ଏନସିଭିଇଟିର ସ୍ୱୀକୃତି: ଦେଶର ପ୍ରଥମ ବହୁମୁଖୀ ବୃହତ ଉଦ୍ୟୋଗ ଭାବେ ଜିନ୍ଦଲ ଷ୍ଟିଲକୁ ମିଳିଲା ଦକ୍ଷତା ପ୍ରମାଣପତ୍ର…

ନୂଆଦିଲ୍ଲୀ : ଦେଶର ପ୍ରଥମ ବୃହତ ବହୁମୁଖୀ ଉଦ୍ୟୋଗ ତଥା ପ୍ରଥମ ସମନ୍ୱିତ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ, ସାର୍ଟିଫିକେଟ ପ୍ରଦାନକାରୀ ସଂସ୍ଥା (ଆଓ୍ୱାର୍ଡିଂ ବଡି) ଭାବେ ଜାତୀୟ ଧନ୍ଦାମୂଳକ ଶିକ୍ଷା ଓ ତାଲିମ ପରିଷଦ (ଏନସିଭିଇଟି)ର ସ୍ୱୀକୃତି ହାସଲ କରି ନୂଆ ମାନକ ପ୍ରତିଷ୍ଠା କରିଛି।

ଓଡ଼ିଶା ସୋଲାର ଇଣ୍ଡଷ୍ଟ୍ରି କୁ ନୂତନ ଦିଗ ଦେବ ଗୌତମ ସୋଲାର

ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ସୋଲାର ମଡ୍ୟୁଲ ନିର୍ମାତା ଗୌତମ ସୋଲାର ପକ୍ଷରୁ ‘ଗ୍ଲାସ-ଟୁ-ଗ୍ଲାସ (ଜି୨ଜି) ବନମ ଗ୍ଲାସ-ଟୁ-ଟ୍ରାନ୍ସପରେଂଟ-ବ୍ୟାକସିଟ (ଜି୨ଟିବି) ସୋଲାର ମଡ୍ୟୁଲସ୍‌’ ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ ଶ୍ୱେତପତ୍ର (ହ୍ୱାଇଟପେପର)ର ଉନ୍ମୋଚନ କରାଯାଇଛି । ଭୁବନେଶ୍ୱରର…

ରାଷ୍ଟ୍ର ଗଠନ ପ୍ରକ୍ରୀୟା ଶ୍ରେଣୀ ଗୃହରୁ ହିଁ ଆରମ୍ଭ ହୋଇଥାଏ : ଭାରତର ପୂର୍ବତନ ମୁଖ୍ୟ ବିଚାରପତି

ଭୁବନେଶ୍ୱର, ସେପ୍ଟେମ୍ବର ୨୬: ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାକୁ ଆଗେଇ ଚାଲିଥିବା ବେଳେ ଦେଶ ସମ୍ମୁଖରେ ଏବେ ବି ଅନେକ ଆହ୍ୱାନ ରହିଛି ବୋଲି ଶୁକ୍ରବାର ଭାରତର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତୀ ଗୋପାଳ ବଲ୍ଳଭ ପଟ୍ଟନାୟକ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ)…

ଜାତୀୟ ଚଳଚିତ୍ର ପୁରସ୍କାରରେ ଦ ସାଇଲେଂଟ ଏପିଡେମିକ ଡକ୍ୟୁମେଂଟାରୀ ସମ୍ମାନିତ

ଭୁବନେଶ୍ୱର: ରାହାଗିରି ଫାଉଣ୍ଡେଶନ ଦ୍ୱାରା ସହ-ପ୍ରଯୋଜିତ ଡକ୍ୟୁମେଂଟାରୀ ଦ ସାଇଲେଂଟ ଏପିଡେମିକ୍‌କୁ ୭୧ତମ ଜାତୀୟ ଚଳଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ଯାହାକି ସାମାଜିକ ଓ ପରିବେଶୀୟ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରୁଥିବା ବେଷ୍ଟ ନନ୍‌-ଫିଚର ଫିଲ୍ମ ଭାବେ ପ୍ରଦାନ କରାଯାଇଛି ।…

ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ମଣିପାଲ୍ ର ସ୍ୱାସ୍ଥ୍ୟ ଯାତ୍ରା

ଭୁବନେଶ୍ୱର  : ମହିଳା ମାନଙ୍କ ସ୍ୱାସ୍ଥ୍ୟ ଓ ପରିବାରୀକ ସୁସ୍ଥତାକୁ ସୁଦୃଢ଼ କରିବା ପାଇଁ, ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଜାତୀୟ ସ୍ତରର ‘ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ ସହିତ ସକ୍ରିୟ ଭାବରେ ଯୋଗ ଦେଇଛି । ଏହା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟଙ୍କର ପ୍ରମୁଖ…

