ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିନ୍ଦଲ ଷ୍ଟିଲକୁ ବେଙ୍ଗଲ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି…

ଭୁବନେଶ୍ୱର :ସ୍ୱାସ୍ଥ୍ୟ, ସାମାଜିକ ବିକାଶ ଏବଂ ମହିଳା ବିକାଶ କ୍ଷେତ୍ରରେ ଏହାର ଉଲ୍ଲେଖନୀୟ  କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସଆର) କାର୍ଯ୍ୟ ପାଇଁ ଜିନ୍ଦଲ ଷ୍ଟିଲକୁ ବେଙ୍ଗଲ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ବିସିସି ଆଣ୍ଡ ଆଇ) ଦ୍ୱାରା ପୁରସ୍କୃତ କରାଯାଇଛି।  ଡିସେମ୍ବର ୧୯,…

ଅଙ୍କୁରାୟନ ୨୦୨୫ ଉଦଯାପିତ – ଭାଗନେଲେ ଚାରିହଜାରରୁ ଅଧିକ ଛାତ୍ରଛାତ୍ରୀ

ଲଙ୍କାପଡା, ଜଗତସିଂହପୁର : ଗତ ୧୯ ଡିସେମ୍ବର ରେ ତ୍ରିଦିବସୀୟ ଶିଶୁ ତଥା ଯୁବ ଉତ୍ସବ ଅଙ୍କୁରାୟନ ଉଦଯାପିତ ହୋଇଯାଇଛି। ଏଥିରେ ଓଡିଶାର ଆଠଟି ଜିଲ୍ଲାରୁ ସାଢେ ଚାରି ହଜାରରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ଓ ଯୁବ ସ୍ୱେଛାସେବୀ ମାନଙ୍କର ସମାଗମ ହୋଇଥିଲା। ଜଗତସିଂହପୁର ଜିଲ୍ଲାର ଲଙ୍କାପଡା ଓ

ଜିନ୍ଦଲ ଷ୍ଟିଲ ପ୍ରୋତ୍ସାହିତ କ୍ରୀଡ଼ାବିତ ଗୁରଜୋତ ସିଂହ ଖଙ୍ଗୁରା ଓ ରାୟଜା ଧୀଲନଙ୍କୁ  ୬୮ତମ ଜାତୀୟ ସୁଟିଂ…

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଡକ୍ଟର କର୍ଣ୍ଣି ସିଂ ସୁଟିଂ ରେଞ୍ଜରେ ଅନୁଷ୍ଠିତ ୬୮ତମ ଜାତୀୟ ସୁଟିଂ ସଟଗନ୍ ଚାମ୍ପିୟନସିପରେ ଜିନ୍ଦଲ ଷ୍ଟିଲ୍ ପ୍ରୋତ୍ସାହିତ ଖେଳାଳିମାନେ ଏକାଧିକ ପଦକ ବିଜୟୀ ହୋଇ ଐତିହାସିକ ସଫଳତା ଅର୍ଜନ କରିଛନ୍ତି । ଭିନ୍ନ ଭିନ୍ନ ବର୍ଗରେ ଗୁରଜୋତ ସିଂ ଖାଙ୍ଗୁରା ଓ ରାୟଜା

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡାରେ ପ୍ଲାଷ୍ଟିକ-ମୁକ୍ତ ସଚେତନତା ଅଭିଯାନ

ଝାରସୁଗୁଡା, ଓଡ଼ିଶା, ଡିସେମ୍ବର ୨୦, ୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ କାର୍ଯ୍ୟାଳୟ ସହିତ ମିଳିତ ଭାବରେ, ଝାରସୁଗୁଡାର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ କୋଇଲିଘୁଘର ଜଳପ୍ରପାତରେ

ଓପିଜିସି ତରଫରୁ ସୁନାରୀ ଠାରେ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

ଇବ ଥର୍ମାଲ, ୧୯/୧୨/୨୦୨୫  : ଓଡିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି ) ତରଫରୁ ଆଜି ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଳକ ଅନ୍ତର୍ଗତ ସୁନାରୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିଶେଷଜ୍ଞ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସୁନାରୀ ସରପଞ୍ଚ ଶ୍ରୀମତୀ ନନ୍ଦିନୀ ସାହୁ

ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ ର ନୂଆ ଫଣ୍ଡ ପ୍ରୁ ସେକ୍ଟର ଲିଡର୍ସ ଇଣ୍ଡେକ୍ସ ଫଣ୍ଡ୍‌

