ଏମ୍‌ସ ଭୁବନେଶ୍ୱର ପକ୍ଷରୁ ରେଡିଓଲୋଜି ବିଶେଷଜ୍ଞ ଡ. ନର୍ବାଦେଶ୍ୱରୀ ଦୀପ ବାଗଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର, ୦୭/୦୩/୨୦୨୫: ଏମ୍‌ସ ଭୁବନେଶ୍ୱର ରେଡିଓଡାଇଗ୍ନୋସିସ୍ ବିଭାଗର ପୂର୍ବତନ ମୁଖ୍ୟ ତଥା ପ୍ରତିଷ୍ଠାନର ବରିଷ୍ଠ ପ୍ରଫେସର ଡ. ନର୍ବାଦେଶ୍ୱରୀ ଦୀପ ବାଗଙ୍କ ଅକାଳ ବିୟୋଗରେ, ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି। ଚଳିତ ମାସ ୫ ତାରିଖରେ ବିଶିଷ୍ଟ

ବଲ୍ଲଦା ବକ୍ସାଇଟ୍ ଖଣି ପ୍ରକଳ୍ପ ପାଇଁ ସଫଳତାର ସହ ଜନ ଶୁଣାଣୀ ଅନୁଷ୍ଠିତ

ନନ୍ଦପୁର: ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଆୟୋଜିତ ବଲ୍ଲଦା ବକ୍ସାଇଟ୍ ଖଣି ପାଇଁ ଜନ ଶୁଣାଣୀ ଗୁରୁବାର ଦିନ ସଫଳତାର ସହିତ ଅନୁଷ୍ଠିତ ହୋଇଛି । କଳିଙ୍ଗ ଆଲୁମିନା ଲିମିଟେଡ୍‌କୁ ଓଡିଶାର କୋରାପୁଟ ଜିଲ୍ଲାରେ ୧୪୪.୯୪୫ ହେକ୍ଟର୍ ଅଂଚଳରେ ବ୍ୟାପ୍ତ ବଲ୍ଳଦା ବକ୍ସାଇଟ୍ ଖଣି ଆବଂଟନ

ଭାରତୀୟ ନୌସେନାର ମୋଟର କାର ରାଲି ଅଂଶଗ୍ରହଣ କାରୀଙ୍କ ସହ ଭେଟିଲେ ରାଜ୍ୟପାଳ

ଭୁବନେଶ୍ୱର, ୦୬.୦୩.୨୦୨୫ : ଦେଶ ପ୍ରତି ଭାରତୀୟ ନୌସେନାର ଏକ ଗୌରବମୟ ସେବାର ସମୃଦ୍ଧ ଇତିହାସ ରହିଛି । ଭାରତୀୟ ନୌସେନା ଆନୁକୂଲ୍ୟରେ ଦେଶର ପୂର୍ବ-ତଟରେ ମୋଟର କାର ରାଲି ଦେଶ ପ୍ରତି ଏହାର ଗୌରବମୟ ସେବାକୁ ଅଧ‌ିକ ଋଦ୍ଧିମନ୍ତ କରିବ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି କହିଛନ୍ତି।

ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବାକୁ ପୁରିଲା ୧୨ ବର୍ଷ

ଭୁବନେଶ୍ୱର : ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ସେବା, ୧୨ ବର୍ଷ ଧରି ଅତ୍ୟାବଶ୍ୟକ ଜନସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛି। ଜୀବନ ରକ୍ଷା ପାଇଁ ଉତ୍ସର୍ଗୀକୃତ ଏହି ସେବା ଉତ୍କୃଷ୍ଟ ଏବଂ ଦ୍ରୁତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାରେ ନିରନ୍ତର ପ୍ରୟାସ କରିଆସୁଛି । ୧୦୮ ଆମ୍ବୁଲାନ୍ସ ସେବା ମାର୍ଚ୍ଚ ୫, ୨୦୧୩…

ଏମ୍‌ସ ଭୁବନେଶ୍ୱର ଡାକ୍ତରଙ୍କ କମାଲ, ୧୬ ମାସର ଶିଶୁର ଅଙ୍ଗଦାନ ଦେଲା ଦୁଇ ଜଣଙ୍କୁ ଜୀବନ

- ୧୬ ମାସର ମାଷ୍ଟର ଜନ୍ମେଶ କିଡ୍‌ନୀ ଏବଂ ଲିଭର ଦାନ ମାଧ୍ୟମରେ ଦୁଇ ରୋଗୀଙ୍କୁ ନୂତନ ଜୀବନ ଦେଲେ  - ଉଦାହରଣ ସ୍ଧାପନ କଲେ ପିତାମାତା, ଭାରତରେ ଶିଶୁ ଅଙ୍ଗଦାନ ସଚେତନତାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ- ରାଜ୍ୟରେ ଏନ-ବ୍ଲକ୍ ବୃକକ୍ ପ୍ରତିରୋପଣର ଦ୍ୱିତୀୟ ଉଦାହରଣ-

