୧୯,୯୯୯ ଟଙ୍କାରେ ନଥିଙ୍ଗ ଫୋନ (୩ଏ) ଲାଇଟ୍ର ବିକ୍ରି ଆରମ୍ଭ
ଭୁବନେଶ୍ୱର : ଲଣ୍ଡନ ଭିତିକ ଟେକ୍ନୋଲୋଜି କମ୍ପାନୀ ନଥିଙ୍ଗ ପକ୍ଷରୁ ଡିସେମ୍ବର ୫ ତାରିଖ, ୨୦୨୫ରୁ ଏହାର ଫୋନ (୩ଏ) ଲାଇଟ୍ର ସେଲ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ନଥିଙ୍ଗ ପକ୍ଷରୁ ଏହି ସ୍ମାର୍ଟଫୋନର ଭାରତ ଲଂଚ ସମୟରେ କ୍ଲାସିକ ବ୍ଲାକ ଓ ହ୍ୱାଇଟ ରଙ୍ଗ ସହିତ ଏକ ନୂଆ ବ୍ଲୁ କଲର୍ର…