ବ୍ରେଷ୍ଟ୍ କ୍ୟାନସର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମଣିପାଲ ହସ୍ପିଟାଲ ଭୂବନେଶ୍ୱର ପକ୍ଷରୁ ସ୍ୱତନ୍ତ୍ର…

ଭୁବନେଶ୍ୱର: ବ୍ରେଷ୍ଟ କ୍ୟାନସର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସାରା ବିଶ୍ୱରେ ଅକ୍ଟୋବର ମାସକୁ ବ୍ରେଷ୍ଟ କ୍ୟାନ୍ସର ଅୱେରନେସ୍ ମାସ (Breast Cancer Awareness Month) ଭାବରେ ପାଳନ କରାଯାଏ। ମଣିପାଲ ହସ୍ପିଟାଲ୍‌, ଭୁବନେଶ୍ୱର ଏହି ଅଭିଯାନର ସହଭାଗୀ ହୋଇଛି। ଏହାର ଅଂଶ

ପ୍ରାରମ୍ଭିକ ହସ୍ତକ୍ଷେପ ସହିତ ପିସିଓଏସର ଚିକିତ୍ସା ସମ୍ଭବ

ଭୁବନେଶ୍ୱର: ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ (ପିସିଓଏସ)କୁ ସାଧାରଣତଃ ଅନିୟମିତ ଋତୁସ୍ରାବ, କେଶ ଓ ତ୍ୱଚାରେ ପରିବର୍ତନ, ଓଜନ ବୃଦ୍ଧି କିମ୍ବା ଗର୍ଭଧାରଣରେ ସମସ୍ୟା ଭଳି ଏକ ବ୍ୟକ୍ତିଗତ ସମସ୍ୟା ଭାବେ ବିବେଚନା କରାଯାଇଥାଏ । ଡଚ୍ ଆଣ୍ଡ ଇରାନିଆନ କୋହର୍ଟସର ଯୁଗ୍ମ ଅଧ୍ୟୟନ ଦର୍ଶାଇଛି ଯେ,…

ଏମ୍‌ସ ଭୁବନେଶ୍ୱର ଭିଆର୍‌ଡିଏଲ୍‌କୁ ଭାରତ ସରକାରଙ୍କ ଭାଇରାଲ୍ ଡାଇଗ୍ନୋଷ୍ଟିକ୍ସ ଏବଂ ଗବେଷଣାରେ ଉତ୍କର୍ଷତା କ୍ଷେତ୍ରରେ…

ଭୁବନେଶ୍ୱର :  ଭାଇରଲ୍ ଡାଇଗ୍ନୋଷ୍ଟିକ୍ସରେ ଉଚ୍ଚମାନର ନିର୍ଣ୍ଣୟ ସେବା, ଗବେଷଣା ଏବଂ ଗୁଣବତ୍ତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତ ଏମ୍‌ସ ଭୁବନେଶ୍ୱରର ଭାଇରାଲ୍ ରିସର୍ଚ୍ଚ ଏବଂ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ (ଭିଆର୍‌ଡିଏଲ୍‌) କୁ ଭାରତ ସରକାରଙ୍କ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର

ଜିଓ ପ୍ଲାଟଫର୍ମସର ଦ୍ଵିତୀୟ ତ୍ରୈମାସିକ ନେଟ୍ ଲାଭ ୧୨.୮ ପ୍ରତିଶତ ବୃଦ୍ଧି ସହିତ ୭,୩୭୯ କୋଟି ଟଙ୍କା ହୋଇଛି

ଭୁବନେଶ୍ୱର: ଶୁକ୍ରବାର ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୨୦୨୫-୨୬ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ତ୍ରୈମାସିକରେ ଜିଓ ପ୍ଲାଟଫର୍ମସର ସମନ୍ୱିତ ନେଟ ଲାଭରେ ବାର୍ଷିକ ୧୨.୮ ପ୍ରତିଶତ ବୃଦ୍ଧି ପାଇ ୭,୩୭୯ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ

ଅନ୍ତିମ ସଂଧ୍ୟାରେ ମେଗା ନାଟକ ରାଷ୍ଟ୍ର ପୁରୁଷ ଅଟଳ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲା

ଭୁବନେଶ୍ୱର: ଐତିହାସିକ ରବୀନ୍ଦ୍ର ମଣ୍ଡପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିକୁ ଏକ ଭବ୍ୟ ଓ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଦୁୁଇ ଦିନିଆ ଉତ୍ସବର ପ୍ରଥମ ଦିନରେ କାର୍ଯ୍ୟକ୍ରମ “ଅଟଳନାମା” ଉତ୍ସାହର ସହ ଆରମ୍ଭ ହୋଇଥିଲା…

