ଦମ୍ପତିଙ୍କୁ ୩୫ ଘଣ୍ଟା ଡିଜିଟାଲ୍‌ ଆରେଷ୍ଟ

ଭୁବନେଶ୍ଵର,୧୨/୦୨: ଭୁବନେଶ୍ବର ଦମ୍ପତିଙ୍କୁ ୩୫ ଘଣ୍ଟା ନିଜ ଘର ଭିତରେ ଡିଜିଟାଲ ଆରେଷ୍ଟ।ଆଧାରକାର୍ଡରେ ଆତଙ୍କବାଦୀଙ୍କ ଲିଙ୍କ ରହିଥିବା କହି ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ।ନିଜକୁ ପୋଲିସ ଅଫିସର କହି ୯ ତାରିଖରେ ଦିନ ୧୧ଟା ୩୦ରେ ଦମ୍ପତିଙ୍କୁ ପ୍ରଥମ କଲ ଆସିଥିଲା । ଆଧାର

ପ୍ରକାଶ ପାଇଲା OTET ରେଜଲ୍ଟ

ଭୁବନେଶ୍ଵର,୧୨/୦୨:ପ୍ରକାଶ ପାଇଲା OTET ରେଜଲ୍ଟ। OTET-୨୦୨୫ ଫଳାଫଳ ପ୍ରକାଶ ପାଇଛି। ୧୭ ଡିସେମ୍ବରରେ ହୋଇଥିବା ପରୀକ୍ଷାର ରେଜଲ୍ଟ ବାହାରିଛି। ପେପର-୧ରେ ୪୫ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ଉତ୍ତୀର୍ଣ୍ଣ ହୋଇଛନ୍ତି। ପେପର-୨ରେ ୧ ଲକ୍ଷ ୮ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୩

ଜମି ପଟ୍ଟାରେ ଲାଗିବ ଇଲେକ୍ଟ୍ରୋନିକ ଚିପ୍‌ : ରାଜସ୍ଵମନ୍ତ୍ରି

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ନୂଆ ଜମି ପଟ୍ଟା।ଆସିବ ଇଲୋକ୍ଟ୍ରୋନିକ୍ସ ଯୁକ୍ତ କ୍ୟୁଆର କୋର୍ଡ ପଟ୍ଟା। ପଟ୍ଟା ରେ ଥିବା କ୍ୟୁଆର କୋର୍ଡ ରେ ସ୍କାନ କଲେ ପଟ୍ଟା ର ସମ୍ପୂର୍ଣ୍ଣ ଇତିହାସ ବାହାରିବ ।ଏଣିକି ଠକ ମାନେ ଲୋକଙ୍କୁ ଭୁତାଇ ଜମି କିଣା ବିକା ଉପରେ ରୋକ ଲାଗିବ

ଭାରତ ବନ୍ଦ ବେଳେ ରୋଚକ ଦୃଶ୍ୟ, ହଟହଟା ହେଲା ବର

ଭୁବନେଶ୍ଵର,୧୨/୦୨:ଶ୍ରମ କୋଡ୍ ରଦ୍ଧ ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚର ଦେଶବ୍ୟାପି ଧର୍ମଘଟ । ନୂଆ ଶ୍ରମ କୋଡ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତାତିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ଶ୍ରମ କୋଡ୍ ପ୍ରତ୍ୟାହାର ଦାବିରେ ବନ୍ଦ ଡାକରା ଦେଇଛନ୍ତି । ଏଥିସହ ଓଡ଼ିଶାରେ

ଓଡ଼ିଶାର ଶିଳ୍ପାୟନକୁ ନୂଆ ଗତି: ୩୧ଟି ବୃହତ ପ୍ରକଳ୍ପକୁ ଜମି ଆବଣ୍ଟନ ପାଇଁ ମଞ୍ଜୁରୀ

ଭୁବନେଶ୍ୱର,12/02:ରାଜ୍ୟରେ ଶିଳ୍ପ ଓ ପୁଞ୍ଜିନିବେଶକୁ ତ୍ୱରାନ୍ୱିତ କରିବା ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଇଡ୍‌କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜମି ଆବଣ୍ଟନ କମିଟି ବୈଠକରେ ଦୀର୍ଘ ଦିନରୁ ଅଟକି ରହିଥିବା ୩୧ଟି ଗୁରୁତ୍ୱପୂର୍ଣ୍ଣ

ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଦର

ଭୁବନେଶ୍ଵର,୧୨/୦୨:ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦.୯୩ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୨.୫୧ ପଇସା ରହିଛି ।ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୭୭ ପଇସା ଓ ଡିଜେଲ ଦର ୮୭ ଟଙ୍କା ୬୭ ପଇସା

ଶ୍ରମିକ ସଂଗଠନର ବନ୍ଦ ଡାକାରା,ସକାଳ ୧୦ଟା ୧୫ ସୁଦ୍ଧା ବନ୍ଦ ହେବ ଲୋକସେବା ଭବନ ଗେଟ୍

ଭୁବନେଶ୍ଵର,୧୦/୦୨:ଶ୍ରମିକ ସଂଗଠନର ବନ୍ଦ ଡାକାରା ପରିପ୍ରେକ୍ଷୀରେ ନିର୍ଦ୍ଦେଶନାମା ଜାରି କରିଛି ଗୃହ ବିଭାଗ । ଖାରବେଳ ଭବନ, ଲୋକସେବା ଭବନ , ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି । କୃଷିଭବନ କର୍ମଚାରୀଙ୍କ ପାଇଁ ମଧ୍ୟ

ସମ୍ପର୍କକୁ ମଜବୁତ କରେ ଆଲିଙ୍ଗନ – ଦିନକୁ କେତେଥର ଆଲିଙ୍ଗନ କରିବା ଉଚିତ?

ଆଲିଙ୍ଗନ କହିଦିଏ ଜଣେ ଜଣଙ୍କ ପ୍ରତି କେତେ ସମର୍ପିତ, କେତେ ପ୍ରତିବଦ୍ଧ । ଆଲିଙ୍ଗନ-ପ୍ରେମର ପ୍ରତୀକ, ବିଶ୍ବାସ ଓ ବନ୍ଧୁତାର ବତୀଘର, ମମତାର ମହକ, ଭାଇଚାରାର ବାର୍ତ୍ତାବହ । ଏକ ନିର୍ଭେଜାଲ ଆଲିଙ୍ଗନ ହିଁ କହିଦିଏ ଗୋଟେ ନିସ୍ବାର୍ଥ ମନ ତଳର ଅକୁହା କଥା । କେବେ ଆଲିଙ୍ଗନ ଶତ୍ରୁ କୁ ମିତ୍ର

ଆଜିର ରାଶିଫଳ: ମେଷରୁ ମୀନ – କେମିତି କଟିବ ଆଜିର ଦିନ?

ଆଜିର ଦିନରେ ଗ୍ରହ-ନକ୍ଷତ୍ରର ଗତିପରିବର୍ତ୍ତନ ଆପଣଙ୍କ ଜୀବନରେ କିଛି ନୂତନ ପରିସ୍ଥିତି ନେଇଆସିପାରେ। କେଉଁ ରାଶି ପାଇଁ ଆଜି ଶୁଭ, କେଉଁ ରାଶିକୁ ରହିବାକୁ ପଡିବ ସତର୍କ – ପଢନ୍ତୁ ବିସ୍ତୃତ ରାଶିଫଳ।♈ ମେଷ: ନୂତନ ପ୍ରକଳ୍ପ ଆରମ୍ଭ ପାଇଁ ଦିନଟି ଶୁଭ। ଚାକିରି ଓ ବ୍ୟବସାୟରେ ଆଗ୍ରହ ବଢିବ।

ଗଞ୍ଜାମରେ ହେବ ଡ୍ରୋନ୍ ହବ୍: ୩୦୦ କୋଟିର ପ୍ରକଳ୍ପ ପାଇଁ ‘ଆଇଜି ଡିଫେନ୍ସ’କୁ ସରକାରୀ ମଞ୍ଜୁରି

ଭୁବନେଶ୍ୱର  : ଭାରତର ଅଗ୍ରଣୀ ସ୍ଵଦେଶୀ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ, 'ଆଇଜି ଡିଫେନ୍ସ'କୁ ଓଡ଼ିଶା ସରକାର ଗଞ୍ଜାମ ଜିଲ୍ଲାରେ ୩୦୦ କୋଟି ଟଙ୍କାର ଏକ ଉନ୍ନତ ମାନର ମଲ୍ଟି-ଡ୍ରୋନ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି । ମୁଖ୍ୟ ଶାସନ…