କୋରାପୁଟ ହେଲା ନକ୍ସଲମୁକ୍ତ

କୋରାପୁଟ,୦୫/୦୨: ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ । କୋରାପୁଟ ଜିଲ୍ଲା ଆଜିଠୁ ସରକାରୀଭାବେ ନକ୍ସଲମୁକ୍ତ ହୋଇଥିବା ଘୋଷଣା କରାଯାଇଛି। ଏନେଇ ଭୁବନେଶ୍ୱରରେ ହୋଇଥିବା ଏକ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡାକ୍ତର କନୱର ବିଶାଳ ସିଂହ।ଡିଆଇଜି ସୂଚନା ଦେଇ

ରାଜଧାନୀରେ ଗାଡ଼ି ପାର୍କିଂ ସମୟରେ ହୁସିଆର! ଜନଗହଳି ସ୍ଥାନରେ ମାତିଛନ୍ତି ଚୋର

ଭୁବନେଶ୍ଵର,୦୫/୦୨:ରାଜଧାନୀରେ ମାତିଛନ୍ତି ଗାଡ଼ି ଚୋର । ଜନଗହଳିପୂର୍ଣ୍ଣ ସ୍ଥାନରେ ଗାଡି ପାର୍କ କରୁଥିଲେ ହୁସିଆର । ଚତୁରତାର ସହ ଜନଗହଳିପୂର୍ଣ୍ଣ ସ୍ଥାନରୁ ଚୋରି କରୁଛନ୍ତି ଗାଡ଼ି । ଭୁବନେଶ୍ବର କ୍ୟାପିଟାଲ ଥାନା ବାପୁଜୀନଗରରୁ ଆସିଲା ବାଇକ ଚୋରିର ଦୃଶ୍ୟ । ଦିନ ଦ୍ବିପ୍ରହରେ ଗାଡି ନେଇ

ସେୟାର ବଜାରରେ ଝଟକା, କମିଲା ସୁନା–ରୁପା ଦାମ୍

ନୂଆଦିଲ୍ଲୀ, ୦୫|୦୨ : ସେୟାର ବଜାରରେ ଝଟକା, କମିଲା ସୁନା–ରୁପା ଦାମ।ଆଜି ସକାଳେ ଦେଶର ଆର୍ଥିକ ବଜାରରେ ବଡ଼ ଝଟକା ଦେଖିବାକୁ ମିଳିଛି। ସୁନା ଓ ରୁପା ଦାମ କ୍ରାଶ୍ କରିଥିବା ବେଳେ, ଦୁଇ ଦିନ ଧରି ଉପରକୁ ଉଠୁଥିବା ସେୟାର ବଜାର ମଧ୍ୟ ହଠାତ୍ ତଳକୁ ଖସିଛି। ସପ୍ତାହର ଚତୁର୍ଥ କାରବାର ଦିନରେ

ବଦଳିଲା UPSC ନିୟମ: ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ କଡ଼ା ବ୍ୟବସ୍ଥା

ନୂଆଦିଲ୍ଲୀ,୦୫/୦୨:ସିଭିଲ୍ ସର୍ଭିସେସ୍ ପରୀକ୍ଷା (CSE) ସମ୍ବନ୍ଧରେ କେନ୍ଦ୍ର ସରକାର ନୂଆ ଏବଂ କଡ଼ା ନିୟମ ଜାରି କରିଛନ୍ତି। ଏହାଫଳରେ ଏଣିକି ବାରମ୍ବାର UPSC ପରୀକ୍ଷା ଦେବା ସହଜ ରହିବ ନାହିଁ। ନୂଆ ନିୟମ ଅନୁଯାୟୀ, ଯେଉଁ ପ୍ରାର୍ଥୀମାନେ ପୂର୍ବରୁ IAS କିମ୍ବା IFS ସେବାରେ ନିଯୁକ୍ତ

