ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ଶ୍ରୀ ରାମ ମନ୍ଦିରରେ ରାଜ୍ୟସ୍ତରୀୟ ଦେବ ଦିପାବଳୀ ମହୋତ୍ସବ
ଭୁବନେଶ୍ୱର: ସାମାଜିକ ଓ ସାଂସ୍କୃତିକ ସଂସ୍ଥା ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ୟୁନିଟ-3 ରାମ ମନ୍ଦିର ଠାରେ ଏକ ଦିବସୀୟ ବିଶ୍ବ ଶାନ୍ତି ମହା ଯଜ୍ଞ ଓ 20,000 ଘୃତ ଦୀପ ପ୍ରଜ୍ବଳିତ କାଯ୍ୟକ୍ରମ ଗତକାଲି ଗୁରୁବାରଦିନ ଅନୁଷ୍ଠିତ କରାଯାଇଥିଲା। ଦେବ ଦିପାବଳୀରେ ପ୍ରଭୁ ଶ୍ରୀ ଜଗନ୍ନାଥ ମାଘ…