କଟକରେ ଖୋଲିଲା ମୁଥୁଟ ଏକ୍ସିମର ୯୨ତମ ମୁଥୁଟ ଗୋଲ୍ଡ ପଏଂଟ ଶାଖା
କଟକ : ମୁଥୁଟ୍ ପାପ୍ପାଚନ ଗ୍ରୁପ୍ (Muthoot Blue) ର ବହୁମୂଲ୍ୟ ଧାତୁ ବିଭାଗ ମୁଥୁଟ୍ ଏକ୍ସିମ୍ (ପି) ଲିମିଟେଡ୍, କଟକରେ ଏହାର ନୂତନ ଗୋଲ୍ଡ ପଏଂଟ କେନ୍ଦ୍ରର ଭବ୍ୟ ଉଦ୍ଘାଟନ କରିଛି । ଏହା ଭାରତରେ ଏହାର ୯୨ତମ ଶାଖା ଏବଂ ଓଡ଼ିଶାରେ ୨ୟ ଶାଖା ଅଟେ । ଏହି ନୂତନ ଶାଖା ମଙ୍ଗଳାବାଗ, ନୂଆପାଟଣା…