କିଟରେ ପ୍ରଥମ କିଟ୍‍ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତାରେ ନାଲସାର ବିଜୟୀ

ଭୁବନେଶ୍ୱର : ପ୍ରଥମ କିଟ୍‍ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୫ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ନାଲସାର, ହାଇଦ୍ରାବାଦ ଦଳକୁ ବିଜୟୀ ଘୋଷଣା କରାଯିବା ସହ ୨ ଲକ୍ଷ ଟଙ୍କାର ନଗଦ ଆର୍ଥିକ ପୁରସ୍କାର ପ୍ରଦାନ କରଯାଇଥିଲା। ସେହିପରି ଶାସ୍ତ୍ରା ୟୁନିଭରସିଟି ପ୍ରଥମ ରନର୍ସ-ଅପ୍

ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ଓଡ଼ିଶାର ପ୍ରଥମ ବ୍ରେନ୍ ଏନ୍ୟୁରିଜମ୍ ସର୍ଜରୀ ସଫଳ

ଭୁବନେଶ୍ୱର : ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପୁଣି ଏକ ସଫଳତା ହାସଲ କରିଛି ମଣିପାଲ ହସ୍ପିଟାଲ ଭୁବନେଶ୍ୱର। ପ୍ରଥମଥର ପାଇଁ ଓଡ଼ିଶାରେ ‘ବ୍ରେନ୍ ଏନ୍ୟୁରିଜମ୍ ଏଣ୍ଡୋଭାସ୍କୁଲାର ସର୍ଜରୀ’ ହାତର ଧମନୀ ମାଧ୍ୟମରେ ସଫଳତାର ସହିତ କରାଯାଇଛି। ସମ୍ବଲପୁରର ୪୦ ବର୍ଷୀୟ ରୋଗୀ ଜଣଙ୍କ,ଭୀଷଣ

ପାର୍ବଣରେ ଟ୍ରେଣ୍ଡସ ପକ୍ଷରୁ ‘ଟ୍ରେଣ୍ଡସ ଦୁର୍ଗା ପୂଜା ସ୍ପେଶାଲ’ ଅଭିଯାନ ଶୁଭାରମ୍ଭ

ଭୁବନେଶ୍ୱର: ଦୁର୍ଗାପୂଜା ଉତ୍ସବକୁ ସର୍ବଶ୍ରେଷ୍ଠ ଫ୍ୟାଶନ, ଉତ୍ସବ ଓ ଆନନ୍ଦ ସହିତ ପାଳନ କରିବା ପାଇଁ ଭାରତର ସର୍ବବୃହତ ଏବଂ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ ର ପୋଷାକ ଏବଂ ଆସେସୋରିଜ୍ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡସ ପକ୍ଷରୁ 'ଦୁର୍ଗା ପୂଜା ସ୍ପେଶାଲ' ଉତ୍ସବ ଅଭିଯାନ

ଏନଆଇଆରଏଫ ପକ୍ଷରୁ ୨୦୨୫ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ମାନ୍ୟତା

ଭୁବନେଶ୍ୱର, ୧୩/୦୯/୨୦୨୫: ରାଜ୍ୟ ତଥା ସମଗ୍ର ପୂର୍ବ ଭାରତ ପାଇଁ ପୁଣିଥରେ ସଫଳତା ଆଣିଦେଇଛି ଏମ୍ସ ଭୁବନେଶ୍ୱର। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ)ରେ ଏମ୍ସ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ

ନୂତନ ଅଧ୍ୟକ୍ଷ ମନୋନୀତ ହେବା ପରେ ଡ. ଅନୀତା ସକ୍ସେନାଙ୍କ ପ୍ରଥମ ଏମ୍ସ ଭୁବନେଶ୍ୱର ଗସ୍ତ

- ଦେଶରେ ଦକ୍ଷତା ବିକାଶ କ୍ଷେତ୍ରରେ ଉତ୍ପ୍ରେରକ ଭାବେ କାର୍ଯ୍ୟ କରିବ ଏମ୍ସ ଭୁବନେଶ୍ବର - ନୂତନ ଅଧ୍ୟକ୍ଷଙ୍କ ଓପିଡି ପରିଦର୍ଶନ, ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ସହିତ ଆଲୋଚନା- ନୂତନ ଅଧ୍ୟକ୍ଷଙ୍କୁ ଏମ୍ସ ଭୁବନେଶ୍ୱରକୁ ସ୍ବାଗତ କଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.

