ଆଦାନୀ ଧାମରା ପୋର୍ଟରେ ପ୍ରଥମ ଷ୍ଟିଲ ସ୍ଲାବ୍ ରେକ୍ ଲୋଡିଂର ଶୁଭାରମ୍ଭ

ଧାମରା, ୦୮.୦୮.୨୦୨୫: ଆଦାନୀ ଧାମରା ପୋର୍ଟ ଷ୍ଟିଲ ସ୍ଲାବ୍ ପରିବହନ ଯୋଗାଣ କ୍ଷେତ୍ରରେ ଐତିହାସିକ ମାଇଲଖୁଣ୍ଟ ହାସଲ କରିପାରିଛି । ଧାମରା ପୋର୍ଟ ପକ୍ଷରୁ ପ୍ରଥମଥର ପାଇଁ ଷ୍ଟିଲ ସ୍ଲାବ୍ ଟ୍ରେନ ମାଧ୍ୟମରେ ଲୋଡିଂର ଶୁଭାରମ୍ଭ କରାଯାଇଛି । ପ୍ରଥମଥର ପାଇଁ ଅଗଷ୍ଟ ୩ ତାରିଖରେ ଏମ୍ଭି ଏଚ୍ଟିକେ

ଶ୍ରେଷ୍ଠ ସେବା ଓ ଉନ୍ନତ ଅନୁଭୂତି ପାଇଁ ସ୍କୋଡା ଅଟୋ ଭୁବନେଶ୍ୱରରେ ଖୋଲିଲା ଦୁଇଟି ନୂତନ ସୁବିଧା

ପୂର୍ବାଞ୍ଚଳ ବଜାର ଉଦ୍ଦେଶ୍ୟରେ ଏହି ଗତିଶୀଳ ପଦକ୍ଷେପ ଭୁବନେଶ୍ୱର, ୦୮ ଅଗଷ୍ଟ ୨୦୨୫ – ଭାରତରେ ଗ୍ରାହକ ସମ୍ମୁଖୀନ ନେଟୱାର୍କ ପ୍ରସାରଣ କାର୍ଯ୍ୟଯୋଜନାର ଅଂଶ ଭାବେ, ସ୍କୋଡା ଅଟୋ ଇଣ୍ଡିଆ ଏବେ ଭୁବନେଶ୍ୱରରେ ଏମ୍ପ୍ରିଓ ଆଲାଏଡ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ଦୁଇଟି ନୂତନ

ଫୋନପେ’ର ଇଣ୍ଡସ୍ ଆପଷ୍ଟୋର ଏବଂ ଆଲକାଟେଲ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା

ଭୁବନେଶ୍ୱର: ଇଣ୍ଡସ୍ ଆପଷ୍ଟୋର ପକ୍ଷରୁ ଆଲକାଟେଲ୍ ସହିତ ଏକ ଗୁରୁତ୍ୱପୂ୍‌ର୍ଣ୍ଣ ସହଯୋଗିତା ଘୋଷଣା କରାଯାଇଛି । ଏହି ଦୀର୍ଘମିଆଦି ଭାଗିଦାରୀ ଅନ୍ତର୍ଗତ ଇଣ୍ଡସ୍ ଆପଷ୍ଟୋର ଭାରତର ସମସ୍ତ ଆଲକାଟେଲ୍ ସ୍ମାର୍ଟଫୋନରେ ଏକ ପ୍ରି-ଇନ୍‌ଷ୍ଟଲ୍ ଆପ୍ ଷ୍ଟୋର ଭାବେ ଉପଲବ୍ଧ ହେବ । ଫୋନପେ’ସ ଇଣ୍ଡସ୍…

ଭୁବନେଶ୍ୱରରେ ଅଗଷ୍ଟ ୯ ଓ ୧୦ ତାରିଖରେ ଆୟୋଜିତ ହେବ ପ୍ରଥମ ଟାଇକନ ୨୦୨୫

ଭୁବନେଶ୍ୱର:  ଓଡିଶାରେ ୧୩ ବର୍ଷର ପ୍ରଭାବଶାଳୀ ଉପସ୍ଥିତି ପରେ ଟାଇ (ଟିଆଇଇ) ଭୁବନେଶ୍ୱର ଆସନ୍ତା ଅଗଷ୍ଟ ୯ ଓ ୧୦ ତାରିଖ, ୨୦୨୫ରେ ଭୁବନେଶ୍ୱରରେ ଆନ୍ତର୍ଜାତୀୟ ସ୍ୱୀକୃତି ସହିତ ଏକ ଜାତୀୟସ୍ତରୀୟ ଉଦ୍ୟୋଗିକତା ସମ୍ମିଳନୀ ଟାଇକନ ୨୦୨୫ର ଆୟୋଜନ କରିବା ପାଇଁ ପ୍ରସ୍ତୁତ ହୋଇଛି । ଏହି…