କଟକରେ ପ୍ରଥମ ଏକ୍ସପେରିଏନ୍ସ ସେଂଟର ସହିତ ନିଜର ଉପସ୍ଥିତି ବିସ୍ତାର କରିଛି ଏଥର ଏନର୍ଜି

କଟକ : ଭାରତରେ ଇଲେକ୍‌ଟ୍ରିକ ଟୁହ୍ୱିଲରଗୁଡିକର ଏକ ଅଗ୍ରଣୀ ନିର୍ମାତା ଏଥର ଏନର୍ଜି ପକ୍ଷରୁ କଟକରେ ଏହାର ପ୍ରଥମ ଏକ୍ସପେରିଏନ୍ସ ସେଂଟର (ଇସି)ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯାହା ତୁଳସୀପୁରର ରାମଗଡସ୍ଥିତ କନିକା ଛକଠାରେ ଅବସ୍ଥିତ ରହିଛି। ନୂଆ କଟକ ଏକ୍ସପେରିଏନ୍‌ସ ସେଂଟରରେ…

ଏନଏସଇରେ ପଞ୍ଜୀକୃତ ନିବେଶକଙ୍କ ସଂଖ୍ୟା ୧୨ କୋଟିରେ ପହଂଚିଲା

ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ)ରେ ସ୍ୱତନ୍ତ୍ର ପଞ୍ଜୀକୃତ ନିବେଶକଙ୍କ ସଂଖ୍ୟା ସେପ୍ଟେମ୍ବର ୨୩ ତାରିଖରେ ୧୨ କୋଟି ଅତିକ୍ରମ କରିଛି। ଏଥିସହିତ ସେପ୍ଟେମ୍ବର ୨୩, ୨୦୨୫ ସୁଦ୍ଧା ଏନଏସଇରେ ପଞ୍ଜୀକୃତ ଥିବା ମୋଟ ନିବେଶ ଆକାଉଂଟ ସଂଖ୍ୟା ୨୩.୫ କୋଟି ରହିଛି, ଯାହା…

୨୦୨୫ରେ ମୁମ୍ବାଇରେ ବିଶ୍ୱର ସବୁଠୁ ବଡ ୟୁନିଫର୍ମ ମେଳା!

ଭୁବନେଶ୍ୱର : ସୋଲାପୁର ଗାରମେଂଟ ମାନୁଫ୍ୟାକ୍‌ଚରର୍ସ ଆସୋସିଏଶନ (ଏସଜିଏମଏ) ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କ ବୟନଶିଳ୍ପ ବିଭାଗ ସହ ସହଭାଗିତାରେ ୯ମ ଆନ୍ତର୍ଜାତୀୟ ୟୁନିଫର୍ମ ନିର୍ମାତା ମେଳା ୨୦୨୫ର ଘୋଷଣା କରାଯାଇଛି ଯାହା ଆସନ୍ତା ନଭେମ୍ବର ୨୬ରୁ ୨୮ ତାରିଖ ୨୦୨୫ ପର୍ଯ୍ୟନ୍ତ ମୁମ୍ବାଇର…

ଓଲା ଇଲେକ୍‌ଟ୍ରିକ ପକ୍ଷରୁ ଓଲା ସେଲିବ୍ରେଟ୍‌ସ ଇଣ୍ଡିଆ କ୍ୟାମ୍ପେନର ଶୁଭାରମ୍ଭ

ଭୁବନେଶ୍ୱର / କଟକ : ଭାରତର ସର୍ବବୃହତ ପ୍ୟୋର-ପ୍ଲେ ଇଭି କମ୍ପାନୀ ଓଲା ଇଲେକ୍‌ଟ୍ରିକ ପକ୍ଷରୁ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏହାର ନୂଆ ଓଲା ସେଲିବ୍ରେଟ୍‌ସ ଇଣ୍ଡିଆ କ୍ୟାମ୍ପେନ ଘୋଷଣା କରାଯାଇଛି। ଏହି କ୍ୟାମ୍ପେନର ଅଂଶ ଭାବେ କମ୍ପାନୀ ୨୩ ସେପ୍େଟମ୍ବର ୨୦୨୫ରୁ ପରବର୍ତୀ ୯ ଦିନ ପାଇଁ…

କଟକର ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପହଂଚିଲା ୱିପ୍ରୋ ଜିଇ ହେଲଥକେୟାର

କଟକ : ହେଲ୍‌ଥକେୟାର ଟେକ୍ନୋଲୋଜିର ଏକ ଆନ୍ତର୍ଜାତୀୟ ପ୍ରଦାତା, ୱିପ୍ରୋ ଜିଇ ହେଲ୍‌ଥକେୟାର ପକ୍ଷରୁ ରାଜ୍ୟବ୍ୟାପୀ ଏହାର ସକ୍ରିୟ ଅଭିଯାନ ‘ହେଲ୍‌ଥ ୟାତ୍ରା’ର ୨ୟ ପର୍ଯ୍ୟାୟ ଆରମ୍ଭ କରାଯାଇଛି । ଭୁବନେଶ୍ୱରରେ ଆରମ୍ଭ କରିବା ପରେ ଏହି ‘ହେଲ୍‌ଥ ୟାତ୍ରା’ ଏବେ କଟକର ଏସସିବି ମେଡିକାଲ କଲେଜ…