ନବରାତ୍ରିରେ ଝୁମିବ ଟ୍ୱିନ ସିଟି – ସଙ୍ଗୀତ, ନୃତ୍ୟରେ ପୁରିଉଠିବ ‘ଦାଣ୍ଡିଆ କାର୍ଣ୍ଣିଭାଲ ୨୦୨୫’
ଭୁବନେଶ୍ୱର: ନେଟ୍ୱର୍କ ଇଭେଂଟ୍ସ ଆଣ୍ଡ ପ୍ରମୋସନ୍ସ, କ୍ରିଷ୍ଟାଲ କ୍ରାଉନ ସହ ସହଭାଗିତାରେ ଆସନ୍ତା ସେପ୍ଟେମ୍ବର ୨୯ ତାରିଖରୁ ଅକ୍ଟୋବର ୧ ତାରିଖ ୨୦୨୫ ପର୍ଯ୍ୟନ୍ତ ପଟିଆସ୍ଥିତ କ୍ରିଷ୍ଟାଲ କ୍ରାଉନଠାରେ ଚଳିତ ବର୍ଷର ବହୁପ୍ରତିକ୍ଷୀତ ନବରାତ୍ରି ମହୋତ୍ସବ - ଦାଣ୍ଡିଆ କାର୍ଣ୍ଣିଭାଲ ୨କେ୨୫’ର…