ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସଫଳ ଅସ୍ତ୍ରୋପଚାର

ନୂଆଦିଲ୍ଲୀ,୧୧/୦୩:ରାଜ୍ୟର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସଫଳ ଅସ୍ତ୍ରୋପଚାର ହୋଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ହୃଦୟ ସମ୍ପର୍କିତ ଅପରେସନ୍ ସଫଳଭାବେ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି। ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡାକ୍ତର ଏ.କେ. ବିଶୋଇଙ୍କ ନେତୃତ୍ୱରେ

ଭିଜିଲାନ୍ସ ଜାଲରେ ତହସିଲଦାର, ୭ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ଵର,୧୧/୦୩:କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍‌ଦାର ପ୍ରସନ୍ନ ସାମନ୍ତରାୟ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ ଚଢାଉ ଜାରି ରହିଛି। ଏହି ଚଢାଉ ସମୟରେ ଭିଜିଲାନ୍ସ ଟିମ୍ କଟକ, ଭୁବନେଶ୍ୱର, ପୁରୀ ଓ

ଓଡିଶାକୁ ନୂତନ ଅମୃତ ଭାରତ ଟ୍ରେନ୍ ପଦକ୍ଷେପକୁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସ୍ୱାଗତ

ଝାରସୁଗୁଡା, ୧୦ ମାର୍ଚ୍ଚ: ତାମିଲନାଡୁର କୋଏମ୍ବାଟୁର୍ ଠାରୁ ଝାଡ଼ଖଣ୍ଡର ଧନବାଦ ପର୍ଯ୍ୟନ୍ତ ଏକ ନୂତନ ଅମୃତ ଭାରତ ଟ୍ରେନ୍ ମଞ୍ଜୁର ହେବାକୁ ଓଡିଶା ପାଇଁ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି। ମଙ୍ଗଳବାର ଜାରି ହୋଇଥିବା ଏକ ପ୍ରେସ ବିବୃତିରେ ସେ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା,ଆଉ ଦୁଇ ଦିନ ବଢିଲା ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ

ଭୁବନେଶ୍ବର,୧୦/୦୩:ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ବରର ୟୁନିଟ୍-୩ ସ୍ଥିତ ଇଡ୍‌‌କୋ ପ୍ରଦର୍ଶନୀ ପଡିଆରେ ଆୟୋଜିତ ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ବୁଲି ଦେଖିବା ସହିତ ଏହି ପ୍ରଦର୍ଶନୀକୁ ଆଉ ଦୁଇ ଦିନ ବଢାଇବା ପାଇଁ ଘୋଷଣା କରିଛନ୍ତି।ସୂଚନାଥାଉକି, ଆଜି ସମାପ୍ତ

ମଣିଷ-ହାତୀ ସହବସ୍ଥାନ ପାଇଁ ବିଜ୍ଞାନ ଓ ସମୁଦାୟର ସହଭାଗିତା ଜରୁରୀ

ଭୁବନେଶ୍ୱର/ ଢେଙ୍କାନାଳ: ମଣିଷ-ହାତୀ ସହବସ୍ଥାନ ପ୍ରସଙ୍ଗ ଉପରେ କେନ୍ଦ୍ରକରି ‘ଓଡ଼ିଶା ଲ୍ୟାଣ୍ଡସ୍କେପ୍ ସିମ୍ପୋଜିୟମ୍‌' ଆୟୋଜିତ ହୋଇଯାଇଛି, ଯେଉଁଠାରେ ବିଶେଷଜ୍ଞମାନେ ମଣିଷ ଏବଂ ହାତୀ କିଭଳି ନିରାପଦ ଭାବରେ ସହବସ୍ଥାନ କରିପାରିବେ, ସେଥିପାଇଁ ବ୍ୟବହାରିକ ମାର୍ଗ ପରୀକ୍ଷା କରିବାକୁ ଏକତ୍ରିତ…

