ଆମେରିକାର ପ୍ରତିରକ୍ଷା ବଜାରରେ ପ୍ରବେଶ ସହିତ ବିଶ୍ୱ ମାନଚିତ୍ରରେ ଓଡିଶାକୁ ସ୍ଥାନିତ କରିଛି ବନ୍‌ଭି ଏରୋ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ଘରୋଇ ଡିପ-ଟେକ ଷ୍ଟାର୍ଟଅପ, ବନ୍‌ଭି ଏରୋକୁ ପ୍ରତିଷ୍ଠିତ ୟୁଏସ ପ୍ରତିରକ୍ଷା ଓ ଏରିଏଲ ମୋବିଲିଟି ମାର୍କେଟରେ ପ୍ରବେଶ କରିବା ପାଇଁ ଚୟନ କରାଯାଇଛି, ଯାହାକି ଓଡିଶାର ଉଦ୍ଭାବନ ଇକୋସିଷ୍ଟମ ପାଇଁ ଏକ ଐତିହାସିକ ସଫଳତା ଅଟେ । ଆଇ୨ଏ (ଇଣ୍ଡିଆ ଟୁ ଆମେରିକା)…

ଓଡ଼ିଶା ନିର୍ମାଣ ନିଗମର ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଓଡ଼ିଶା ନିର୍ମାଣ ନିଗମ(ଓସିସିଏଲ)ର ୨୯୦ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ(ବୋର୍ଡ ଅଫ୍ ଡିରେକ୍ଟର୍ସ) ବୈଠକ ଆଜି ଅପରାହ୍ଣରେ  ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓସିସିଏଲର ଅଧ୍ୟକ୍ଷା ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ୟୁନିଟ୍-୮

ଯୁବବର୍ଗ ହେଉଛି ଏକ ସଶକ୍ତ ସମାଜ ନିର୍ମାଣର ଆଧାର : ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ

ବିଧାନସଭାରେ ରାଜ୍ୟସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଭୁବନେଶ୍ୱର, ୨୫/୩ : ଆଜିର ଯୁବବର୍ଗ ହେଉଛନ୍ତି ଆମ ସମସ୍ତଙ୍କ ପାଇଁ ଅମୂଲ୍ୟ ସମ୍ପଦ ଏବଂ ଆସନ୍ତାକାଲିର ଭବିଷ୍ୟତ। ଯୁବବର୍ଗ ହେଉଛି ଏକ ସଶକ୍ତ ସମାଜ ନିର୍ମାଣର ଆଧାର। ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ-୨୦୪୭

ପିଆରଏସ୍‍ଆଇ ଭୁବନେଶ୍ୱର ଚାପ୍ଟରର ନୂତନ ଅଧ୍ୟକ୍ଷ ଓ କାର୍ଯ୍ୟକର୍ତ୍ତା ନିର୍ବାଚିତ

ଭୁବନେଶ୍ୱର: ପବ୍ଲିକ ରିଲେସନ୍ସ ସୋସାଇଟି ଅଫ ଇଣ୍ଡିଆ (ପିଆରଏସ୍‍ଆଇ) ଭୁବନେଶ୍ୱର ଚାପ୍ଟରର ୬ଷ୍ଠ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‍)ରେ ସର୍ବସମ୍ମତିକ୍ରମେ ଏହାର ପରବର୍ତ୍ତୀ ଦୁଇବର୍ଷ ପାଇଁ ନୂତନ ଅଧ୍ୟକ୍ଷ ଏବଂ ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ କଳା ଓ ସାହିତ୍ୟ ମହୋତ୍ସବ ୨୦୨୫-“ତତ୍ୱ; କଳା ଏବଂ ସାହିତ୍ୟର ସାର” ଆୟୋଜିତ

କଟକ: ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର କଳା, ଯୋଗାଯୋଗ ଓ ଭାରତୀୟ ଅଧ୍ୟୟନ ଅଧ୍ୟାପକ (ଏଫ୍‌ଏସିଆଇଏସ୍‌) ପକ୍ଷରୁ ଆୟୋଜିତ କଳା ଓ ସାହିତ୍ୟ ମହୋତ୍ସବ ୨୦୨୫-“ତତ୍ୱ; କଳା ଏବଂ ସାହିତ୍ୟର ସାର” ମାର୍ଚ୍ଚ ୨୨ ତାରିଖରେ ବିଶ୍ୱବିଦ୍ୟାଳୟର ଶ୍ରୁତି ବିଲ୍ଡିଂ ଅଡିଟୋରିୟମରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି…

