Budget 2026 ଦେଲା ବିକାଶର ଗତି: ସ୍ୱାସ୍ଥ୍ୟ ପାଇଁ ୩ AIIMS, ରେଳ ପାଇଁ ୭ କରିଡର୍

ନୂଆଦିଲ୍ଲୀ ,୦୧/୦୨ : ବଜେଟ୍ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ । ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟ୍ । ସଂସଦରେ ବଜେଟ୍ ୨୦୨୬-୨୭ ଆଗତ କରୁଛନ୍ତି ନିର୍ମଳା । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ। ବିକଶିତ ଭାରତ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି

ଏୟାରଟେଲ ଦେଉଛି ୩୬ କୋଟି ଭାରତୀୟଙ୍କୁ ଆଡୋବି ଏକ୍ସପ୍ରେସ୍ ପ୍ରିମିୟମର ନିଶୁଳ୍କ ବ୍ୟବହାର ସୁଯୋଗ

ନୂଆ ଦିଲ୍ଲୀ : ଭାରତର ସର୍ବବୃହତ୍ ଦୂରସଂଚାର ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ମଧ୍ୟରୁ ଗୋଟିଏ ଭାରତୀ ଏୟାରଟେଲ, ଶୀଘ୍ର ଓ ସହଜ ଭାବେ ସବୁକିଛି ସୃଷ୍ଟି କରିପାରିବା ଆପ୍ ‘ଆଡୋବି ଏକ୍ସପ୍ରେସ୍’ ର ଶକ୍ତିକୁ ସାରା ଭାରତର ତାଙ୍କର 36 କୋଟି ଗ୍ରାହକଙ୍କ ହାତରେ ପହଞ୍ଚାଇବାକୁ ଯାଉଛି।ଏହି

ଡିଏଭିରେ ଗାନ୍ଧିଜୀଙ୍କ ସହ ବୀର ଶହୀଦଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଝାରସୁଗୁଡ଼ା, ୩୦/୦୧/୨୦୨୬ : ଡିଏଭି ପବ୍ଲିକ ସ୍କୁଲ ଝାରସୁଗୁଡ଼ା ପରିସରରେ ଭାରତ ସ୍ଵାଧୀନତା ସଂଗ୍ରାମର ଶ୍ରେଷ୍ଠ ଯୋଦ୍ଧା ତଥା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ତଥା ଶହୀଦ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ପ୍ରତିନିଧିତ୍ୱରେ ଆୟୋଜିତ

ବିଶ୍ୱ ଦରବାରରେ ଓଡ଼ିଶାର ପଟ୍ଟଚିତ୍ର ପଦର୍ଶିତ

ଭୁବନେଶ୍ୱର, ୩୦ ଜାନୁଆରୀ : ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ସମ୍ମିଳନୀ ‘ଆଇଆଇସିଡ଼ିଇଏମ-୨୦୨୬’ରେ ଓଡ଼ିଶାର କଳା ଓ ସଂସ୍କୃତିର ଜୟଯାତ୍ରା ଦେଖିବାକୁ ମିଳିଛି। ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ଏହି ଆନ୍ତର୍ଜାତୀୟ ସମ୍ମିଳନୀରେ ଓଡ଼ିଶାର…

ନବ ଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

ଝାରସୁଗୁଡା,୨୯/୧ : ଝାରସୁଗୁଡା ସହର ସ୍ଥିତ ନବ ଦାସ ଅଡିଟରୀୟମ ଠାରେ ଓଡିଶା ର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ, ଝାରସୁଗୁଡା ର ପୂର୍ବତନ ବିଧାୟକ ସ୍ବର୍ଗତ ନବ କିଶୋର ଦାସ ଙ୍କ ୩ ୟ ଶ୍ରାଦ୍ଧ ବାର୍ଷିକୀ ଗୁରୁବାର ପାଳିତ ହୋଇ ଯାଇଛି | ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ନବ ଦାସ ଫାଉଣ୍ଡେସନ