ଭୁବନେଶ୍ୱର: ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ ଇନ୍ସୁରାନ୍ସ କମ୍ପାନୀ ଲିମିଟେଡ ପକ୍ଷରୁ ଲିଙ୍କ୍ଡ ଇନ୍ସୁରାନ୍ସ ପ୍ଲାନ୍ (ୟୁଲିପ୍‌) ଅଧିନରେ ଏକ ନୂଆ ଫଣ୍ଡ୍‌, ଆଇସିଆଇସିଆଇ ପ୍ରୁ ସେକ୍ଟର ଲିଡର୍ସ ଇଣ୍ଡେକ୍ସ ଫଣ୍ଡ୍ ଶୁଭାରମ୍ଭ କରାଯାଇଛି । ଏହି ଫଣ୍ଡ ଗ୍ରାହକଙ୍କୁ ଭାରତୀୟ ଅର୍ଥନୀତିର ୨୦ ରୁ…

ନିଷ୍ଟର ଦ୍ଵିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଜ୍ୟପାଳ

ଭୁବନେଶ୍ୱର, ଡିସେମ୍ବର ୧୯: ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ଓ ପରିବେଶ ସୁରକ୍ଷା କରିବା ଦିଗରେ ଜ୍ଞାନକୁ ଉପଯୋଗ କରିବା ସହିତ ସାମାଜିକ ସଦଭାବନା କୁ ପ୍ରୋତ୍ସାହିତ କରି ମାନବ ସମାଜର ସେବା କରିବାକୁ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି l

ଭାରତରେ ୧୦୦୦୦ରୁ ଅଧିକ ସହରରେ ପହଂଚିଛି ବିରଲା ଓପସ ପେଂଟସ

ଭୁବନେଶ୍ୱର : : ଆଦିତ୍ୟ ବିର୍ଲା ଗ୍ରୁପର ଗ୍ରାସିମ ଇଣ୍ଡଷ୍ଟ୍ରିଜ ଅଧୀନସ୍ଥ ବିର୍‌ଲା ଓପସ ପେଣ୍ଟସ, ବର୍ଦ୍ଧିତ ଉପଭୋକ୍ତା ଚାହିଦା ଏବଂ ଏକ ଦୃଢ଼ ଡିଲର ଇକୋସିଷ୍ଟମର ସମର୍ଥନ ସହିତ ଜାତୀୟ ସ୍ତରରେ ନିଜର ପରିଚାଳନାକୁ ବିସ୍ତାର କରିବା ଜାରି ରଖିଛି । ଡେକୋରେଟିଭ ପେଣ୍ଟସ ବର୍ଗରେ ପ୍ରବେଶ କରିବାର…

୨୦୨୬ ଆରମ୍ଭରେ ବଜାରରେ ଉପଲବ୍ଧ ହେବାକୁ ଯାଉଛି ନିସାନର ୭-ସିଟର ବି-ଏମପିଭି ‘ଗ୍ରାଭିଟେ’

ଭୁବନେଶ୍ୱର: ୨୦୨୬ ଆରମ୍ଭରେ ବଜାରରେ ଉପଲବ୍ଧ ହେବାକୁ ଯାଉଛି ନିସାନର ନୂଆ ଗେମ୍‌-ଚେଞ୍ଜିଙ୍ଗ ୭-ସିଟର ବି-ଏମ୍‌ପିଭି ଗ୍ରାଭିଟେ । ଏହା ହେଉଛି ଭାରତ ପାଇଁ ଉକ୍ତ ବ୍ରାଣ୍ଡର ନୂତନ ଓ ରଣନୈତିକ ଭାବେ ନିର୍ମିତ ଶୃଙ୍ଖଳା ଅଧିନରେ ଲଂଚ କରାଯିବାକୁ ଥିବା ପ୍ରଥମ ଉତ୍ପାଦ । ଆଧୁନିକ ଭାରତୀୟ…

ଡବ୍ଲୁ୍ୟଡି ବ୍ଲାକ ଏସ୍ଏନ୍୭୧୦୦ ଏନ୍ଭିମିଇ ଏସ୍ଏସ୍ଡି ବର୍ତମାନ ଭାରତରେ ଉପଲବ୍ଧ

ଭୁବନେଶ୍ୱର : ଡବ୍ଲୁ୍ୟଡି ବ୍ଲାକ ଏସ୍ଏନ୍୭୧୦୦ ଏନ୍ଭିମିଇ ଏସ୍ଏସ୍ଡି, ସାଣ୍ଡିସ୍କର ଏକ ଉଚ୍ଚମାନର ଗେମିଂ ଡ୍ରାଇଭ୍ ଯାହାକି ବର୍ତର୍ମାନ ଭାରତରେ ଉପଲବ୍ଧ ହୋଇଛି । ଡବ୍ଲୁ୍ୟଡି ବ୍ଲାକ ଏସ୍ଏନ୍୭୧୦୦ ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଖେଳାଳୀମାନଙ୍କୁ ଅତ୍ୟଧିକ ଭିଜୁଆଲ୍ ଏବଂ ଇମର୍ସିଭ୍ ଗେମ୍ର