ବ୍ଲେଣ୍ଡର୍ସ ପ୍ରାଇଡ ଫ୍ୟାଶନ୍ ଟୁରରେ ମୋଟରସ୍ପୋର୍ଟ ଓ ଫ୍ୟାଶନର ମିଶ୍ରଣ
ଭୁବନେଶ୍ୱର : ଜୟପୁରରେ ବ୍ଲେଣ୍ଡର୍ସ ପ୍ରାଇଡ୍ ଫ୍ୟାଶନ ଟୁର ଆୟୋଜିତ ହୋଇଯାଇଛି ଯେଉଁଠାରେ ମୋଟରସ୍ପୋର୍ଟ ଶକ୍ତି ସହିତ ହାଇ ଫ୍ୟାଶନର ମିଶ୍ରଣ ଦେଖିବାକୁ ମିଳିଛି । ଏହି ସଂସ୍କରଣରେ ମୋଟରସ୍ପୋର୍ଟସ-ଅନୁପ୍ରାଣିତ ଡିଜାଇନ, ଗ୍ଲାମରସ ପୋଷାକ ଏବଂ ହାଇ-ଅକ୍ଟେନ ଗ୍ଲାମର ପ୍ରଦର୍ଶିତ ହୋଇଥିଲା, ଯାହା…