ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ
ଭୁବନେଶ୍ଵର,୦୯/୦୩:ଓଡ଼ିଶା ସରକାରଙ୍କ ପ୍ରଶାସନିକ କେନ୍ଦ୍ର ଲୋକସେବା ଭବନରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ତଥ୍ୟ ବିଧାନସଭାରେ ପ୍ରକାଶ ପାଇଛି। ଏହାରୁ ରାଜ୍ୟ ପ୍ରଶାସନର କାର୍ଯ୍ୟସଂଚାଳନ ଉପରେ ପ୍ରଭାବ ପଡ଼ୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।ବିଧାନସଭାରେ!-->…