ସିଓପିଡିରେ ଫୁସଫୁସ ରିହାବିଲେସନ ଅତ୍ୟନ୍ତ ପ୍ରଭାବଶାଳୀ
ଭୁବନେଶ୍ୱର : କ୍ରନିକ ଅବଷ୍ଟ୍ରକ୍ଟିଭ ପଲ୍ମୋନାରୀ ଡିଜିଜ୍ (ସିଓପିଡି) ହେଉଛି ଏକ ଦୀର୍ଘକାଳୀନ ଫୁସଫୁସ ରୋଗ ଯାହା ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଥାଏ । ଏଥିରେ କାଶ ହେବା ସହିତ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ସହିତ ଶ୍ୱାସପଥ ଅବରୋଧ ଏବଂ ପ୍ରଦାହ ଭଳି ଲକ୍ଷଣ…