ଜୀବିକା ନିର୍ବାହ, ବୟନ ପରିବର୍ତନ: କିପରି ବେଦାନ୍ତ ଝାରସୁଗୁଡା ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ ଜୀବନ ଗଠନରେ ସାହାଯ୍ୟ…

ପଶ୍ଚିମ ଓଡ଼ିଶାର ଗ୍ରାମାଂଚଳରେ, ପ୍ରାଚୀନ ପରମ୍ପରା ଏବଂ ନିପୁଣ କାରିଗରୀ ଦୀର୍ଘକାଳ ଧରି ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଯାଇଛି। ସମ୍ବଲପୁରୀ ହସ୍ତତନ୍ତର ସ୍ପନ୍ଦନଶୀଳ ଢାଂଚାଠାରୁ ଟେରାକୋଟା କଳାର ମାଟିର ସୁନ୍ଦରତା ପର୍ଯ୍ୟନ୍ତ, ଏହି ସାଂସ୍କୃତିକ ଅଭିବ୍ୟକ୍ତିଗୁଡ଼ିକ ପିଢ଼ି ପରେ ପିଢ଼ି

ସୋଆ ବିଶ୍ୱବିଦ୍ୟାଳୟରେ ର‌୍ୟାଗିଂ ବିରୋଧୀ ସପ୍ତାହ ପାଳିତ

ଭୁବନେଶ୍ୱର, ଅଗଷ୍ଟ ୨୧: ନିକଟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟରେ ର‌୍ୟାଗିଂ ବିରୋଧୀ ସପ୍ତାହ ପାଳନ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ପରିଚାଳିତ ସମସ୍ତ ଶିକ୍ଷାନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟ ସ୍ତରରେ ଅଗଷ୍ଟ ୧୨ ରୁ ୧୮ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ

ରାଜ୍ୟରେ ସ୍ୱାସ୍ଥ୍ୟସେବା ନବସୃଜନକୁ ବୃଦ୍ଧି ଲକ୍ଷ୍ୟରେ ଏମ୍ସ ଭୁବନେଶ୍ୱର, କିଟ୍-ଟିବିଆଇ ଏବଂ ବିସିକେଆଇସି ଫାଉଣ୍ଡେସନ୍…

ଭୁବନେଶ୍ୱର, ୨୧/୦୮/୨୦୨୫: ସ୍ୱାସ୍ଥ୍ୟସେବା ନବସୃଜନକୁ ଆଗକୁ ବଢାଇବା ଏବଂ କ୍ଲିନିକାଲ୍ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ ସ୍ୱରୂପ, ଏମ୍ସ ଭୁବନେଶ୍ୱର ଆଜି କିଟ୍-ଟେକ୍ନୋଲୋଜି ବିଜନେସ ଇନକ୍ୟୁବେଟର (କିଟ୍-ଟିବିଆଇ) ଏବଂ ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି ଘୋଷଣା, ଆବେଦନ କରିବାର ଶେଷ ତାରିଖ ୪ ଅକ୍ଟୋବର, ୨୦୨୫

ସ୍ନାତକ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ସ୍ନାତକୋତ୍ତର ପାଇଁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମୁମ୍ବାଇ, ୨୧ ଅଗଷ୍ଟ, ୨୦୨୫:ରିଲାଏନ୍ସ ଫାଉଣ୍ଡେସନର ବାର୍ଷିକ ଛାତ୍ରବୃତ୍ତି ପାଇଁ ଆବେଦନ ଆରମ୍ଭ ହୋଇଛି। ରିଲାଏନ୍ସ ଫାଉଣ୍ଡେସନ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ୫୧୦୦

ଓଡ଼ିଶା ରାଜସ୍ୱ ସେବା ଅଧିକାରୀମାନଙ୍କ ଧାମରା ପୋର୍ଟ ପରିଦର୍ଶନ

ଧାମରା:  ଓଡ଼ିଶା ସରକାରଙ୍କ ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧିନରେ ପ୍ରଶିକ୍ଷଣ ନେଇଥିବା ୨୦୨୨ ବ୍ୟାଚ୍ର ରାଜସ୍ୱ ଅଧିକାରୀଙ୍କର ୮୩ ଜଣ ଏକ ଦଳ ଧାମରା ପୋର୍ଟ ପରିଦର୍ଶନ କରିଛନ୍ତି । ରାଜସ୍ୱ ଅଧିକାରୀମାନଙ୍କ ସ୍ୱତନ୍ତ୍ର ଦକ୍ଷତା ତାଲିମର ଅଂଶ ଭାବରେ, ରାଜ୍ୟର ପ୍ରମୁଖ

ସ୍ୱାଧୀନତା ଦିବସ ଅବସରରେ ଦେଶର ପ୍ରଗତି ଓ ସମୃଦ୍ଧି କାମନା କରିଛନ୍ତି ଏନଏସଇ ମୁଖ୍ୟ ଆଶିଷ କୁମାର ଚୌହାନ