ଓଡ଼ିଆ ନାମାନୁସାରେ ଇଂରାଜୀ ନାମ ସଂଶୋଧନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର,୦୫/୦୨: ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ ରାଜ୍ୟର ମୋଟ ୧୧ଟି ଜିଲ୍ଲାର ୨୫ଟି ସ୍ଥାନର ଇଂରାଜୀ ନାମରେ ମଧ୍ୟ ପରିବର୍ତ୍ତନ କରାଯିବ। ଏନେଇ ରାଜସ୍ବ ଓ ବିପଦ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି

ଯଖପୁରା ନିକଟରେ ଚେନ୍ନାଇ–ନ୍ୟୁଜଲପାଇଗୁଡ଼ି ଏକ୍ସପ୍ରେସ ଲାଇନଚ୍ୟୁତ

ଯାଜପୁର,୦୫/୦୨:ଯାଜପୁରରେ ବଡ଼ ଟ୍ରେନ୍ ଦୁର୍ଘଟଣା ଟଳିଲା। ଭଦ୍ରକ ଯଖପୁରା ଷ୍ଟେସନ ନିକଟରେ ଚେନ୍ନାଇ–ନ୍ୟୁଜଲପାଇଗୁଡ଼ି ଏକ୍ସପ୍ରେସ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।ଟ୍ରେନ୍‌ର ଗୋଟିଏ ବଗି ଷ୍ଟେସନ ନିକଟରେ ଟ୍ରାକରୁ ଖସି ପଡ଼ିଥିଲା।ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ

ଆଜି ଠୁ ବ୍ଲାକସ୍ବାନ ସମିଟ୍, ଭୁବନେଶ୍ବରରେ ଦୁଇ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ବର,୦୫/୦୨: ଓଡିଶାକୁ ବିଶ୍ବସ୍ତରୀୟ ଡିଜିଟାଲ ଫାଇନାନ୍ସ ହବ୍ କରିବା ଲକ୍ଷ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବ୍ଲାକସ୍ବାନ ସମିଟ୍ । ଭୁବନେଶ୍ବରରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମିଟ୍ ରେ ଅର୍ଥନୀତି, ଟେକ୍ନଲୋଜି, ଶିକ୍ଷା ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ୧୦୦ରୁ ଅଧିକ

ତତ୍ୱ ଟେକ୍ନୋଲୋଜିସ ପକ୍ଷରୁ ଏଆଇ-ଚାଳିତ ଓମନିଏଜେଂଟର ଶୁଭାରମ୍ଭ

ଭୁବନେଶ୍ୱର, : ଆଇଟିଇଏସ କ୍ଷେତ୍ରରେ ପୂର୍ବ ଭାରତର ଅନ୍ୟତମ ଅଗ୍ରଣୀ କମ୍ପାନୀ ତତ୍ୱ ଟେକ୍ନୋଲୋଜିସ୍ ଏହାର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଏଆଇ-ପରିଚାଳିତ ‘ଓମ୍‌ନିଏଜେଂଟ’ ଲଂଚ କରିବା ସହିତ ଆନ୍ତର୍ଜାତୀୟ ସମ୍ପ୍ରସାରଣ ଯୋଜନାର ସଙ୍କେତ ଦେଇଛି। ଏହି ଅବସରକୁ ବୁଧବାର, ଫେବୃଆରୀ ୪ ତାରିଖ,…

ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର,୦୫/୦୨ : ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତି। ଗସ୍ତର ଦ୍ବିତୀୟ ଦିନରେ ଶ୍ବଶୁର ଘର ଅଭିମୁଖେ ବାହାରିବେ ଦ୍ରୌପଦୀ ମୁର୍ମୁ । ତାଙ୍କ ଦ୍ବାରା ନିର୍ମିତ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ସହ କଥାବାର୍ତ୍ତା ହେବା ସହ ତାଙ୍କ ସ୍ଵାମୀ ଓ ପୁତ୍ର ଙ୍କ ସମାଧି ସ୍ଥଳ କୁ ଯିବେ

ଜାଗର ସମୟରେ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ,ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ରୋଡ୍‌ ମ୍ୟାପ୍

ଭୁବନେଶ୍ୱର,୦୫/୦୨:ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗର ଉତ୍ସବକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଲିଙ୍ଗରାଜ ମନ୍ଦିରର ଶୃଙ୍ଖଳିତ ରୀତିନୀତି ଓ