ଜିଓ କ୍ରିକେଟ୍ ଅଫର୍ – ଜିଓହଟଷ୍ଟାରରେ ମାଗଣାରେ ଆଇପିଏଲ ଦେଖନ୍ତୁ

ବର୍ତ୍ତମାନର ଜିଓ ଉପଭୋକ୍ତା ଏବଂ ନୂତନ ଜିଓ ସିମ୍ ବ୍ୟବହାରକାରୀଙ୍କ ପାଇଁ ସ୍ୱତନ୍ତ୍ର ଅଫର ଟିଭି / ମୋବାଇଲରେ ୪କେ ଗୁଣବତ୍ତାରେ ୯୦ ଦିନର ମାଗଣା ଜିଓହଟଷ୍ଟାର ୫୦ ଦିନ ପାଇଁ ମାଗଣା ଜିଓ ଫାଇବର / ଏୟାର ଫାଇବର ଟ୍ରାଏଲ୍ ସଂଯୋଗମୁମ୍ବାଇ, ୧୭ ମାର୍ଚ୍ଚ ୨୦୨୫: କ୍ରିକେଟ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସ୍ୱତନ୍ତ୍ର ଅଧିବେଶନରେ ଯୋଗଦେଲେ ଡ୍ରିମ୍ ଗାର୍ଲ

କଟକ, ୧୩ ମାର୍ଚ୍ଚ, ୨୦୨୫: “ମୋ ଅନ୍ତେ ଜଣେ ଉତ୍ତମ ନର୍ତ୍ତକୀ ଓ ଉତ୍କୃଷ୍ଟ କଳାକାର ଭାବରେ ମୁଁ ନିଜ ଲିଗାସୀ ଛାଡ଼ିଯିବାକୁ ଚାହେଁ ।”  ଏକ ସ୍ୱତନ୍ତ୍ର ଅଧିବେଶନରେ ଯୋଗଦେବାକୁ କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ଆସିଥିବା ଅବସରରେ ଏକଥା କହିଛନ୍ତି ପ୍ରଖ୍ୟାତ ଅଭିନେତ୍ରୀ,

ସିଆଇଆଇ ଓଡିଶା ରାଜ୍ୟ ପରିଷଦ ପାଇଁ ନୂଆ ପଦାଧିକାରୀ ନିଯୁକ୍ତ

ଭୁବନେଶ୍ୱର : ୨୦୨୫-୨୬ ବର୍ଷ ପାଇଁ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ବେଦାନ୍ତ ଲିମିଟେଡ ଝାରସୁଗୁଡାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା ଏବଂ ଓଡିଶା ଆସେଟ ଏଏମ୍‌/ ଏନଏସ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଜି ସୁରେଶ ଉପାଧ୍ୟକ୍ଷ…

ହିମାଦ୍ରି ଖୁବଶୀଘ୍ର ଓଡ଼ିଶାର ବିର୍ଲା ଟାୟାରରେ କାର୍ଯ୍ୟ ଆରମ୍ଭ କରିବ

ବାଲେଶ୍ୱର : ସ୍ପେଶାଲିଟି କେମିକାଲ କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହିମାଦ୍ରି ସ୍ପେଶାଲିଟି କେମିକାଲ ଲିମିଟେଡ (ଏଚଏସସିଏଲ) ଓଡ଼ିଶାକୁ ତା'ର ମହତ୍ୱାକାଂକ୍ଷୀ ଅଭିବୃଦ୍ଧି ରଣନୀତିର କେନ୍ଦ୍ରବିନ୍ଦୁରେ ରଖିଛି । ଡାଲମିଆ ଭାରତ ରିଫ୍ରାକ୍ଟୋରିଜ୍ ଲିମିଟେଡ୍ (ଡିବିଆରଏଲ) ସହଯୋଗରେ ହିମାଦ୍ରି

କୃଷି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ କୃଷି ଅର୍ଥନୀତିକୁ ଆଗକୁ ନେବ : ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ଵର, ତା: ୧୧/୦୩/୨୫: “ଚାଷରୁ ଅମଳ, ବିହନ ବୁଣିବାଠାରୁ ବିପଣନ ବ୍ୟବସ୍ଥାକୁ ଆଗକୁ ନେବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ମହିଳା ଚାଷୀଙ୍କର ପ୍ରତ୍ୟକ୍ଷ ଯୋଗଦାନ ରହିଛି । କୃଷି ଅର୍ଥନୀତିକୁ ସୁଦୃଢ କରିବାରେ ମହିଳାଙ୍କ ଭାଗିଦାରୀ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ” ବୋଲି ମାନ୍ୟବର

କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ କାର୍ଯ୍ୟର ଅଗ୍ରଗତିକୁ ନେ଼ଇ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ ଭି ସିଂହଦେଓ

ବିଶେଷ ଭାବେ ଅନୁନ୍ନତ ଜନଜାତି ଚାଷୀଙ୍କୁ ସିଏମ୍-କିଷାନ ଓ ପିଏମ୍-କିଷାନରେ ଅନ୍ତର୍ଭୁକ୍ତିକରଣ ଉପରେ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପସିଏମ୍-କିଷାନ ଯୋଜନା ହିତାଧିକାରୀଙ୍କୁ ଇ-କେୱାଇସି ଭେରିଫିକେସନ ପରାମର୍ଶଖିଲାପ କଲେ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ- ସଚିବ

ବିଏନଆଇ ଭୁବନେଶ୍ୱର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ବିଏନଆଇ ଭୁବନେଶ୍ୱର ଅଂଚଳର ମହିଳା ଉଦ୍ୟୋଗୀଙ୍କ ସଫଳତା ଏବଂ ସ୍ଥିରତାକୁ ପାଳନ କରି ଏକ କନକ୍ଲେଭ ସହିତ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଛି। ଲେମନ ଟ୍ରି ପ୍ରିମିୟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଏନଆଇ ସଦସ୍ୟ, ଅତିଥି ଏବଂ ପ୍ରତିଷ୍ଠିତ ବକ୍ତା ଏକତ୍ରିତ ହୋଇ ବ୍ୟବସାୟ…

କଟକର ଅଶ୍ୱିନୀ ହସ୍ପିଟାଲରେ ଡାକ୍ତର ସତ୍ୟ ନାରାୟଣ ବେହେରାଙ୍କ ଦ୍ୱାରା ପୂର୍ବ ଭାରତର ପ୍ରଥମ ମିଶୋ ଆଣ୍ଠୁ ପ୍ରତିରୋପଣ…

କଟକ : ଏକ ଐତିହାସିକ ଚିକିତ୍ସା ସଫଳତାରେ, କଟକର ଅଶ୍ୱିନୀ ହସ୍ପିଟାଲର ଅସ୍ଥିଶଲ୍ୟ ଏବଂ ଗଣ୍ଠି ପ୍ରତିରୋପଣ ଅସ୍ତ୍ରୋପଚାରର ବରିଷ୍ଠ ପରାମର୍ଶଦାତା ଡକ୍ଟର ସତ୍ୟ ନାରାୟଣ ବେହେରା ପୂର୍ବ ଭାରତର ପ୍ରଥମ ମିଶୋ ସମ୍ପୂର୍ଣ୍ଣ ଆଣ୍ଠୁ ପ୍ରତିରୋପଣ (ଟିକେଆର୍) ଅସ୍ତ୍ରୋପଚାର ସଫଳତାର ସହିତ କରିଛନ୍ତି

ଆଇଆଇଟି ଭୁବନେଶ୍ୱରରେ ସ୍ୱତନ୍ତ୍ର ହିନ୍ଦୀ କର୍ମଶାଳା ଆୟୋଜିତ

ଭୁବନେଶ୍ୱର, ୦୭ ମାର୍ଚ୍ଚ, ୨୦୨୫: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ତିନି ଜଣିଆ ଯାଞ୍ଚ ଦଳର ଗସ୍ତ ଅବସରରେ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି), ଭୁବନେଶ୍ୱର ପକ୍ଷରୁ ୭ ମାର୍ଚ୍ଚ ୨୦୨୫ରେ ଏକ ସ୍ୱତନ୍ତ୍ର ହିନ୍ଦୀ କର୍ମଶାଳା ଆୟୋଜିତ ହୋଇଥିଲା। ଯାଞ୍ଚ ଦଳଟି ନିର୍ଦ୍ଦେଶକ

ସମର୍ପଣର ଦ୍ୱିତୀୟ ସଂଧ୍ୟାରେ ପାରମ୍ପାରିକ ବଙ୍ଗଳା ସଙ୍ଗୀତ ବାଉଲ ସହିତ ଭକ୍ତି ଓ ସୁଫି ସଙ୍ଗୀତରେ ଦର୍ଶକ ବିମୋହିତ

ଭୁବନେଶ୍ୱର : (୦୭.୦୩.୨୦୨୫) - ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ୍‍ ସର୍କଲ ଦ୍ୱାରା ତିନିଦିନ ଧରି ଅନୁଷ୍ଠିତ ହେଉଥିବା ୧୩ତମ ବାର୍ଷିକ ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ ସମର୍ପଣର ଦ୍ୱିତୀୟ ସଂଧ୍ୟାରେ ଦେଖିବାକୁ ମିଳିଥିଲା