ଗୋଟିଏ ମାସରେ ସର୍ବାଧିକ ସୌର କୃଷି ପମ୍ପ ସ୍ଥାପନ କରି ବିଶ୍ୱ ରେକର୍ଡ
ଭୁବନେଶ୍ୱର : ମହାରାଷ୍ଟ୍ର ଷ୍ଟେଟ ଇଲେକ୍ଟ୍ରିସିଟି ଡିଷ୍ଟ୍ରିବ୍ୟୁଶନ କମ୍ପାନୀ ଲିମିଟେଡ (ଏମଏସଇଡିସିଏଲ) ସଫଳତାର ସହ କେବଳ ୩୦ ଦିନରେ ୪୫,୯୧୧ଟି ଅଫ୍-ଗ୍ରିଡ ସୋଲାର ଆଗ୍ରିକଲ୍ଚରାଲ (ସୌର କୃଷି) ପମ୍ପ ସ୍ଥାପନ କରି ଗିନିସ ୱାର୍ଲ୍ଡ ରେକର୍ଡ ହାସଲ କରିଛି । ଏହା ମହାରାଷ୍ଟ୍ରକୁ ଭାରତରେ…