ଆସନ୍ତାକାଲି ବାଲେଶ୍ୱର ଜିଲ୍ଲାର ବନ୍ୟା ପରିସ୍ଥିତି ସମୀକ୍ଷା କରିବେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
ଭୁବନେଶ୍ୱର, ୨/୦୭/୨୦୨୫ : ରାଜ୍ୟରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ସମୀକ୍ଷା ଓ ଅନୁଧ୍ୟାନ ନିମନ୍ତେ ଆସନ୍ତାକାଲି ତା୦୩/୦୭/୨୦୨୫ରିଖ ଦିନ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ବନ୍ୟା ପରିସ୍ଥିତି ସମୀକ୍ଷା କରିବେ ନିମନ୍ତେ ଏକ ଦିବସୀୟ ବାଲେଶ୍ୱର ଗସ୍ତ କରିବେ।ଏହି ଗସ୍ତ!-->…