ଓଡ଼ିଶାରେ ରେଳ ସଂଯୋଗୀକରଣକୁ ପ୍ରୋତ୍ସାହନ,ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର,୧୦/୦୩:ଓଡ଼ିଶାରେ ରେଳ ସଂଯୋଗୀକରଣକୁ ଆହୁରି ଶକ୍ତିଶାଳୀ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କୋଏମ୍ବାଟୁରରୁ ଧାନବାଦ୍‌ ପର୍ଯ୍ୟନ୍ତ ଚାଲିବା ପାଇଁ ଏକ ନୂଆ ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍କୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଏହି ଟ୍ରେନ୍ ଚାଲୁ ହେଲେ

ଘୁର୍ଣ୍ଣିବଳୟ ପ୍ରଭାବରେ ଦୁଇଦିନ ବର୍ଷା ସମ୍ଭାବନା

ଭୁବନେଶ୍ଵର,୧୦/୦୩:ଘୁର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶାରେ ଦୁଇ ଦିନ ବର୍ଷା ସମ୍ଭାବନା । ଆଜି ଓ ଆସନ୍ତାକାଲି ପାଇଁ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଝାରଖଣ୍ଡ ଓ ଉତ୍ତର ଛତିଶଗଡ଼ ଉପରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଛି। ଘୁର୍ଣ୍ଣିବଳୟ  ସହ ଜଡିତ ଏକ

NSE ପକ୍ଷରୁ ନିଫ୍ଟି ୫୦ର ୩୦ ବର୍ଷ ପୂର୍ତି ପାଳନ

ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (NSE) ପକ୍ଷରୁ ନିକଟରେ ଭାରତର ଫ୍ଲାଗସିପ ଇକ୍ୱିଟି ବେଂଚମାର୍କ ଏବଂ ବିଶ୍ୱର ଅନ୍ୟତମ ସର୍ବାଧିକ ଟ୍ରାକ ହୋଇଥିବା ସୂଚକାଙ୍କ ନିଫ୍ଟି ୫୦ ଇଣ୍ଡେକ୍ସ(Nifty50 Index)ର ୩୦ ବର୍ଷ ପୂର୍ତି ଅବସରକୁ ପାଳନ କରାଯାଇଛି । ଏହି…

ଚଳିତ ବର୍ଷ ହେବ ପଞ୍ଚାୟତ ଉପ ନିର୍ବାଚନ

ଭୁବନେଶ୍ଵର,୧୦/୦୩:ରାଜ୍ୟରେ ପଞ୍ଚାୟତ ସ୍ତରର କିଛି ପଦବୀ ମୃତ୍ୟୁ ଜନିତ କାରଣରୁ ଖାଲି ପଡ଼ିଥିବାରୁ ସେଗୁଡ଼ିକୁ ପୂରଣ କରିବା ପାଇଁ ଚଳିତ ବର୍ଷ ଉପ ନିର୍ବାଚନ କରାଯିବ। ଏହି ଖାଲି ପଦବୀଗୁଡ଼ିକୁ ଶୀଘ୍ର ଭର୍ତ୍ତି କରିବାକୁ ପଞ୍ଚାୟତି ରାଜ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି।ବିଧାନସଭାରେ

କଟକରେ ଖୋଲିଲା ମୁଥୁଟ ଏକ୍ସିମର ୯୨ତମ ମୁଥୁଟ ଗୋଲ୍ଡ ପଏଂଟ ଶାଖା

କଟକ : ମୁଥୁଟ୍ ପାପ୍ପାଚନ ଗ୍ରୁପ୍ (Muthoot Blue) ର ବହୁମୂଲ୍ୟ ଧାତୁ ବିଭାଗ ମୁଥୁଟ୍ ଏକ୍ସିମ୍ (ପି) ଲିମିଟେଡ୍‌, କଟକରେ ଏହାର ନୂତନ ଗୋଲ୍ଡ ପଏଂଟ କେନ୍ଦ୍ରର ଭବ୍ୟ ଉଦ୍‌ଘାଟନ କରିଛି । ଏହା ଭାରତରେ ଏହାର ୯୨ତମ ଶାଖା ଏବଂ ଓଡ଼ିଶାରେ ୨ୟ ଶାଖା ଅଟେ । ଏହି ନୂତନ ଶାଖା ମଙ୍ଗଳାବାଗ, ନୂଆପାଟଣା…