ବିଜେପିରେ ମିଶିଲେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା

ଭୁବନେଶ୍ଵର,୧୧/୦୩:ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବାଲେଶ୍ୱରର ପୂର୍ବତନ ସାଂସଦ ଏବଂ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ବିଜେଡି ଛାଡି ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ

ଆସନ୍ତା ୨୪ ଘଣ୍ଟାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ଵର,୧୧/୦୩:ଏବେଠୁ ଅସହ୍ୟ ହେଲାଣି ତାତି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଝାରସୁଗୁଡାରେ ୪୦ ଡିଗ୍ରୀ ମୁହାଁ ତାପମାତ୍ରା । ଗତ ୨୪ ଘଣ୍ଟାରେ ଝାରସୁଗୁଡା ରେ ୩୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କିନ୍ତୁ ଉପକୂଳ ଓଡ଼ିଶାରେ ତାପମାତ୍ରା ବିଶେଷ


୭ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ଲୁଟ୍‌ ହେଉଥିଲା ରାସନ

ଭୁବନେଶ୍ଵର,୧୧/୦୩: ରାଜ୍ୟରେ ରାସନ ବଣ୍ଟନ ବ୍ୟବସ୍ଥାରେ ଗୁରୁତର ଅନିୟମିତତା ସାମ୍ନାକୁ ଆସିଛି। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ପ୍ରାୟ ୭ ଲକ୍ଷରୁ ଅଧିକ ଭୂତ ହିତାଧିକାରୀଙ୍କ ନାଁରେ ରାସନ ଲୁଟ ହେଉଥିବା ତଥ୍ୟ ସାମ୍ନାକୁ ଆସିଛି। ଏହାସହ ଲକ୍ଷାଧିକ ଅଯୋଗ୍ୟ ବ୍ୟକ୍ତି ମଧ୍ୟ ରାସନ କାର୍ଡ ହାସଲ

୩୦ ଜିଲ୍ଲାରେ ହେବ MSME ଇ-ପାର୍କ

ଭୁବନେଶ୍ଵର,୧୧/୦୩: ରାଜ୍ୟର ଶିଳ୍ପ ଓ ସ୍ୱରୋଜଗାରକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ MSME ଇ–ପାର୍କ ସ୍ଥାପନ କରାଯିବ। ଏହା ସମ୍ବନ୍ଧରେ ବିଧାନସଭାରେ MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।ମନ୍ତ୍ରୀଙ୍କ କହିବା

ରାଜ୍ୟର ଆଉ ୪ ଜିଲ୍ଲାରେ ଖୋଲିବ ଚାଉଳ ATM

ଭୁବନେଶ୍ଵର,୧୧/୦୩: ରାଜ୍ୟରେ ସାଧାରଣ ଲୋକଙ୍କୁ ସୁବିଧାଜନକ ଭାବେ ଚାଉଳ ମିଳିବା ପାଇଁ ସରକାର ଚାଉଳ ATM ବ୍ୟବସ୍ଥାକୁ ଧୀରେଧୀରେ ବିସ୍ତାର କରୁଛନ୍ତି। ଏହି ପରିପ୍ରେକ୍ଷିରେ ରାଜ୍ୟର ଆଉ ୪ଟି ଜିଲ୍ଲାରେ ଚାଉଳ ATM ଖୋଲିବାକୁ ସରକାର ଯୋଜନା କରିଛନ୍ତି। ବିଧାନସଭାରେ ବିଧାୟକ ଗୌତମ ବୁଦ୍ଧ ଦାସ

ରାଜ୍ୟରେ ୯ ଲକ୍ଷ ଭାଗଚାଷୀ

ଭୁବନେଶ୍ଵର,୧୧/୦୩: ରାଜ୍ୟରେ ଭାଗଚାଷୀଙ୍କ ସଂଖ୍ୟା ସମ୍ପର୍କରେ ସରକାର ବିଧାନସଭାରେ ତଥ୍ୟ ଦେଇଛନ୍ତି। ବିଧାୟକ ଗଣେଶ୍ୱର ବେହେରା ଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସୂଚନା ପ୍ରଦାନ କରିଥିଲେ।ସରକାରଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ

ଓଡ଼ିଶା ଲୋକଙ୍କ ମାଂସ ଖିଆ ସଉକ

ଭୁବନେଶ୍ଵର,୧୧/୦୩: ଓଡ଼ିଶାରେ ମାଂସ ଓ ଅଣ୍ଡା ଉପରେ ଲୋକଙ୍କ ଚାହିଦା ନେଇ ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି। ବିଧାନସଭାରେ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନର ଉତ୍ତରରେ ପଶୁସମ୍ପଦ ଓ ପଶୁଚିକିତ୍ସା ସେବା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଲିଖିତ ଭାବେ ଏହି ତଥ୍ୟ

ରାସନ କାର୍ଡ ଧାରୀଙ୍କୁ ଓଜନ ମାପରେ ଠକୁଛନ୍ତି ଡିଲର : ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ

ଭୁବନେଶ୍ଵର,୧୧/୦୩:ରାଜ୍ୟରେ କିଛି ରାସନ ଡିଲର ରାସନ କାର୍ଡ ଧାରୀଙ୍କୁ ଓଜନ ମାପରେ ଠକୁଥିବା ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ବିଧାନସଭାରେ ସରକାର ସାଙ୍ଘାତିକ ତଥ୍ୟ ଦେଇଛନ୍ତି।ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତରରେ ଜଣାଇଛନ୍ତି ଯେ, ଚଳିତ ଆର୍ଥିକ

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସଫଳ ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୧୧/୦୩:ରାଜ୍ୟର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସଫଳ ଅସ୍ତ୍ରୋପଚାର ହୋଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ହୃଦୟ ସମ୍ପର୍କିତ ଅପରେସନ୍ ସଫଳଭାବେ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି। ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଏ.କେ. ବିଶୋଇଙ୍କ ନେତୃତ୍ୱରେ

ଭିଜିଲାନ୍ସ ଜାଲରେ ତହସିଲଦାର, ୭ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ଵର,୧୧/୦୩:କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍‌ଦାର ପ୍ରସନ୍ନ ସାମନ୍ତରାୟ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ ଚଢାଉ ଜାରି ରହିଛି। ଏହି ଚଢାଉ ସମୟରେ ଭିଜିଲାନ୍ସ ଟିମ୍ କଟକ, ଭୁବନେଶ୍ୱର, ପୁରୀ ଓ