ଜେଇଇରେ ଭୁବନେଶ୍ୱର ଫିଜିକ୍ସୱାଲା ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା
ଭୁବନେଶ୍ୱର : ଏଜୁକେଶନ କମ୍ପାନୀ ଫିଜିକ୍ସୱାଲା (ପିଡବ୍ଲ୍ୟୁ) ପକ୍ଷରୁ ୪ ଜଣ ରାଜ୍ୟ ଟପର୍ଙ୍କ ସମେତ ଜେଇଇ ମେନ ସେସନ ୧ ୨୦୨୫ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି। ଏହି ଟପର୍ଙ୍କ ମଧ୍ୟରୁ ଗୁଜରାଟର ଜଣେ ଛାତ୍ର ୧୦୦% ମାର୍କ ରଖିଥିବା ବେଳେ ୬୧୨ ଜଣରୁ ଅଧିକ ଛାତ୍ରଛାତ୍ରୀ ୯୯.୫%ରୁ ଅଧିକ…