ରାଜାରାଣୀ ସଙ୍ଗୀତ ଉତ୍ସବ ଉଦ୍ଯାପିତ : ତବଲା ଓ ମର୍ଦ୍ଦଳ ବାଦନ ଏବଂ ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତର ଯାଦୁକରୀ…
ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ରାଜାରାଣୀ ସଙ୍ଗୀତ ଉତ୍ସବ-୨୦୨୬ ଆଜି ଉଦ୍ଯାପିତ ହୋଇଛି।ଆଜିର ଉଦ୍ଯାପନୀ ସନ୍ଧ୍ୟାରେ ଗୁରୁ ବିଶ୍ୱ ରଞ୍ଜନ ନନ୍ଦ ଏବଂ ସାଥୀକଳାକାର ମାନେ ତବଲା ଓ!-->…