କୋଇଲା କାରବାର ପାଇଁ NSE କୁ ସବୁଜ ସଙ୍କେତ; ପ୍ରସ୍ତାବକୁ ମଞ୍ଜୁର କଲେ ସରକାର

ଭୁବନେଶ୍ୱର: ଏନଏସଇ ବୋର୍ଡ ପକ୍ଷରୁ ଏହାର ପ୍ରସ୍ତାବିତ ଆଇପିଓ (ଇନିସିଆଲ ପବ୍ଲିକ ଅଫରିଙ୍ଗ) ସମ୍ପର୍କିତ ପ୍ରମୁଖ ନିଷ୍ପତି ନିଆଯାଇଛି । ଯେଉଁଥିରେ ଏକ ଉତ୍ସର୍ଗୀକୃତ ଆଇପିଓ କମିଟିର ପୁନର୍ଗଠନ ମାଧ୍ୟମରେ ଏହାର ପରିଚାଳନା ଢାଂଚାକୁ ଅଧିକ ସୁଦୃଢ କରିବା ଅନ୍ତର୍ଭୁକ୍ତ ରହିଛି। ଏନଏସଇ ବୋର୍ଡ…

ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର, ୧୦/୦୨/୨୦୨୬: ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ସିଇଓ ଡ. ଆଶୁତୋଷ ବିଶ୍ୱାସ ଗତକାଲି ଓଡ଼ିଶାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସାକ୍ଷାତ କରିଥିଲେ। ରାଜ୍ୟରେ ସ୍ୱାସ୍ଥ୍ୟସେବା ସେବାକୁ ସୁଦୃଢ଼ କରିବା ଏବଂ ବିଭିନ୍ନ ସହଯୋଗମୂଳକ ପଦକ୍ଷେପକୁ

ନାଁ ନ ନେଇ ପୁଣି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ବାଣ ମାରିଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ଵର,୧୦/୦୨:ପୁଣି ଚର୍ଚ୍ଚାରେ ଶ୍ରୀମୟୀ ମିଶ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ । ପରୋକ୍ଷରେ ନାଁ ନ ନେଇ ପୁଣି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ବାଣ ମାରିଲେ ଶ୍ରୀମୟୀ ମିଶ୍ର।ନିଜ ଫେସବୁକରେ ପୋଷ୍ଟ କରି ଶ୍ରୀମୟୀ ଲେଖିଛନ୍ତି ପ୍ରକୃତ ମହାନତା କୌଣସି ପଦବୀକୁ ଅନ୍ତିମ ସମୟ ଯାଏଁ ଧରି

Radio Fair : ରାଜଧାନୀରେ ୧୨ ତାରିଖରୁ ରେଡ଼ିଓ ମେଳା

ଭୁବନେଶ୍ୱର,୧୦/୦୨: ଆସନ୍ତା 12ରୁ  ଓ 15 ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକାମ୍ର ହାଟ(Ekamra Haat)ରେ ଅନୁଷ୍ଠିତ ହେବାକୁ ଯାଉଛି ଦେଶର ଏକମାତ୍ର ରେଡିଓ ମେଳା(Radio Fair)  ।ଚାରି ଦିନ ଧରି ଆୟୋଜିତ ଏହି ରେଡିଓ ମେଳାରେ 3000 ପୁରୁଣା ରେଡିଓ, ଗ୍ରାମଫୋନ, ପ୍ରସାରଣ

Maha Shivaratri 2026 : ରାତି ୧୦ଟାରେ ଉଠିବ ମହାଦୀପ

ଭୁବନେଶ୍ଵର,୧୦/୦୨: ପାଖେଇ ଆସୁଛି ମହା ଶିବରାତ୍ରୀ ତଥା ଜାଗର(Maha Shivaratri 2026) । ଚଳିତବର୍ଷ ଫେବୃଆରୀ ୧୫ ତାରିଖରେ ପଡୁଛି ଜାଗର । ମହାଶିବରାତ୍ରୀ ନେଇ ମଙ୍ଗଳବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଫେବୃଆରୀ ୧୫ ତାରିଖରେ ଲିଙ୍ଗରାଜ ମନ୍ଦିରରେ ରାତି

Orissa High Court : ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ,PUCC ପୂର୍ବରୁ ବକେୟା ଚାଲାଣ ଦେବାକୁ ବାଧ୍ୟ

କଟକ,୧୦/୦୨:PUCC ପୂର୍ବରୁ ବକେୟା ଚାଲାଣ ଦେବାକୁ ବାଧ୍ୟ। ହାଇକୋର୍ଟ(Orissa High Court)ରେ PUCC ସମ୍ପର୍କିତ ଜନସ୍ୱାର୍ଥ ମାମଲା ଖାରଜ । ବକେୟା ଚାଲାଣ ପୈଠ ନ କଲେ ମିଳିବନି PUCC।ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ ଆଡଭୋକେଟ୍ ଜେନେରାଲ।ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର

କୋର୍ଟରେ ସରେଣ୍ଡର କଲେ ନିଶା ମହାରଣା

ବଲାଙ୍ଗିର,୧୦/୦୨: ବଲାଙ୍ଗିର SDJM କୋର୍ଟରେ ହାଜର ହେଲେ ଆଇଟମ ଗାର୍ଲ ନିଶା ମହାରଣା । ଅଶ୍ଳୀଳ ନୃତ୍ୟ ମାମଲାରେ କୋର୍ଟରେ ସରେଣ୍ଡର କଲେ ନିଶା ମହାରଣା । ହାଇକୋର୍ଟ ତାଙ୍କୁ ଆଗୁଆ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ । ଏଥିସହ ବଲାଙ୍ଗୀର କୋର୍ଟରେ ହାଜର ନେଇ ନିର୍ଦ୍ଦେଶ

ଭୁବନେଶ୍ୱରରେ ବେସାମରିକ ବିମାନବନ୍ଦର ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ଭୁବନେଶ୍ୱର,୧୦/୦୨: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର (BPSPA) ପରିସରରେ ଆଜି ପୂର୍ବାହ୍ନ ୧୧ଟାରେ 'ବେସାମରିକ ବିମାନବନ୍ଦର ସୁରକ୍ଷା ପ୍ରଶିକ୍ଷଣ' ଶିବିର ଉଦଘାଟିତ ହୋଇଯାଇଛି। ପୋଲିସ ଏଡିଜି (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ପ୍ରଦୀପ ପ୍ରଜ୍ଜ୍ୱଳନ

Ayush doctor’s salary hike : ବଢିଲା ଆୟୁଷ ଡାକ୍ତରଙ୍କ ଦରମା

ଭୁବନେଶ୍ଵର,୧୦/୦୨:ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତର(Ayush doctor's salary hike) ମାନଙ୍କ ଦରମା ବୃଦ୍ଧି। ଆୟୁଷ ଡାକ୍ତର ମାନଙ୍କ ଦରମା ବରିଷ୍ଠତା ଭିତ୍ତିରେ ମାସକୁ ୨୦ ହଜାରରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି।ଆୟୁଷ ଡାକ୍ତର ମାନଙ୍କ ସର୍ବନିମ୍ନ ଦରମା ୫୬, ୯୪୮ ଟଙ୍କା ହେବା ବେଳେ,