ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତା: ଓଡ଼ିଶାକୁ ମିଳିଲା ୭ ପଦକ
ଭୁବନେଶ୍ଵର,୦୯/୦୨: ଉତ୍ତରପ୍ରଦେଶର ମୋଦୀନଗରଠାରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା ୨ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୪ ବ୍ରୋଞ୍ଜ ସମେତ ୭ଟି ପଦକ ଅର୍ଜନ କରିଛି। ବରିଷ୍ଠ ମହିଳା ୫୮ କେଜି ଓଜନ ବର୍ଗରେ ରିମା ଭୋଇ ଗୋଟିଏ ସ୍ବର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ଜିତି ଶ୍ରେଷ୍ଠ!-->…