ଡେଲିଭରି ବେଗ ଦୁଇ ଗୁଣରୁ ଅଧିକ ବୃଦ୍ଧି କରିବା ପାଇଁ ଓଡିଶାରେ ଆମାଜନର ନିବେଶ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୩ ତାରିଖରୁ ଆରମ୍ଭ ହେଉଥିବା ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ପୂର୍ବରୁ ଆମାଜନ ଇଣ୍ଡିଆ ଓଡିଶାରେ ଗ୍ରାହକଙ୍କ ବର୍ଦ୍ଧିତ ଚାହିଦାକୁ ପୂରଣ କରିବା, ଗ୍ରାହକଙ୍କ ପାଇଁ ଅତୁଳନୀୟ ମୂଲ୍ୟ, ବେଗ ଓ ଚୟନ ଆଣିବା ପାଇଁ ପ୍ରସ୍ତୁତ ହୋଇଛି। ଏହାର ଭିତିଭୂମିକୁ…

ବେଦାନ୍ତ ଆଲୁମିନିୟମର ପ୍ରୋଜେକ୍ଟ ବିଦ୍ୟାଗ୍ରହ ଝାରସୁଗୁଡାର ଗ୍ରାମୀଣ ଶ୍ରେଣୀଗୃହରେ ଡିଜିଟାଲ୍ ଶିକ୍ଷଣର ଶୁଭାରମ୍ଭ…

ଝାରସୁଗୁଡା : ପ୍ରତ୍ୟେକ ପିଲାକୁ ଗୁଣାତ୍ମକ ଶିକ୍ଷା ସମ୍ବଳରୁ ଶିଖିବାର ସମାନ ସୁଯୋଗ ଦିଆଗଲେ ସମାଜରେ ପ୍ରକୃତ ପ୍ରଗତି ଆରମ୍ଭ ହୁଏ। ଏହି ବିଶ୍ୱାସ ବେଦାନ୍ତ ଆଲୁମିନିୟମର ପ୍ରୟାସକୁ ପ୍ରୋଜେକ୍ଟ ବିଦ୍ୟାଗ୍ରହ ମାଧ୍ୟମରେ ମାର୍ଗଦର୍ଶନ କରିଛି, ଯାହାକି ଏକ ଅଗ୍ରଣୀ ଡିଜିଟାଲ୍ ଶିକ୍ଷଣ ପଦକ୍ଷେପ…

୩୧ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଅନୁଷ୍ଠିତ ୩୧ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଆଜି ଏକ ବଣ୍ଣାଢ୍ୟ ପରିବେଶରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଉଦ୍‌ଯାପିତ ହୋଇଯାଇଅଛି । ଚାରିଦିନ ଧରି…

୩୧ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ୨୦୨୫ର ଚତୁର୍ଥ ସନ୍ଧ୍ୟାରେ ସ୍ଥାନିତ ହୋଇଛି ରଙ୍ଗମଂଚର କାର୍ଯ୍ୟକ୍ରମ

ଭୁବନେଶ୍ୱର: ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଆୟୋଜିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଆଜି ଥିଲା ଚତୁର୍ଥ ସନ୍ଧ୍ୟା । ଏହି ଚତୁର୍ଥ ସନ୍ଧ୍ୟାରେ ମାନବ ଭାବନା ଏବଂ ମନସ୍ତାତ୍ୱିକ ଜଟିଳତାର ଗଭୀରତାକୁ ଅନୁସନ୍ଧାନ କରି ଏକ ସ୍ୱତନ୍ତ୍ର ନାଟ୍ୟ…

ମେଡିକାଲ ଅକ୍ସିଜେନ ପରିଚାଳନା ସମ୍ପର୍କିତ ପ୍ରଥମ ଜାତୀୟ ସାମର୍ଥ୍ୟ ବିକାଶ କାର୍ଯ୍ୟକ୍ରମ ଏମ୍ସ ଭୁବନେଶ୍ୱରରେ ଆୟୋଜିତ

ଭୁବନେଶ୍ୱର, ୦୮/୦୯/୨୦୨୫: ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ମେଡିକାଲ୍‌ ଅକ୍ସିଜେନ୍‌ର ସଫଳ ପରିଚାଳନା ତଥା  ରୋଗୀ ସେବାରେ ଏହାର ସଫଳ ପ୍ରୟୋଗକୁ  ଉନ୍ନତ କରିବା ନିମନ୍ତେ, ଏମ୍‌ସ ଭୁବନେଶ୍ୱର, ହସ୍ପିଟାଲ ପ୍ରଶାସନ ବିଭାଗ ପକ୍ଷରୁ ମେଡିକାଲ ଅକ୍ସିଜେନ ପରିଚାଳନା ଉପରେ ଏକ ଜାତୀୟ