କେଏଫ୍ସିର ନୂଆ କ୍ୟାମ୍ପେନ ‘ଟେଷ୍ଟ ଦ ଏପିକ୍’ର ଶୁଭାରମ୍ଭ
ଭୁବନେଶ୍ୱର : କେଏଫ୍ସି ପକ୍ଷରୁ ଏହାର ନୂତନ କ୍ୟାମ୍ପେନ ‘ଟେଷ୍ଟ ଦ ଏପିକ୍’ର ଶୁଭାରମ୍ଭ କରାଯାଇଛି । ପ୍ରାୟ ୩୩ ଦଶନ୍ଧି ହେବ କେଏଫ୍ସି ଏହାର ଫିଙ୍ଗର ଲିକିଙ୍ଗ୍ ଗୁଡ୍ କ୍ରିସ୍ପି ଚିକେନ ସହିତ ଦେଶବ୍ୟାପୀ ପ୍ରଶଂସକମାନଙ୍କୁ ଖୁସି ପ୍ରଦାନ କରିଆସୁଛି । ଚଳିତ ନଭେମ୍ବରରେ କେଏଫ୍ସି ଆଇକୋନିକ…