ଅଚ୍ୟୁତ ସାମନ୍ତଙ୍କୁ ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟ ଦ୍ଵାରା ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନର ଜୟପୁରରେ ଥିବା ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି। ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟର ୯ମ ସମାବର୍ତ୍ତନ ଉତ୍ସବ ଅବସରରେ ଆଜି ଶ୍ରୀ

ଜାନୁଆରୀ ୮ରୁ ୧୧ ଚାଲିବ ପର୍ଯ୍ୟନ୍ତ Kalinga Literary Festival

ଭୁବନେଶ୍ୱର : Kalinga Literary Festival (KLF) ବା କଳିଙ୍ଗ ସାହିତ୍ୟ ମହୋତ୍ସବ ଏହାର ଦ୍ୱାଦଶ ସଂସ୍କରଣର ଘୋଷଣା କରିଛି ଯାହା ଆସନ୍ତା ଜାନୁଆରୀ ୮ରୁ ୧୧ ତାରିଖ ୨୦୨୬ ପର୍ଯ୍ୟନ୍ତ ମେ’ଫେୟାର, ଭୁବନେଶ୍ୱରଠାରେ ଆୟୋଜିତ ହେବ । ଓଡିଶାର ଐତିହାସିକ ମନ୍ଦିରମାଳିନୀ ସହରରେ ସ୍ଥାପିତ କେଏଲ୍‌ଏଫ…

ବିଧାନସଭା ଠାରେ ଉତ୍କଳ କେଶରୀ Dr. Harekrushna Mahatabଙ୍କ ଶ୍ରାଦ୍ଧଦିବସ ପାଳିତ

ଭୁବନେଶ୍ୱର, ୦୨/୦୧/୨୦୨୬ ନବଉତ୍କଳର ନିର୍ମାତା ଉତ୍କଳ କେଶରୀ Dr. Harekrushna Mahatabଙ୍କ ବହୁମୁଖୀ ପ୍ରତିଭା ଓ ଅବଦାନ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ତାଙ୍କର ବଳିଷ୍ଠ ନେତୃତ୍ୱ ଓ ତ୍ୟାଗପୂତ ଜୀବନ ଓଡ଼ିଶାକୁ ବି୍ରଟିଶ ଶାସନରୁ ମୁକ୍ତ କରି ଜନମାନସରେ ଏକ ନୂତନ…

ଓଡ଼ିଶା ଡବ୍ଲ୍ୟୁସିଡି ଜିଇଏମ୍ ସ୍ମାର୍ଟଫୋନ୍ ଟେଣ୍ଡର(ବିଡ୍ ନଂ.ଜିଇଏମ୍/୨୦୨୫/ବି/୬୪୭୯୪୯୮-୭୯,୦୩୩ ୟୁନିଟ୍)

ଭୁବନେଶ୍ୱର : ଓଡ଼ିଶା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ସ୍ପେଶାଲ ପର୍ପସ୍ ଟେଲିଫୋନ୍ସ' (ଆଇସିଡିଏସ୍ ପାଇଁ ସ୍ମାର୍ଟଫୋନ୍) – ପୋଷଣ ଅଭିଯାନ (ଭି୨)' ପାଇଁ ଜିଇଏମ୍ ଟେଣ୍ଡର ଆହ୍ୱାନ କରାଯାଇଛି । ୭୯,୦୩୩ ସ୍ମାର୍ଟଫୋନ୍ ପାଇଁ ଜିଇଏମ୍/୨୦୨୫/ବି/୬୪୭୯୪୯୮ ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ନୂଆବର୍ଷ ପାଳନ

ଭୁବନେଶ୍ୱର, : ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ ଭୁବନେଶ୍ୱର ପକ୍ଷରୁ ଗୁରୁବାର ହସ୍ପିଟାଲ ପରିସରରେ ନୂଆବର୍ଷ ପାଳନ କରାଯାଇଛି । ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ପରିବାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଶିକ୍ଷାନୁଷ୍ଠାନର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ରଙ୍କ…

ସୋଆ ଆଇଡିଏସ୍ ରେ ନୂତନ ବର୍ଷରେ ହ୍ୱାଇଟ କୋଟ ଶପଥ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍‌ସେସ୍ (ଆଇଡିଏସ୍‌) ପକ୍ଷରୁ ଗୁରୁବାର ନୂଆବର୍ଷ ପାଳନ ସହ White COAT ନୂଆବର୍ଷ ଶପଥ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ସହ ଆସିଷ୍ଟାଂଟ ପ୍ରଫେସର…

AI ଭିଡିଓ ଫିଲ୍ମ ମାଧ୍ୟମରେ ସଂସ୍କୃତି ପ୍ରଚାର

ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଦ୍ଵାରା ଗୁରୁ କେଲୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପରିସରେ ଅବସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ୦୧.୦୧.୨୦୨୬ ତାରିଖରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଜାଗରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ଏହି ଅବସରରେ ସାଧାରଣ ଭକ୍ତ ତଥା ଅନୁଷ୍ଠାନର ସଦସ୍ୟ…

ନିଯୁକ୍ତି ସୃଷ୍ଟିରେ ଡିଏନ ଗ୍ରୁପର ନୂଆ ପଦକ୍ଷେପ

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଆସନ୍ତା ୩ବର୍ଷ ମଧ୍ୟରେ ଏହାର ବ୍ୟବସାୟକୁ ରାଜ୍ୟ ତଥା ଦେଶର ବିଭିନ୍ନ ସହରକୁ ସଂପ୍ରସାରିତ କରି ରାଜ୍ୟବାସୀଙ୍କ ପାଇଁ ପାଂଚ ହଜାରରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି କରିବା ନିମନ୍ତେ ଯୋଜନା ପ୍ରସ୍ତୁତି କରିଛି । ବିଶିଷ୍ଟ…

ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ‘MAHI’ – ଏକ ନୂଆ ସ୍ୱାସ୍ଥ୍ୟ ସଚେତନତା ପ୍ଲାଟଫର୍ମ ଶୁଭାରମ୍ଭ

Manipal Hospital Bhubaneswar, a unit of one of India’s leading healthcare networks, Manipal Hospitals Group, announced the launch of MAHI (Manipal Hospitals Healthy India), its new retail-focused preventive health and wellness platform, in…

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଲକ୍ଷ୍ୟଭିତ୍ତିକ ନେତୃତ୍ୱକୁ କୃତଜ୍ଞତା ଓ ସମ୍ମାନ ଉତ୍ସର୍ଗୀକୃତ ଓ ବୃତ୍ତିଗତ…

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଗାମୀ ଡିସେମ୍ୱର ୩୧ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କର ଦୀର୍ଘ ଦେଢ ବର୍ଷର ମୁଖ୍ୟ ଶାସନ ସଚିବ ସମୟର କାର୍ଯ୍ୟାବଳୀ, ପୂର୍ବରୁ ପ୍ରଶାସନିକ ସେବାରେ ଭାରତ ସରକାରଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲା