ଆଇଜି ଡ୍ରୋନ୍‌ସ ପକ୍ଷରୁ ଭୁବନେଶ୍ୱରରେ ନରସୀ ମୋଞ୍ଜି ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ ଷ୍ଟଡିଜର ନିର୍ମାଣ ପାଇଁ ସର୍ଭେ…

ଭୁବନେଶ୍ୱର: ଭାରତର ଅଗ୍ରଣୀ ଡ୍ରୋନ୍ ଟେକ୍ ଏବଂ ଆନାଲିଟିକ୍ସ ପ୍ଲାଟଫର୍ମ ଆଇଜି ଡ୍ରୋନ୍‌ସ (ବା ଡ୍ରୋନ୍ ସର୍ଭେ, ମ୍ୟାପିଂ ଏବଂ ନିରୀକ୍ଷଣ ପାଇଁ ଭାରତର ଅଗ୍ରଣୀ ଡ୍ରୋନ୍ ଟେକ୍ ଆଣ୍ଡ ଆନାଲିଟିକ୍ସ କମ୍ପାନି ଆଇଜି ଡ୍ରୋନ୍‌) ଭୁବନେଶ୍ୱରରେ ସମ୍ମାନଜନକ ନରସି ମୋଞ୍ଜି ଇନଷ୍ଟିଚ୍ୟୁଟ୍ ଅଫ୍

ସୋଆର ପ୍ରତିଷ୍ଠାତାଙ୍କୁ ଭେଟିଲେ ଅଷ୍ଟ୍ରିଆ ଭିଏନା ସ୍ଥିତ ଜିଏମଆଇ ଅନୁଷ୍ଠାନର ନିର୍ଦ୍ଦେଶକ

ଭୁବନେଶ୍ଵର : ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଅଷ୍ଟ୍ରିଆ ଭିଏନା ସ୍ଥିତ ଗ୍ରେଗର ମେଣ୍ଡେଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମଲିକ୍ୟୁଲାର ପ୍ଲାଂଟ ବାୟୋଲୋଜିର ନିର୍ଦ୍ଦେଶକ ପ୍ରଫେସର ଲିଆମ୍ ଦୋଲାନ । ଏହି ସାକ୍ଷାତ ଆଲୋଚନା ସମୟରେ ସୋଆ

ମୃଦୁଳା ଗର୍ଗଙ୍କୁ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’

ଭୁବନେଶ୍ୱର ୭ ।୧: ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’, ‘କାଦମ୍ବିନୀ ପତ୍ରିକା ହାଟ’, କବି-କବିତା କାର୍ଯ୍ୟକ୍ରମ, କୁନାକୁନି ମେଳା ଓ ଶିଶୁ ସାହିତ୍ୟ ମହୋତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଭାରତୀୟ ସାହିତ୍ୟିକା

ଶିଶିର ସରସ ମେଳାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଷ୍ଟଲ

ପ୍ରଚାରିତ ହେଉଛି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଭୁବନେଶ୍ୱର-ତା.୦୭.୦୧.୨୦୨୪- ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆଠାରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରଦର୍ଶନୀ 'ଶିଶିର ସରସ-୨୦୨୪' ମେଳାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି

ଅଲଟେିମଟ ଖୋ ଖୋ ସିଜନ-୨ : ସେମିରେ ପହଂଚିଲା ଚେନ୍ନାଇ କ୍ୱିକ ଗନ୍ସ ଓ ଓଡ଼ିଶା ଜଗରନଟସ୍

କଟକ,୬ ଜାନୁଆରୀ ୨୦୨୪: ଅଲ୍ଟେିମଟ ଖୋ ଖୋ ସିଜନ େ୨ର ଆଜି କଟକର ଜୱାହାରଲାଲ େନେହରୁ େଇଣ୍ଡାର ଷ୍ଟାଡିୟମେର ଖେଳାଯାଇଥିବା ୨ୟ ମ୍ୟାଚେର ଚେନ୍ନାଇ କ୍ୱିକ ଗନ୍ସ, ମୁମ୍ବାଇ ଖିଲାଡିସକୁ ପରାଜିତ କରି ୪ର୍ଥ ଦଳ ଭୋବ ସେମି ଫାଇନାଲେର ପ୍ରେବଶ କରିଛି । ଚେନ୍ନାଇ, ମୁମ୍ବାଇ ଖିଲାଡିସକୁ ୪୧-୧୮ର

ଜାନୁଆରୀ ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ, ପ୍ରତି ଘରୁ ଆସିବ ସିନ୍ଦୁର

ସମ୍ବଲପୁର : ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ। ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ। ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ

୭ରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକା ହାଟ’

ମୃଦୁଳା ଗର୍ଗ ପାଇବେ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୪’ ଭୁବନେଶ୍ୱର, ୫ ।୧: କାଦମ୍ବିନୀ ସାହିତ୍ୟ ଏକାଡ଼େମୀ ପକ୍ଷରୁ ବାର୍ଷିକ ସାହିତ୍ୟ ମହାକୁମ୍ଭ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକା ହାଟ’ ଜାନୁଆରୀ ୭ ତାରିଖରେ ଅନୁଷ୍ଠିତ ହେବ। କିଟ୍‍ ବିଶ୍ୱବିଦ୍ୟାଳୟ

ନବଜାତ ଶିଶୁର ଶରୀରରୁ ବିରଳ ଟ୍ୟୁମରକୁ ଅସ୍ତ୍ରୋପଚାର ଜରିଆରେ ଅଲଗା କଲେ ସମ୍ ସର୍ଜନ୍

ଭୁବନେଶ୍ୱର, ୫/୦୧: ନବଜାତ ଶିଶୁର ଶରୀରର ନିମ୍ନ ଭାଗରେ ଯୋଡି ହୋଇ ରହିଥିବା ମୁଣ୍ଡ ଆକୃତିର ଟ୍ୟୁମରକୁ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା କରି ଶିଶୁକୁ ନୂଆ ଜୀବନ ଦେଇଛନ୍ତି ଇନ୍‌୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ସର୍ଜନ୍ । ଖୋର୍ଦ୍ଧା ଅଂଚଳର ଜନୈକ

କିଟରେ ୪୦ତମ ସର୍ବଭାରତୀୟ ରୋଜ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ ଉଦ୍‍ଘାଟିତ

ଭୁବନେଶ୍ୱର, ୫ ।୧: ୪୦ତମ ସର୍ବଭାରତୀୟ ରୋଜ୍ କନଭେସନ୍ ଓ ଗୋଲାପ ପ୍ରଦର୍ଶନୀ ଶୁକ୍ରବାର କିଟରେ ଉଦ୍‍ଘାଟିତ ହୋଇଯାଇଛି। ଉଦ୍‍ଘାଟନୀ ଉତ୍ସବରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୋଲାପ ହେଉଛି ସୁନ୍ଦର ଓ ଭଲ ପାଇବାର ପ୍ରତୀକ ବୋଲି କହିଥିଲେ।

ତେଲୁଗୁ ୟୋଦ୍ଧାସ ପରେ ସେମି ଫାଇନାଲରେ ପହଞ୍ଚିଲା ଗୁଜରାଟ ଜିଆଂଟ୍ସ

କଟକ,୫ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ଗୁଜରାଟ ଜିଆଂଟ୍ସ, ରାଜସ୍ଥାନ ୱାରିୟର୍ସକୁ ପରାଜିତ କରି ୨ୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି । ଗୁଜରାଟ ଜିଆଂଟ୍ସ ୪୬-୨୨ର ବୃହତ ଅନ୍ତରରେ