ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ୧୦ ଟି ଟ୍ରେନର ଟିକେଟ୍ ଭଡ଼ା ହେବ ଶସ୍ତା

ନୂଆଦିଲ୍ଲୀ,୦୮/୦୨:ଲକ୍ଷ ଲକ୍ଷ ଟ୍ରେନ ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତିକର ଖବର।ରେଳବାଇର ଏହି ନୂଆ ନିଷ୍ପତ୍ତି । ଯାତ୍ରୀମାନେ ଦୀର୍ଘଦିନ ଧରି ଦାବି କରୁଥିଲେ ଯେ କେତେକ ଟ୍ରେନ ସୁପରଫାଷ୍ଟ ଟ୍ୟାଗ୍ ରଖିଥିଲେ ମଧ୍ୟ ବହୁତ ଷ୍ଟେସନରେ ରହୁଥିବାରୁ ସେମାନଙ୍କ ଗତି ସାଧାରଣ ଏକ୍ସପ୍ରେସ୍ ଟ୍ରେନ ପରି

ରାଜଧାନୀରେ ହାଇଟେକ୍ ଚୋର,ବରଯାତ୍ରୀ ବେଶରେ ଲୁତିନେଲେ ୩ ଲକ୍ଷ ଟଙ୍କା

ଭୁବନେଶ୍ୱର,୦୮/୦୨:ରାଜଧାନୀରେ ଚାଞ୍ଚଲ୍ୟ।ବରଯାତ୍ରୀ ବେଶରେ ଆସିଲେ ୩ଲକ୍ଷ ଟଙ୍କା ଲୁଟିନେଲେ ।ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ଏକ ତାରକା ହୋଟେଲରେ। ବାହାଘର ଅବସରରେ ବରଯାତ୍ରୀ ବେଶରେ ଆସିଥିବା ଦୁର୍ବୃତ୍ତମାନେ ଚତୁରତାର ସହିତ ଲୁଟ୍ କରି ଫେରାର ହୋଇଯାଇଛନ୍ତି ।କେମିତି ଘଟିଲା

iLive Connect:AI ସ୍ୱାସ୍ଥ୍ୟସେବାର ନୂଆ ଯୁଗ

ଭୁବନେଶ୍ଵର,୦୮/୦୨:ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଆସିଲା ସ୍ମାର୍ଟ ସମାଧାନ, ଏବେ AI  କରିବ ରୋଗୀଙ୍କ ସେବା ।ଏହା ବିଶ୍ୱରେ ପ୍ରଥମ ।  ଡାକ୍ତର ଓ AI ର ମିଶ୍ରଣରେ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଆସିଲା ସ୍ମାର୍ଟ ସମାଧାନ । ଭାରତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ,

ଓପିଜିସି ତରଫରୁ ତେଲେନପାଲି ଠାରେ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

ଇବ ଥର୍ମାଲ  : ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି ) ତରଫରୁ ଆଜି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଳକ ଅନ୍ତର୍ଗତ ତେଲେନପାଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ତେଲେନପାଲି ସରପଞ୍ଚ ଆକାଶ ସାହୁ ସ୍ୱାସ୍ଥ୍ୟ ଶିବିର

22nd Dhauli-Kalinga Mahotsav : ଓଡ଼ିଶୀ ଏବଂ ପୁରୁଲିଆ ଛଉ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ

ଭୁବନେଶ୍ୱର : ୦୬.୦୨.୨୦୨୬- (22nd Dhauli-Kalinga Mahotsav)ଐତିହାସିକ ଧଉଳୀର ପାଦଦେଶରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀଏବଂ ଆର୍ଟ ଭିଜନ୍‍ ମିଳିତ ସହଯୋଗରେ ଆୟୋଜିତ ୨୨ତମ ଧଉଳୀ କଳିଙ୍ଗ ମହୋତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶରେ ଧଉଳି…