ଭୁବନେଶ୍ୱର,: ୭୯ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଏନଏସଇ ଏମ୍‌ଡି ଓ ସିଇଓ ଆଶିଷ କୁମାର ଚୌହାନ ଦେଶର ପ୍ରଗତି ଓ ସମୃଦ୍ଧିର କାମନା କରିଛନ୍ତି । ସେ କହିଛନ୍ତି, “ ଚଳିତ ସ୍ୱାଧୀନତା ଦିବସ ଅବସରରେ ଆମେ ଆମ ଦେଶର ପ୍ରଗତିଶୀଳ ଯାତ୍ରାକୁ ରୂପ ଦେଇଥିବା ମୂଲ୍ୟବୋଧ ଓ…

ଦେଶପ୍ରେମର ଅନନ୍ୟ ମହକରେ ଏମ୍ସ ଭୁବନେଶ୍ୱରରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

- ଜାତୀୟ ପତାକା ଉତ୍ତୋଳନ କଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଭୁବନେଶ୍ୱର, ୧୬/୦୮/୨୦୨୫: ଦେଶପ୍ରେମର ଅନନ୍ୟ ମହକରେ ଏମ୍‌ସ ଭୁବନେଶ୍ୱରରେ ପାଳିତ ହୋଇଛି ୭୯ତମ ସ୍ୱାଧୀନତା ଦିବସ। ଏହି ଜାତୀୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ

ଫ୍ୟାଶନ ଫ୍ୟାକ୍ଟ୍ରିର ‘ନୋ କଣ୍ଡିସନ୍ସ ସେଲ୍’

ମୁମ୍ବାଇ, ୧୨ ଅଗଷ୍ଟ ୨୦୨୫: ଫ୍ୟାଶନ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ରିଲାଏନ୍ସ ରିଟେଲ ର ଫ୍ୟାଶନ୍ ଫ୍ୟାକ୍ଟ୍ରି ‘ନୋ କଣ୍ଡିସନ୍ସ ସେଲ୍’ ନେଇଆସିଛି। ଫ୍ୟାଶନ୍ ଡିସକାଉଣ୍ଟର ଏହି ମେଗା ଇଭେଣ୍ଟ ୧୪ ରୁ ୧୭ ଅଗଷ୍ଟ ୨୦୨୫ ଯାଏଁ ଚାଲିବ। ସମସ୍ତ ବଡ଼ ବ୍ରାଣ୍ଡଗୁଡ଼ିକ ଉପରେ ୫୦ ପ୍ରତିଶତର ଏକ ବଡ଼

ଓଡିଶା ଅଭିବୃଦ୍ଧିରେ ଯୋଗ ଦେବା ପାଇଁ ଉଦ୍ୟୋଗୀମାନଙ୍କୁ ଆମନ୍ତ୍ରିତ କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୦ ଅଗଷ୍ଟ ୨୦୨୫:   ଆନ୍ତର୍ଜାତୀୟ ସ୍ତରର ଦୁଇ ଦିନିଆ ଜାତୀୟ ଉଦ୍ୟୋଗିକତା ସମ୍ମିଳନୀ ଟାଇକନ ଭୁବନେଶ୍ୱର ୨୦୨୫ର ଉଦ୍‌ଘାଟନୀ ସଂସ୍କରଣ ଆଜି ଉଦ୍ଭାବନ, ଏଆଇ-ଚାଳିତ ଅଭିବୃଦ୍ଧି ଓ ଆନ୍ତର୍ଜାତୀୟ ସହଭାଗିତା ପ୍ରତି ଦୃଢ ପ୍ରତିବଦ୍ଧତା ସହ ଶେଷ ହୋଇଛି । ଟାଇ ଭୁବନେଶ୍ୱର ଦ୍ୱାରା,…

ଟାଇ ଭୁବନେଶ୍ୱର ପକ୍ଷରୁ ପ୍ରଥମଥର ପାଇଁ ଓଡିଶାରେ ଟାଇକନ ୨୦୨୫ ଆୟୋଜିତ

-ଉଦ୍ୟୋଗୀମାନଙ୍କୁ ସରକାରଙ୍କ ପୂର୍ଣ୍ଣ ସମର୍ଥନର ଆଶ୍ୱାସନା, ନବସୃଜନ ପାଇଁ ଆହ୍ୱାନ ଭୁବନେଶ୍ୱର: ୧୩ ବର୍ଷର ପ୍ରଭାବଶାଳୀ ଉପସ୍ଥିତି ପରେ ଟାଇ ଭୁବନେଶ୍ୱର ପକ୍ଷରୁ ଓଡ଼ିଶାର ରାଜଧାନୀରେ ଏକ ଜାତୀୟ ସ୍ତରୀୟ ଏବଂ ଆନ୍ତର୍ଜାତୀୟ ସ୍ୱୀକୃତିପ୍ରାପ୍ତ ଉଦ୍ୟୋଗିତା ସମ୍ମିଳନୀ, ଟାଇକନ ୨୦୨୫ ଆୟୋଜନ