ଘରୋଇ ଗ୍ୟାସ ଏବଂ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ଆମ୍ ଆଦମୀ ପାର୍ଟିର ବିରୋଧ

ଭୁବନେଶ୍ବର: ସମ୍ପ୍ରତି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ିଚାଲିଥିଲାବେଳେ ଭାଜପା ସରକାରର ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ଟଙ୍କା ଓ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୨ଟଙ୍କା ବଢେଇବାର ନିଷ୍ପତ୍ତି ଗରିବ ଓ ମଧ୍ୟବିତ୍ତଙ୍କ ଅଣ୍ଟା ଭାଙ୍ଗି ଦେଲାପରି ମନେ ହେଉଛି।

ଭୁବନେଶ୍ୱରରେ ଖୋଲିଲା ବୈଷୟିକ-ଜ୍ଞାନକୌଶଳ ସମର୍ଥିତ ଅଫ ଲାଇନ ଶିକ୍ଷା କେନ୍ଦ୍ର

ଭୁବନେଶ୍ୱର : ଫିଜିକ୍ସୱାଲା ଏକ ଶିକ୍ଷା ଭିତିକ କମ୍ପାନୀ, ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖରପୁର ଠାରେ ନିଜର ଉପସ୍ଥିତି ଜାହିର କରିବା ସହ ଏହା ନୂତନ ବୈଷୟିକ-ଜ୍ଞାନକୌଶଳ ସଂପନ୍ନ ପିଡବ୍ଲୁ କେନ୍ଦ୍ରର ଶୁଭ ଉଦଘାଟନ କରିଛି । ଫିଜିକ୍ସୱାଲାର ମୁଖ୍ୟ ଗ୍ରୋଥ ଅଧିକାରୀ ଶ୍ରୀ ବିବେକ ଗୌର ଏହି…

ଇନ୍‌ଫିନିକ୍ସ ପକ୍ଷରୁ ନୋଟ ୫୦ଏକ୍ସ ୫ଜି+ର ଶୁଭାରମ୍ଭ

ଭୁବନେଶ୍ୱର : ଏକ ନୂତନ ଯୁଗର ସ୍ମାର୍ଟଫୋନ ବ୍ରାଣ୍ଡ ଇନ୍‌ଫିନିକ୍ସ ପକ୍ଷରୁ ଏକ ଅତ୍ୟାଧୁନିକ ନୋଟ ୫୦ଏକ୍ସ ୫ଜି+ର ଉନ୍ମୋଚନ କରାଯାଇଛି । ୧୦,୪୯୯ ଟଙ୍କା (ଅଫର ସମେତ)ର ଏକ ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟରେ ନୋଟ ୫୦ଏକ୍ସ ୫ଜି+ ଆସନ୍ତା ଏପ୍ରିଲ ୩ ତାରିଖ ୨୦୨୫ରୁ ଫ୍ଲିପ୍‌କାର୍ଟରେ କ୍ରୟ ପାଇଁ…

ଚଳିତ ଆଇପିଏଲ୍ରେ ଏମ୍ ଏସ୍ ଧୋନିଙ୍କ ଅତୁଟ ପରମ୍ପରାକୁ ମେନ୍ ଅଫ୍ ପ୍ଲାଟିନମ୍ଙ୍କ ସହ ପାଳନ କରନ୍ତୁ

ଭୁବନେଶ୍ୱର : ଆଇପିଏଲ୍ ଋତୁ ଆରମ୍ଭ ହେବା ମାତ୍ରେ କ୍ରିକେଟ୍ ଜ୍ୱର ଚରମ ସୀମାରେ ପହଂଚିଛି ଏବଂ ଥାଲା ପୁଣି ଥରେ ହଳଦିଆ ଜର୍ସି ପିନ୍ଧିବାକୁ ସ୍ତୁତ ହେଉଛନ୍ତି, ଯାହା ସାରା ଦେଶର ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି । ପ୍ରତ୍ୟେକ ଏମଏସ ଧୋନିଙ୍କ ସମର୍ଥକଙ୍କ ପାଇଁ, ଏହା କେବଳ ଏକ

ଆଇଆଇଟି ଭୁବନେଶ୍ୱରରେ ଉତ୍କଳ ଦିବସ ପାଳନ ସହ ଓଡ଼ିଶା ଇତିହାସ ଓ ଐତିହ୍ୟକୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୨ ଏପ୍ରିଲ ୨୦୨୫: ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନ (CIIL) ଶାସ୍ତ୍ରୀୟ ଓଡ଼ିଆ ଅଧ୍ୟୟନ କେନ୍ଦ୍ରର

କର୍ମଚାରୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି ସହ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର…