ରୟାଲ ଷ୍ଟାଗ୍ ବୁମବକ୍ସର ୪ର୍ଥ ସଂସ୍କରଣର ଶୁଭାରମ୍ଭ

ଭୁବନେଶ୍ୱର : ସିଗ୍ରାମର ‘ରୟାଲ ଷ୍ଟାଗ୍ ବୁମବକ୍ସ’ ଏହାର ଚତୁର୍ଥ ସିଜିନ୍ ସହିତ ପୁଣି ଥରେ ଫେରିଆସିଛି। ଏହି ସଙ୍ଗୀତ ମହୋତ୍ସବରେ ବଲିଉଡର ମନଛୁଆଁ ଗୀତ ଏବଂ ହିପ୍‌-ହପ୍‌ର ଦମଦାର୍ ବିଟ୍‌ର ଏକ ଅପୂର୍ବ ମିଶ୍ରଣ ଦେଖିବାକୁ ମିଳିବ। ପୂର୍ବ ବର୍ଷଗୁଡ଼ିକର ସଫଳତା ପରେ, ଏହି ସିଜିନ୍‌କୁ ଆହୁରି ବଡ଼…

ବିଜାପୁରରେ ଟଳିଲେ ୩ ମାଓବାଦୀ ।

ମାଲକାନାଗିରି,୦୭/୦୨:ପୁଣି ଟଳିଲେ ୩ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଗୁଳି ବିନିମୟ। ପୋଲିସ ଗୁଳିରେ ୩ଜଣ ମାଓବାଦୀ ନିହତ ହୋଇଛନ୍ତି । ମାଓବାଦୀଙ୍କ ଗୁଳିରେ ଜଣେ ଯବାନ ସହିଦ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଅବୁଝାମାଡ଼ ଜଙ୍ଗଲରେ ମାଓବାଦୀ

ସରକାରୀ କର୍ମଚାରୀଙ୍କ ବଢ଼ିଲା ଯାତ୍ରା ଭତ୍ତା

ଭୁବନେଶ୍ଵର,୦୭/୦୨:ସରକାରୀ କର୍ମଚାରୀଙ୍କ ବଢ଼ିଲା ଯାତ୍ରା ଭତ୍ତା । ସରକାରୀ ଅଧିକାରୀ/କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ବିଭିନ୍ନ ବର୍ଗର ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରିତ କରାଯାଇଛି । ପରିବହନ ବିଭାଗ ପକ୍ଷରୁ ଯାତ୍ରା ଭତ୍ତା (Travelling Allowance) ବୃଦ୍ଧି କରାଯାଇଛି।

ଡ୍ରାଇଭରଙ୍କ ଧର୍ମଘଟ, ୬ ଘଣ୍ଟା ଧରି ବନ୍ଦ ରହିବ ଓଲା, ଉବର, ରାପିଡୋ, ପୋର୍ଟର ସେବା

ନୂଆଦିଲ୍ଲୀ ,୦୭/୦୨:ଆଜି ସାରା ଭାରତରେ ଆପ୍-ଆଧାରିତ ରାଇଡ୍ ସେବା ସହିତ ଜଡିତ ଡ୍ରାଇଭରମାନେ ଧର୍ମଘଟରେ ଯୋଗଦେଇଛନ୍ତି। ଓଲା, ଉବର, ରାପିଡୋ, ପୋର୍ଟର ସହିତ ଅନ୍ୟାନ୍ୟ ଏଗ୍ରିଗେଟର ପ୍ଲାଟଫର୍ମର ଡ୍ରାଇଭରମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ୬ ଘଣ୍ଟା ଧରି ଚାଲିବ ଏହି

ସମିତିସଭ୍ୟଙ୍କ ଘରେ ପଶି ମରଣାନ୍ତକ ଆକ୍ରମଣ, ୭ ଅଟକ

ଗଞ୍ଜାମ,୦୭/୦୨: ଗଞ୍ଜାମ ଜିଲ୍ଲାର କୁସୁପୁର ଗାଁରେ ବାହାଘର ପ୍ରୋସେସନକୁ କେନ୍ଦ୍ର କରି ଘଟିଛି ଅଭାବନୀୟ ଘଟଣା। ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଗତକାଲି ରାତିରେ ପ୍ରୋସେସନ ଚାଲିଥିବାବେଳେ କିଛି ଯୁବକ ମଦ୍ୟପାନ କରି ଗାଁର କିଛି ଘର ଉପରେ ଇଟା–ପଥର ଫିଙ୍ଗିଥିବା ଅଭିଯୋଗ ହୋଇଛି।ଘଟଣାକୁ