ଗ୍ଲାସିଆଲ୍ ହ୍ରଦ ଆଉଟବର୍ଷ୍ଟ ବନ୍ୟା (GLOF) ଲାଘବ ପାଇଁ ଜାତୀୟ ଗ୍ରାଣ୍ଡ ଚ୍ୟାଲେଞ୍ଜର ବିଜେତାମାନଙ୍କ ମଧ୍ୟରେ ଆଇଆଇଟି…

ଭୁବନେଶ୍ୱର, ୩ ମାର୍ଚ୍ଚ ୨୦୨୫: ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାରେ, ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଗବେଷଣା ପଦକ୍ଷେପ ଅଧୀନରେ ସି-ଡାକ୍ (ସେଣ୍ଟର ଫର୍ ଡେଭଲପମେଣ୍ଟ୍ ଅଫ୍ ଆଡଭାନ୍ସଡ୍ କମ୍ପ୍ୟୁଟିଂ),

‘ଉତ୍କଳିକା- ଏ ଶୋ ଅଫ ମଡର୍ଣ୍ଣ ଆର୍ଟ’ର ଉଦଯାପନୀ ସମାରୋହ ଆୟୋଜିତ

ଭୁବନେଶ୍ୱର : ନ୍ୟାଶନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟ (ଏନଜିଏମଏ), ମୁମ୍ବାଇର ସ୍ଥାୟୀ ସଂଗ୍ରହର ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ‘ଉତ୍କଳିକା-ଏ ଶୋ ଅଫ ମଡର୍ଣ୍ଣ ଆର୍ଟ’ର ଉଦଯାପନୀ ସମାରୋହ ଭୁବନେଶ୍ୱରସ୍ଥିତ ଲଳିତ କଳା ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀକୁ ନ୍ୟାଶନାଲ…

ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ସମ୍ଭାବନାଗୁଡିକୁ ପ୍ରଦର୍ଶିତ କରିଛି ଓଡିଶା ଟ୍ରାଭେଲ ବଜାର ୨୦୨୫

ଭୁବନେଶ୍ୱର : ଆଜି ଭୁବନେଶ୍ୱରରେ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର ସଫଳତାର ସହ ସମାପ୍ତ ହୋଇଛି, ଯାହା ଏକ ଅଗ୍ରଣୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ଓଡିଶାର ସ୍ଥିତିକୁ ସୁଦୃଢ କରିଛି । ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭାରତୀୟ ଶିଳ୍ପ ମହାସଂଘ (ଫିକି) ସହ ସହଭାଗିତାରେ ଆୟୋଜିତ ଏହି ୪…

ଆଲାନ୍ ୱାକର୍ଙ୍କ ଆସନ୍ତା ଏପ୍ରିଲ ମାସରେ ଭାରତର ୪ଟି ନୂଆ ସହରରେ କାର୍ଯ୍ୟକ୍ରମ

ଆଲାନ୍ ୱାକର୍ଙ୍କ ଆସନ୍ତା ଏପ୍ରିଲ ମାସରେ ଭାରତର ୪ଟି ନୂଆ ସହରରେ କାର୍ଯ୍ୟକ୍ରମଭୁବନେଶ୍ୱର : ଅକ୍ଟୋବର ୨୦୨୪ରେ ୯ ଟି ସହର ବିଶିଷ୍ଟ ୱାକରୱାର୍ଲଡ ଟୁର୍ ପରେ ଗ୍ଲୋବାଲ ଇଲେକ୍ଟ୍ରୋନିକ୍ ମ୍ୟୁଜିକ୍ପାୱାରହାଉସ୍ ଆଲାନ୍ ୱାକର୍ ସ୍ପେସ୍ବାଉଣ୍ଡ୍ ସହିତ ଭାରତ ଫେରିବାକୁ ଯାଉଛନ୍ତି ଏବଂ ଚଳିତ

କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବଙ୍କ ଦୁଇ ଦିନିଆ ଓଡିଶା ଗସ୍ତ

ସହମତି ଭିତ୍ତିରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଭୁବନେଶ୍ୱର, ତା.୨୭.୦୨. ୨୦୨୫- କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବ ଶ୍ରୀ ସଞ୍ଜିବ ଚୋପ୍ରା ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା