ମୋଦୀ–ଟ୍ରମ୍ପ ଆଲୋଚନା ପରେ ଐତିହାସିକ ବାଣିଜ୍ୟ ଚୁକ୍ତି, ‘ଟ୍ୟାରିଫ୍ ୱାର୍’ରେ ଲାଗିଲା ବ୍ରେକ୍

ଭୁବନେଶ୍ଵର,୦୩/୦୨: ଭାରତ–ଆମେରିକା ସମ୍ପର୍କରେ ଏକ ବଡ଼ ସଫଳତା। ଭାରତୀୟ ସାମଗ୍ରୀ ଉପରେ ଆମେରିକା ଲଗାଇଥିବା ଟାରିଫ୍‌କୁ ୨୫ ପ୍ରତିଶତରୁ କମାଇ ୧୮ ପ୍ରତିଶତ କରିଛି ଆମେରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସିଧାସଳଖ ଆଲୋଚନା ପରେ ଏହି ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ‘କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ, ମାଆ ତାରାତାରିଣୀଙ୍କ ପୀଠରୁ ହେବ ଉଦଘାଟନ

ଭୁବନେଶ୍ବର,୦୩/୦୨: ରାଜ୍ୟ ସରକାରଙ୍କ ଗରିବ ଓ ଅସହାୟ କନ୍ୟାମାନଙ୍କ ସହାୟତା ଲକ୍ଷ୍ୟରେ ଆଜିଠୁ ଆରମ୍ଭ ହେଉଛି ମୁଖ୍ୟମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା। ଏହି ଯୋଜନାର ଶୁଭାରମ୍ଭ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଆ ତାରାତାରିଣୀଙ୍କ ପୀଠରୁ ମୁଖ୍ୟମନ୍ତ୍ରୀ କରିବେ।ଏହି ଯୋଜନା ଅନୁସାରେ

ଡାଇବେଟିସ୍‌ ପାଇଁ ରାମବାଣ ଭଳି କାମ କରେ ଏହି ଧଳା ଦାନା, ଜାଣନ୍ତୁ ଧଳା ଦାନା କଣ ଓ ଏହାର ଗୁଣ

ଭୁବନେଶ୍ଵର ,୦୨/୦୨: ସ୍ୱାସ୍ଥ୍ୟର ଯତ୍ନ ନେବା ସତ୍ତ୍ୱେ ଆଜିକାଲି ଡାଇବେଟିସ୍ ଏକ ସାଧାରଣ ସମସ୍ୟା ହୋଇଯାଇଛି। ଏହି ରୋଗରେ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରଖିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଏହି ପରିସ୍ଥିତିରେ କିଛି ପ୍ରାକୃତିକ ଖାଦ୍ୟ ଓ ମସଲା ଶରୀରକୁ ସହଯୋଗ କରିପାରେ।ନାଲି ଓ କଳା

ସରିଲା ପ୍ରଥମ ପର୍ଯ୍ୟାୟ ଯାତ୍ରା ,ଦ୍ୱିତୀୟ ପର୍ଯ୍ୟାୟ ନାଟକର ଚର୍ଚ୍ଚିତ ଚେହେରା ରାଣୀ ପଣ୍ଡାଙ୍କ ପାର୍ଟି ନାଟ୍ୟ ମଣ୍ଡପ

ଭୁବନେଶ୍ଵର,୦୨/୦୨: ଖଣ୍ଡଗିରି କୁମ୍ଭମେଳାରେ ଚାଲିଥିବା ଯାତ୍ରା ମହାସମରର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଛି। ଏବେ ଦର୍ଶକଙ୍କ ଆଗ୍ରହ ଓ ଉତ୍ସାହ ମଧ୍ୟରେ ଆରମ୍ଭ ହେବ ଦ୍ୱିତୀୟ ପାଳି ଯାତ୍ରା। ସୋମବାର ଅର୍ଥାତ୍ ଆଜି ରାତିଠାରୁ ଖଣ୍ଡଗିରିର ବିଭିନ୍ନ ପେଣ୍ଡାଲ ଓ ମଞ୍ଚରେ ସେକେଣ୍ଡ ଇନିଂସର

ଭୁବନେଶ୍ଵରରେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ଵର,୦୨/୦୨: ଭୁବନେଶ୍ଵରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ଵାଗତ କରିଛନ୍ତି । ବିମାନବନ୍ଦରରୁ ରାଷ୍ଟ୍ରପତି ସିଧାସଳଖ ରାଜଭବନ ଯାଇଥିବା ବେଳେ ସେଠାରେ ରାତ୍ରୀଯାପନ କରିବେ ।

ଗର୍ବର ମୁହୂର୍ତ୍ତ: ଗିନିଜ୍ ୱାର୍ଲ୍ଡ ରେକର୍ଡରେ ଭାରତୀୟ ଅଲ୍ଟ୍ରା-ରନର୍ ସୁଫିୟା ସୁଫି

ଭୁବନେଶ୍ଵର,୦୨/୦୨:ଭାରତୀୟ ଅଲ୍ଟ୍ରା-ରନର୍ ସୁଫିୟା ସୁଫି ପୁଣିଥରେ ଭାରତକୁ ଗୌରବାନ୍ୱିତ କରିଛନ୍ତି। ତାଙ୍କର ଅସାଧାରଣ ଦୃଢତା, ସାହସ ଓ ଅଦମ୍ୟ ମନୋବଳର ପରିଣାମ ସ୍ୱରୂପ ସେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ନିଜ ନାମ ଲେଖାଇବାରେ ସଫଳ ହୋଇଛନ୍ତି। ସୁଫିୟା ମନାଲିରୁ ଲେହ ପର୍ଯ୍ୟନ୍ତ ପ୍ରାୟ

ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ୍

ପୁରୀ,୦୨/୦୨: କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇନଥିବା ଅଭିଯୋଗରେ ପୁରୀ ଜିଲ୍ଲାପାଳଙ୍କୁ ଓଡ଼ିଶା ହାଇକୋର୍ଟ ଅଦାଲତ ଅବମାନନା ନୋଟିସ୍ ଜାରି କରିଛନ୍ତି। ଏହି ମାମଲାରେ କାହିଁକି ତାଙ୍କ ବିରୋଧରେ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ,

ଅନ୍ନପୂର୍ଣ୍ଣା ଗ୍ରୁପ ପକ୍ଷରୁ ଅନ୍ନପୂର୍ଣ୍ଣା ଗାଈ ଘିଅର ଔପଚାରିକ ଶୁଭାରମ୍ଭ

ଭୁବନେଶ୍ୱର :ସାତ ଦଶନ୍ଧିରୁ ଅଧିକ ସମୟର ଏକ ବିରାସତ ଉପରେ ନିର୍ମିତ ଉତରପୂର୍ବାଂଚଳର ପ୍ରତିଷ୍ଠିତ ଘରୋଇ ଏଫଏମସିଜି କମ୍ପାନୀ, ଅନ୍ନପୂର୍ଣ୍ଣା ଗ୍ରୁପ ଉତରପ୍ରଦେଶ, ଦିଲ୍ଲୀ-ଏନସିଆର, ବିହାର, ଝାଡ଼ଖଣ୍ଡ ଓ ଓଡିଶା ସମେତ ଉତର ଓ ପୂର୍ବ ଭାରତୀୟ ବଜାରଗୁଡିକରେ ଏହାର ଫ୍ଲାଗସିପ ପ୍ରଡକ୍ଟ…

ପ୍ରସ୍ତାବିତ ଆଇପିଓ ପାଇଁ ଏନଏସଇ ସେବିଠାରୁ ଏନଓସି ହାସଲ କରିଛି

ଭୁବନେଶ୍ୱର: ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ନିକଟରେ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)ଠାରୁ ଏହାର ପ୍ରସ୍ତାବିତ ଇନିସିଆଲ ପବ୍ଲିକ ଅଫରିଙ୍ଗ (ଆଇପିଓ) ପାଇଁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନଓସି) ହାସଲ କରିଛି । ଯାହାକି ଏକ୍ସଚେଞ୍ଜର…

ଏସ୍‌.ଏଚ୍‌.ଜି ମା’ମାନକୁ ୧୯୭. ୬୬ କୋଟି ଟଙ୍କା ସୁଧ ଫେରସ୍ତ

ମହିଳା ସଶକ୍ତିକରଣରେ ନୂଆ ଅଧ୍ୟାୟ ଭୁବନେଶ୍ୱର,୨ ଫେବୃୟାରୀ ୨୦୨୬: ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଲକ୍ଷ୍ୟରେ ଆଜି ମିଶନ ଶକ୍ତି ଭବନ, ଭୁବନେଶ୍ୱର ଠାରେ “ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସୁଧ ଫେରସ୍ତ” କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