“BPCL ଟାଟା ଷ୍ଟିଲ ଲିମିଟେଡ୍ (TSL)ର FAP ପ୍ଲାଣ୍ଟ, ଜଜପୁର, ଓଡିଶାରେ ପ୍ରଥମ ଶିଳ୍ପିକ ନ୍ୟାଚୁରାଲ ଗ୍ୟାସ…

20 ଫେବୃଆରୀ 2025 ରେ, BPCL କେଲିଙ୍ଗା ନଗର ଶିଳ୍ପୀକ ଅଞ୍ଚଳ, ଜଜପୁର ସଡକ, ଓଡିଶାରେ ଟାଟା ଷ୍ଟିଲ ଲିମିଟେଡ୍ (TSL)ର FAP ପ୍ଲାଣ୍ଟକୁ ନ୍ୟାଚୁରାଲ ଗ୍ୟାସ ସରବରାହ କରିବା ସଂଯୋଗକୁ ସଫଳତାର ସହ ଆରମ୍ଭ କରିଛି। ଏହି ମାଇଲଷ୍ଟୋନ୍ ଏହି ସୁବିଧାରେ ନ୍ୟାଚୁରାଲ ଗ୍ୟାସ ବ୍ୟବହାରକୁ ବଢାଇବାରେ ଏକ

ଓଡ଼ିଶାରେ ମହିଳା ସଶକ୍ତିକରଣର ଧ୍ୱଜାବହ ଲକ୍ଷପତି ଦିଦି ଯୋଜନା

ଭୁବନେଶ୍ୱର: ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ବିକାଶର ମୂଳମନ୍ତ୍ର ଅଟେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳା ସଶକ୍ତିକରଣ ଅନ୍ତର୍ଗତ ମହତ୍ତ୍ୱାକାଂକ୍ଷୀ ଯୋଜନା

ଆମେରିକାର ତୁଲସା ବିଶ୍ୱବିଦ୍ୟାଳୟ ଓ କିଟ୍‍ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ

ଭୁବନେଶ୍ୱର, ୨୦ ।୩: ଆମେରିକାର ତୁଲସା ବିଶ୍ୱବିଦ୍ୟାଳୟ ଓ କିଟ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ପତ୍ର ଆଜି ସ୍ୱାକ୍ଷର ହୋଇଯାଇଛି । ଏହି ବୁଝାମଣାପତ୍ରରେ ତୁଲସା ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱବିଦ୍ୟାଳୟ ଗ୍ଲୋବାଲ୍‍ ଏନ୍‍ଗେଜମେଣ୍ଟର ଭାଇସ୍‍ ପ୍ରୋଭୋଷ୍ଟ ଡ. ଭିଭାନ୍‍ ୱାଙ୍ଗ ଏବଂ

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅଣୁ ଉଦ୍ୟୋଗୀଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୦ ମାର୍ଚ୍ଚ ୨୦୨୫: ଭାରତର ଗ୍ରାମୀଣ ଅର୍ଥନୀତି ବିକାଶରେ ଅଣୁ ଉଦ୍ୟୋଗୀମାନଙ୍କର ଏକ ବଡ଼ ଯୋଗଦାନ ରହୁଛି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ଦକ୍ଷତା ବିକାଶ ଲାଗି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘କୌଶଳ ମନ୍ଥନ’ ଆୟୋଜନ କରାଯାଇଥିଲା।

ଓଡ଼ିଶା ଦିବସ-୨୦୨୫ ଭବ୍ୟ ଅୟୋଜନ ହେବ ପାଇଁ ପ୍ରସ୍ତୁତି ସମୀକ୍ଷା

କଟକ “ସତ୍ୟଭାମାପୁର” ଠାରେ ପାଳନ ହେବ “ରାଜ୍ୟସ୍ତରୀୟ ଉତ୍ସବ”କୋଲକାତା, ମୁମ୍ବାଇ, ଚେନ୍ନାଇ, ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ହେବ ଓଡ଼ିଶା ଦିବସ ପାଳନ ସମାରୋହ ଭୁବନେଶ୍ୱର, ୨୦.୦୩.୨୦୨୫ : ଆଗାମୀ ଅପ୍ରେଲ ୧ ତାରିଖରେ ଓଡ଼ିଶା ଦିବସ-୨୦୨୫ ପାଳନ ଉପଲକ୍ଷେ ମୁଖ୍ୟ ଶାସନ