ଏମ୍ସ ଭୁବନେଶ୍ୱରରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ
- ଜାତୀୟ ପତାକା ଉତ୍ତୋଳନ କଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ
ଭୁବନେଶ୍ୱର, ୨୭/୦୧/୨୦୨୫: ଦେଶପ୍ରେମର ଅନନ୍ୟ ବାତାବରଣ ମଧ୍ଯରେ ଏମ୍ସ ଭୁବନେଶ୍ୱରରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ!-->!-->!-->…