ଝାରସୁଗୁଡ଼ା ଡିଏଭି ଛାତ୍ରଛାତ୍ରୀଙ୍କଦ୍ଵାରା ବନ୍ଦେ ମାତରମ୍ ସଂରଚନା

ଝାରସୁଗୁଡ଼ା, ୨୯/୦୧/୨୦୨୬ : ଡିଏଭି ପବ୍ଲିକ୍ ସ୍କୁଲ, ଝାରସୁଗୁଡ଼ା ପରିସରରେ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ନେତୃତ୍ୱରେ ୧୫୦ ତମ ବନ୍ଦେ ମାତରମର ସ୍ମୃତିମୟ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘ବନ୍ଦେ ମାତରମ’ର ଏକ ଭବ୍ୟ ସଂରଚନା କରିଥିଲେ । ଭାରତମାଟିର ଗୌରବମୟ ଇତିହାସର

କର୍ମନିଯୁକ୍ତି ଓ ଆର୍ଥିକ ବିକାଶରେ ପ୍ରତିବନ୍ଧକ ସାଜିଛି ଅବ୍ୟବହୃତ ଖଣିଜ ସମ୍ପଦ

ଭବାନୀପାଟଣା : ନିଯୁକ୍ତି, ଜୀବିକା ଓ ଆଂଚଳିକ ସମାନତା ଉପରେ କାର୍ଯ୍ୟ କରୁଥିବା ଏକ ନୀତି-କେନ୍ଦ୍ରିତ ବିକାଶମୂଳକ ସଂସ୍ଥା ପ୍ରହାର ପକ୍ଷରୁ ଭବାନୀପାଟଣାର ହୋଟେଲ ମିଡ୍‌ଟାଉନଠାରେ ‘ସାଉଥ-ୱେଷ୍ଟ ଓଡିଶା: ଇକୋନୋମିକ ଆଣ୍ଡ ଏମ୍ପେ୍ଲାୟମେଂଟ ଗ୍ରୋଥ, ଚ୍ୟାଲେଞ୍ଜ୍‌ସ ଆଣ୍ଡ ଅପର୍‌ଚ୍ୟୁନିଟିଜ୍‌’…

ଟାଟା ପ୍ଲେ ପକ୍ଷରୁ ନୂଆ ଚ୍ୟାନେଲ ଓଡିଆ ମନୋରଂଜନ ର ଶୁଭାରମ୍ଭ

ଭୁବନେଶ୍ୱର : ଟାଟା ପ୍ଲେ ପକ୍ଷରୁ 'ଟାଟା ପ୍ଲେ ଓଡ଼ିଆ ମନୋରଞ୍ଜନ' ନାମକ ଏକ ନୂଆ ଚ୍ୟାନେଲର ଶୁଭାରମ୍ଭ କରାଯାଇଛି । ଏହି ସେବା ବିଶେଷ କରି ଓଡ଼ିଆ ଭାଷାଭାଷୀ ଦର୍ଶକଙ୍କ ପାଇଁ ସଂଗୃହିତ ଚଳଚ୍ଚିତ୍ର, ଟିଭି ଶୋ, ଯାତ୍ରା, ଭକ୍ତି ବିଷୟବସ୍ତୁ ଏବଂ ସଙ୍ଗୀତର ଏକ ବିବିଧ ମିଶ୍ରଣ ଆଣିଛି । ଏହି…

ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଆୟୋଜିତ

ଭୁବନେଶ୍ବର, ୨୯ ଜାନୁଆରୀ ୨୦୨୬: ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନେଇ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳାର ଆୟୋଜନ କରାଯାଇଛି । ରାଜ୍ୟର ସମସ୍ତ ୨୩୦ ଗୋଟି ସରାକରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଏହି କର୍ମଶାଳାରେ ଯୋଗ ଦେଇଥିଲେ ।…

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଓ କୃଷୋନ୍ନତି ଯୋଜନାର ସମୀକ୍ଷା କଲେ କେନ୍ଦ୍ର କୃଷି ମନ୍ତ୍ରୀ

ଭୁବନେଶ୍ୱର -୨୯/୦୧/୨୦୨୬ : ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଓ କୃଷୋନ୍ନତି ଯୋଜନାର ଆଜି ସମୀକ୍ଷା କରିଛନ୍ତି ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ। ଆଭାସି ମାଧ୍ୟମରେ ଦେଶର ସମସ୍ତ ରାଜ୍ୟର କୃଷି ମନ୍ତ୍ରୀ ମାନେ…