ଏନଏସଇରେ ୨୦୦କୋଟି ଟଙ୍କାର ଗ୍ରୀନ ମୁନିସିପାଲ ବଣ୍ଡ ତାଲିକାଭୁକ୍ତ କରିଛି ସୁରତ ମୁନିସିପାଲ କର୍ପୋରେଶନ

ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ପକ୍ଷରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ସୁରତ ମୁନିସିପାଲ କର୍ପୋରେଶନ (ଏସଏମସି) ଦ୍ୱାରା ଜାରି କରାଯାଇଥିବା ୨୦୦ କୋଟି ଟଙ୍କାର ଗ୍ରୀନ ମୁନିସିପାଲ ବଣ୍ଡର ଲିଷ୍ଟିଙ୍ଗ ସମାରୋହ ଆୟୋଜିତ…

ଶ୍ରୀ ଅନନ୍ତ ମହାପାତ୍ରଙ୍କ ଦ୍ୱାରା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ “ନାଟକ ଓ ଚଳଚ୍ଚିତ୍ରର ଆତ୍ମାକୁ ଅନୁସନ୍ଧାନ” ବିଷୟରେ…

ଭୁବନେଶ୍ୱର: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଭାଷା ଓ ସାମାଜିକ ବିଜ୍ଞାନ ବିଭାଗ କଳା, ଯୋଗାଯୋଗ ଓ ଭାରତୀୟ ଅଧ୍ୟୟନ ଅନୁଷ୍ଠାନ ଦ୍ୱାରା ଶ୍ରୁତି ଭବନରେ ଏକ ସ୍ପତନ୍ତ୍ର ବକ୍ତୃତା: “ନାଟକ ଓ ଚଳଚ୍ଚିତ୍ରର ଆତ୍ମାକୁ ଅନୁସନ୍ଧାନ” ଶୀର୍ଷକ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାନ ନାଟ୍ୟ…

ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଗୌରବମୟ ବିରାସତକୁ ପାଳନ କରିଛି ନୃତ୍ୟଧାମ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଐତିହାସିକ ରବିନ୍ଦ୍ର ମଣ୍ଡପ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ, ଶ୍ରୀ ଅଟଳ ବିହାରୀ ବାଜପେୟୀ ଜୀଙ୍କ ବିରାସତ ପ୍ରତି ଏକ ଭବ୍ୟ ଓ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳିର ସାକ୍ଷୀ ହୋଇଛି । ନୃତ୍ୟଧାମ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଅଟଳଜୀଙ୍କ ୧୦୦ତମ ଜନ୍ମ…

ଓଡ଼ିଶା୩୬୦.କମ ପକ୍ଷରୁ ନିଯୁକ୍ତି, ବ୍ୟବସାୟ, ଭ୍ରମଣ ଓ କାର୍ଯ୍ୟକ୍ରମ ପାଇଁ ନୂଆ ଇଂଟିଗ୍ରେଟେଡ ପୋର୍ଟାଲର ଶୁଭାରମ୍ଭ

ଭୁବନେଶ୍ୱର : ବାଟୋଇ ସିଷ୍ଟମ୍ସର ଏକ ପ୍ରମୁଖ ଡିଜିଟାଲ ସେବା, ଓଡ଼ିଶା୩୬୦.କମ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହାର ନୂଆ ଇଂଟିଗ୍ରେଟେଡ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ୨୦୨୫ ଅକ୍ଟୋବର ୧୫ରେ ଭୁବନେଶ୍ୱରର ସ୍ୱସ୍ତି ପ୍ରିମିୟମରେ ଅନୁଷ୍ଠିତ ହୋଇଛି । ଏହି ନୂଆ…

ଧନତେରସ ଅବସରରେ ଫୋନପେ ପକ୍ଷରୁ ୨୪କେ ଡିଜିଟାଲ ଗୋଲ୍ଡ ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର

ଭୁବନେଶ୍ୱର : ଫୋନପେ ପକ୍ଷରୁ ଧନତେରସ ଅବସରରେ ୨୪କେ ଡିଜିଟାଲ ଗୋଲ୍ଡ ଉପରେ ଆକର୍ଷଣୀୟ କ୍ୟାଶବ୍ୟାକ ଅଫର ଘୋଷଣା କରାଯାଇଛି । ଗ୍ରାହକମାନେ ଫୋନପେରୁ ସର୍ବନିମ୍ନ ୨୦୦୦ଟଙ୍କା ମୂଲ୍ୟର ଡିଜିଟାଲ ଗୋଲ୍ଡ କିଣିବା ଉପରେ ଫ୍ଲାଟ ୨% କ୍ୟାଶବ୍ୟାକ (୨୦୦୦ଟଙ୍କା ପର୍ଯ୍ୟନ୍ତ) ପାଇପାରିବେ । ଏହି ଅଫର ୧୮…