ଭୁବନେଶ୍ଵର, ୨୯/୦୩/୨୦୨୫: ସ୍କିଲ୍ ଇଣ୍ଡିଆ ମିଶନକୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀ ନବୀନ ଜିନ୍ଦଲଙ୍କ ପରିକଳ୍ପନାକୁ ଆଉ ଏକ ପାଦ ଆଗକୁ ନେଇ, "ଦକ୍ଷତା" କାର୍ଯ୍ୟକ୍ରମ ଅଧୀନରେ କର୍ମଚାରୀ ମାନଙ୍କ କୌଶଳ ବୃଦ୍ଧି ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଓଡ଼ିଶାର ସିଭି

ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ପାଇଁ ଫୋନପେର ନୂଆ ଗାଡ଼ି ଇନସ୍ୟୁରାନ୍ସର ଶୁଭାରମ୍ଭ

ଭୁବନେଶ୍ୱର: ଦୁଇ ଚକିଆ ଏବଂ ଚାରି ଚକିଆ ଯାନ ପାଇଁ ଫୋନପେ “ନୂଆ ଗାଡ଼ି” ଇନସ୍ୟୁରାନ୍ସ ଅଫର ସମ୍ପର୍କରେ ଘୋଷଣା କରିଛି । ଏହି ଶୁଭାରମ୍ଭର ଲକ୍ଷ୍ୟ ହେଉଛି ପ୍ରଚଳିତ ଡିଲରସିପ ଇନସ୍ୟୁରାନ୍ସ ପ୍ଲାନଗୁଡ଼ିକ ତୁଳନାରେ ସମସ୍ତ ନୂତନ ଯାନବାହନ କ୍ରେତାଙ୍କ ପାଇଁ କମ ଖର୍ଚ୍ଚରେ ଗୋଟିଏ ଅନଲାଇନ ବିକଳ୍ପ…

ଭାରତରେ ରୟାଲ ଏନଫିଲ୍ଡ କ୍ଲାସିକ ୬୫୦ ର ଶୁଭାରମ୍ଭ

ଚେନ୍ନାଇ, : ମିଡ-ସାଇଜ (୨୫୦ସିସି-୭୫୦ ସିସି) ମୋଟରସାଇକେଲ ସେଗମେଂଟରେ ବିଶ୍ୱର ଅଗ୍ରଣୀ, ରୟାଲ ଏନଫିଲ୍ଡ ଭାରତରେ କ୍ଲାସିକ ୬୫୦ କୁ ୩,୩୭,୦୦୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଶୁଭାରମ୍ଭ କରିଛି । ସାରା ଭାରତରେ ଏହାର ବୁକିଂ, ଟେଷ୍ଟ ରାଇଡ ଓ ସେଲ ଆରମ୍ଭ ହୋଇଯାଇଛି । ରୟାଲ ଏନଫିଲ୍ଡ କ୍ଲାସିକ…

ଜିଓକୁ ଭାରତ ସରକାରଙ୍କ ‘ଜାତୀୟ ବୌଦ୍ଧିକ ସମ୍ପଦ ପୁରସ୍କାର’ ପ୍ରଦାନ

ନୂଆଦିଲ୍ଲୀ, ୨୭ ମାର୍ଚ୍ଚ, ୨୦୨୫: ପ୍ରଯୁକ୍ତି କମ୍ପାନୀ ଜିଓ ପ୍ଲାଟଫର୍ମସ ଲିମିଟେଡ୍ (ଜେପିଏଲ) ଦୁଇଟି ପ୍ରତିଷ୍ଠିତ ବୌଦ୍ଧିକ ସମ୍ପଦ (ଇଣ୍ଟେଲେକଚୁଆଲ ପ୍ରପର୍ଟି) ପୁରସ୍କାର ହାସଲ କରିଛି। ଗୋଟିଏ ପକ୍ଷରେ ଭାରତ ସରକାର ଜିଓ ପ୍ଲାଟଫର୍ମକୁ ଜାତୀୟ ବୌଦ୍ଧିକ ସମ୍ପଦ ପୁରସ୍କାର (ନ୍ୟାସନାଲ

ଏଆଇସି-ନାଳନ୍ଦା “ବେଷ୍ଟ ଇନ୍କ୍ୟୁବେଟର ଫର ନର୍ଚରିଂ ଆଇପି” ପୁରସ୍କାରରେ ସମ୍ମାନିତ

ଭୁବନେଶ୍ୱର: ଏକ ପ୍ରମୁଖ ଷ୍ଟାର୍ଟଅପ୍ ଇନକ୍ୟୁବେଟର ଏଆଇସି-ନାଳନ୍ଦା ଜାତୀୟ ବୌଦ୍ଧିକ ସମ୍ପତ୍ତି (ଆଇପି) ପୁରସ୍କାର ୨୦୨୪ରେ "ବେଷ୍ଟ ଇନକ୍ୟୁବେଟର ଫର ନର୍ଚରିଂ ଆଇପି" ପ୍ରତିଷ୍ଠିତ ଉପାଧିରେ ସମ୍ମାନିତ ହୋଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ୍ ଏହି ପୁରସ୍କାର ପ୍ରଦାନ…