ସିଆଇଆଇ ଓଡିଶା ପକ୍ଷରୁ ୨୦୨୫-୨୬ ପାଇଁ ନୂଆ ନେତୃତ୍ୱ ଘୋଷଣା

ଭୁବନେଶ୍ୱର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ), ଓଡିଶା ରାଜ୍ୟ ପରିଷଦ ଏହା ଘୋଷଣା କରି ଆନନ୍ଦିତ ଯେ, ବେଦାନ୍ତ ଲିମିଟେଡ, ଝାରସୁଗୁଡାର ଆଲୁମିନିୟମ ବିଜ୍‌ନେସ୍ ବିଭାଗର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ୨୦୨୫-୨୬ ବର୍ଷ ପାଇଁ ଏହାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ…

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦ୍ୱାରା ବିଶ୍ୱ ମ୍ୟାଲେରିଆ ଦିବସରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଓଡ଼ିଶାର ୧୦୮ ଆମ୍ବୁଲାନ୍ସ ସେବାର ଅପରେଟର ଇଏମ୍ଆରଆଇ ଗ୍ରୀନ୍ ହେଲ୍ଥ ସର୍ଭିସେସ୍ ପକ୍ଷରୁ ୩୦ଟି ଜିଲ୍ଲାରେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ କରାଯାଇଛି। ମ୍ୟାଲେରିଆ ନିରାକରଣ ଏବଂ ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାର ବ୍ୟବହାରକୁ

ଏମ୍‌ସ ଭୁବନେଶ୍ୱରରେ ଅତ୍ୟାଧୁନିକ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ସୁବିଧା ଆରମ୍ଭ

ଭୁବନେଶ୍ୱର, ୨୫/୦୪/୨୦୨୫: ଏମ୍‌ସ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅତ୍ୟାଧୁନିକ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା। ଏହି ସୁବିଧା ପ୍ରଚଳନ ସହିତ ଏମ୍‌ସ ଭୁବନେଶ୍ବର ଓଡ଼ିଶା ସମେତ ସମ୍ପୂର୍ଣ୍ଣ ପୂର୍ବଭାରତରେ ପ୍ରଥମ ସରକାରୀ ପ୍ରତିଷ୍ଠାନ ହେବାର ଗୌରବ ଲାଭ କରିଛି। ଏଥିସହିତ

ସୁଲଭ ଆବାସ ହେଉଛି ବସ୍ତିମୁକ୍ତ ସହରର ଚାବିକାଠି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ଵର,୨୪୧୧( ବ୍ୟୁରୋ) : ବସ୍ତି ଉଚ୍ଛେଦ ଓ ସମସ୍ତ ନାଗରିକଙ୍କ ପାଇଁ ସମ୍ମାନଜନକ ଜୀବନଯାପନ ସୁନିଶ୍ଚିତ କରିବାରେ ସୁଲଭ ଆବାସର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗୁରୁତାରୋପ କରିଛନ୍ତି । କ୍ରେଡାଇ ଓଡ଼ିଶା ପକ୍ଷରୁ…

ସେଲ୍‌ସଫୋର୍ସ ଏଜେଂଟଫୋର୍ସକୁ ଗ୍ରହଣ କରିଥିବା ପୂର୍ବ ଭାରତର ପ୍ରଥମ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ପରିଣତ ହୋଇଛି ଉତ୍କଳ…

ଭୁବନେଶ୍ୱର : ବିଶ୍ୱର ଏକ ନମ୍ବର ଏଆଇ ସିଆର୍‌ଏମ, ସେଲ୍‌ସଫୋର୍ସ ଓଡିଶାର ଘରୋଇ କ୍ଷେତ୍ରର ସର୍ବବୃହତ ସ୍ୱତନ୍ତ୍ର ହସ୍ପିଟାଲ ଉତ୍କଳ ହସ୍ପିଟାଲ ସହ ସହଭାଗିତା ସମ୍ପର୍କରେ ଘୋଷଣା କରିଛି । ଏହି ସହଭାଗିତା ସହିତ ଉତ୍କଳ ହସ୍ପିଟାଲ ସେଲ୍‌ସଫୋର୍ସ ଏଜେଂଟଫୋର୍ସକୁ ଗ୍ରହଣ କରିଥିବା ପୂର୍ବ ଭାରତର…

ଅକ୍ଷୟ ତୃତୀୟା ପାଇଁ ଫୋନପେର ସୁନିଶ୍ଚିତ କ୍ୟାଶବ୍ୟାକ ଅଫର

ଭୁବନେଶ୍ୱର: ଅକ୍ଷୟ ତୃତୀୟା ଅବସରରେ ୨୪ କ୍ୟାରେଟ ଡିଜିଟାଲ ଗୋଲ୍ଡ କିଣା ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର ପ୍ରଦାନ କରିବାକୁ ଘୋଷଣା କରିଛି ଫୋନପେ । ଫୋନପେ ପ୍ଲାଟଫର୍ମରେ ସର୍ବନିମ୍ନ ୨୦୦୦ ଟଙ୍କାର ଡିଜିଟାଲ ଗୋଲ୍ଡ କିଣି ୟୁଜରମାନେ ଫ୍ଲାଟ ୧% କ୍ୟାଶବ୍ୟାକ (୨୦୦୦ ଟଙ୍କା ପର୍ଯ୍ୟନ୍ତ)…

