଅଭିଯୁକ୍ତ ହେଲେ ତପନ ଦାସ ଓରଫ ସିଲୁ ।ତା ନିକଟରୁ ମୋବାଇଲ ଓ ବାଇକ ଜବତ କରିଛି ପୋଲିସ ।ନାବାଳିକା ଛାତ୍ରୀ ସ୍କୁଲ ଯାଉଥିବା ବେଳେ ଗତ 10ତାରିଖ ଦିନ ଅପହରଣ ନେଇ

ଆତଙ୍କ ଖେଳାଇଛନ୍ତି ହାତୀପଲ

ରାଉରକେଲା,୧୨/୦୨:ରାଜରାସ୍ତାରେ ଗଜରାଜ। ଆତଙ୍କ ଖେଳାଇଛନ୍ତି ହାତୀପଲ। ସୁନ୍ଦରଗଡ ଜିଲ୍ଲା କୁତ୍ରାରେ ୧୫ ଟିକିଆ ହାତୀପଲ ଆତଙ୍କ । କୁତ୍ରା ଥାନା ନିକଟରେ ରାସ୍ତା ପାର ହେଉଛନ୍ତି ହାତୀପଲ । ହାତୀ ବୁଲୁଥିବାରୁ ଲୋକଙ୍କୁ ସଚେତନ କରୁଛି ବନବିଭାଗ । ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

କଟକରେ ରାତି ୧୦ ଟା ପରେ ବିବାହ ରୋଷଣୀ ସଂପୂର୍ଣ୍ଣ ମନା

କଟକ,୧୨/୦୨:ଲେଜର ଲାଇଟ ଉପରେ ବ୍ୟାନ ଲଗାଇଲେ ହାଇକୋର୍ଟ । କଟକ ସହରରେ ହୋଇ ପାରିବ ନାହିଁ ଲେଜର ଲାଇଟ ବ୍ୟବହାର । ରାତି ୧୦ ଟା ପରେ ବିବାହ ରୋଷଣୀ ସଂପୂର୍ଣ୍ଣ ମନା । ରୋଷଣୀ ଆଦିରେ ଡିଜେ ବ୍ୟବହାର ନେଇ ମଧ୍ୟ ଲାଗିଲା କଟକଣା । ବିକଟାଳ ଶବ୍ଦ ଯୁକ୍ତ ଡିଜେ ବ୍ୟବହାର ହୋଇ ପାରିବ ନାହିଁ । ୬୫

କିଟରେ ଆରମ୍ଭ ହେବ ୟୁନେସ୍କୋ ଅନ୍ତର୍ଜାତୀୟ ଐତିହ୍ୟ ଆଇନ ପାଠ୍ୟକ୍ରମ

ଭୁବନେଶ୍ୱର, ୧୨।୨: ଏସିଆର ଅସୁରକ୍ଷିତ ବୌଦ୍ଧ ଐତିହ୍ୟର ସୁରକ୍ଷା ଦିଗରେ କିଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି । ଏସିଆ ମହାଦେଶର ଗ୍ରାମାଞ୍ଚଳରେ ଥିବା ୯୦ ପ୍ରତିଶତରୁ ଅଧିକ ବୌଦ୍ଧ ଐତିହ୍ୟ ସ୍ଥଳ ଅସୁରକ୍ଷିତ ରହିଥିବା ବେଳେ ଏ ସଂପର୍କରେ ଭାରତ, ଚୀନ୍‌, କୋରିଆ ଓ