କ୍ରେଡ଼ାଇ ଓଡିଶା ହୋମ୍ ଏବଂ ଡେକର୍ ଏକ୍ସପୋ ୨୦୨୫ ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ର -ପ୍ରତିଦିନ ପ୍ରତିଷ୍ଠିତ ଅତିଥିଙ୍କୁ…

ଭୁବନେଶ୍ୱର: କ୍ରେଡାଇ ଓଡିଶା ହୋମ୍ ଏବଂ ଡେକର୍ ଏକ୍ସପୋ ୨୦୨୫ ପ୍ରତିଦିନ ହଜାର ହଜାର ଦର୍ଶକଙ୍କୁ ଆକର୍ଷିତ କରି ସହରର ସବୁଠାରୁ ଜୀବନ୍ତ ଇଭେଣ୍ଟ୍ ମାନଙ୍କ ମଧ୍ୟରେ ଅନ୍ୟତମ ହୋଇଉଠିଛି। ଏପ୍ରିଲ ୨୦ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମେଦାନରେ ଅନୁଷ୍ଠିତ ଏହି ନଅ ଦିନିଆ ମେଳାରେ ରିଏଲ୍…

ରେନଲ୍ଟର ନୂତନ ଡ଼ିଜାଇନ କେନ୍ଦ୍ର ଚେନ୍ନାଇ ଠାରେ ଉଦ୍‌ଘାଟିତ

ଚେନ୍ନାଇ : ରେନଲ୍ଟ ଇଣ୍ଡିଆ, ଯାହାକି ରେନଲ୍ଟ ଗ୍ରୁପର ଏକ ସମ୍ପୂର୍ଣ୍ଣ ନିଜସ୍ୱ ପ୍ରତିଷ୍ଠାନ, ଏହାର ଭାରତ-କୈନ୍ଦ୍ରିକ ରୂପାନ୍ତରୀକରଣ ରଣନୀତି ରେନଲ୍ଟ ପୁନଃ-ବିଚାର ସହିତ ଚେନ୍ନାଇଠାରେ ରେନଲ୍ଟ ଡ଼ିଜାଇନ କେନ୍ଦ୍ରର ଉଦ୍‌ଘାଟନ କରିଛି ।ଚେନ୍ନାଇ ଠାରେ ଆଜି ଉଦ୍‌ଘାଟିତ ଏହି ନୂତନ ରେନଲ୍ଟ

କ୍ରେଡାଇ ଓଡ଼ିଶା ହୋମ୍ ଆଣ୍ଡ ଡେକୋର ଏକ୍ସପୋ ୨୦୨୫ ପରିଦର୍ଶନ କଲେ ମାନ୍ୟବର ରାଜ୍ୟପାଳ

ଭୁବନେଶ୍ୱର: କ୍ରେଡାଇ ଓଡ଼ିଶାର ବାର୍ଷିକ ହୋମ୍ ଆଣ୍ଡ ଡେକୋର ଏକ୍ସପୋ ୨୦୨୫ ବେଶ ଉତ୍ସାହର ସହ ଚାଲିଛି, କାରଣ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କେବଳ ରିଅଲ ଇଷ୍ଟେଟ ଠାରୁ ଆଗକୁ ଯାଇ ଘର ସଜ୍ଜା, ନିର୍ମାଣ ଏବଂ ଜୀବନଶୈଳୀ ସମାଧାନରେ ନୂତନ ଚିନ୍ତାଧାରାକୁ ପାଳନ କରୁଛି। ମଙ୍ଗଳବାର ଓଡ଼ିଶାର ମାନ୍ୟବର…

ଲାଇଫ୍ ହୋଟେଲ ଭୁବନେଶ୍ୱର ଠାରେ ଥାଇ ଫୁଡ୍ ଫେଷ୍ଟିଭାଲ ୨୦୨୫ ଆୟୋଜିତ

ଭୁବନେଶ୍ୱର : ଲାଇଫ୍ ହୋଟେଲ୍ସ ଭୁବନେଶ୍ୱର, କୋଲକାତାର ରୟାଲ ଥାଇ କନ୍ ସୁଲେଟ୍ ଜେନେରାଲଙ୍କ ସହ ମିଳିତ ଭାବରେ ଏକ ଆକର୍ଷଣୀୟ ଉତ୍ସବ ଥାଇ ଫୁଡ୍ ଫେଷ୍ଟିଭାଲ୍ ୨୦୨୫ ଏପ୍ରିଲ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରିଛି । ଲାଇଫ୍ ହୋଟେଲରେ ପ୍ରସିଦ୍ଧ ସେଫ୍ ସାରା ପାଣିସରାଙ୍କ ଦ୍ୱାରା ପ୍ରକୃତ