ଏସୀୟ ଜୁନିଅର ଉସୁ ଚାମ୍ପିଅନସିପ ବ୍ରୋଞ୍ଜ ବିଜେତା ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଶ୍ୱେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର, ୦୪/୦୮/୨୦୨୫: ଚୀନରେ ଆୟୋଜିତ ଦ୍ୱାଦଶ ଏସୀୟ ଜୁନିଅର ଉସୁ ଚାମ୍ପିଅନସିପରେ ଚମତ୍କାର ପ୍ରଦର୍ଶନ କରିବା ସହ ୪୮ କେଜି ବର୍ଗରେ ବ୍ରୋଞ୍ଜ ମେଡାଲ ଜିତି ଦେଶ ପାଇଁ ଗୌରବ ଆଣିଥିବା ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲର ଶ୍ୱେତାରାଣୀ ମହାନ୍ତଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ

ଏମ୍ସ ଭୁବନେଶ୍ୱରରେ ଐତିହାସିକ ୟରୋସ୍କୋପିଆ ୨୦୨୫ ଆୟୋଜିତ

ୟୁରୋଲୋଜୀ କ୍ଷେତ୍ରରେ ରାଜ୍ୟରେ ଉନ୍ନତ ଲାପାରୋସ୍କୋପିକ୍ ଏବଂ ରେଟ୍ରୋପେରିଟୋନୋସ୍କୋପିକ୍ ପଦ୍ଧତିରେ ଅସ୍ତ୍ରୋପଚାରକୁ ନେଇ ପ୍ରଥମ ଅନନ୍ୟ କର୍ମଶାଳା ଶୀଘ୍ର ଆରୋଗ୍ୟ ଏବଂ ଉନ୍ନତ କ୍ଲିନିକାଲ୍ ଫଳାଫଳ ପ୍ରଦାନ ନିମନ୍ତେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ବିଶେଷଜ୍ଞଙ୍କ ଗୁରୁତ୍ୱାରୋପ

ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ୮ମ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ ୨୦୨୫ ପାଳିତ

ଭୁବନେଶ୍ୱର: ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲୁଟିସି) ଭୁବନେଶ୍ୱର ହୋଟେଲ ସ୍ୱସ୍ତି ପ୍ରିମିୟମରେ ୮ମ ବିଶ୍ୱ ବାଣିଜ୍ୟ ଦିବସ ଏବଂ ବାର୍ଷିକ ସଦସ୍ୟ ସମ୍ମିଳନୀ ୨୦୨୫ ସଫଳତାର ସହିତ ଆୟୋଜନ କରିଛି। ବିଶ୍ୱ ବାଣିଜ୍ୟ ସପ୍ତାହର ବିଶ୍ୱବ୍ୟାପୀ ଆୟୋଜନ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଶିଳ୍ପପତି,…

ଓଡ଼ିଶାରେ ଜିଓର ଦବଦବା: ଜୁନ୍ ମାସରେ ଯୋଡ଼ିଛି ସର୍ବାଧିକ ନୂତନ ଗ୍ରାହକ -ଟ୍ରାଇ ତଥ୍ୟ

- ଜୁନ୍ ମାସରେ ଓଡ଼ିଶାରେ ୯୭ ହଜାରରୁ ଅଧିକ ନୂତନ ମୋବାଇଲ୍ ଗ୍ରାହକ ଏବଂ ୨୧ ହଜାରରୁ ଅଧିକ ନୂତନ ଜିଓଫାଇବର ଓ ଜିଓଏୟାରଫାଇବର ଗ୍ରାହକ ଜିଓ ନେଟୱାର୍କରେ ଯୋଡି ହୋଇଛନ୍ତି- ଜୁନ ଶେଷ ସୁଦ୍ଧା ଓଡ଼ିଶାରେ ଜିଓର ୧.୬୩ କୋଟିରୁ ଅଧିକ ମୋବାଇଲ୍ ଗ୍ରାହକ, ୩.୪ ଲକ୍ଷରୁ ଅଧିକ ଜିଓଫାଇବର ଏବଂ ୧.୯୪

ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଠାରେ ଜଟିଳ ଆଞ୍ଜିଓପ୍ଲାଷ୍ଟି ଓ ଆଧୁନିକ ଇମେଜିଂ ପ୍ରଯୁକ୍ତି ଉପରେ ଶିକ୍ଷାମୂଳକ…

ଭୁବନେଶ୍ବର : ଓଡ଼ିଶାର ଲୋକପ୍ରିୟ ମଲଟିସ୍ପେଶାଲିଟି ହସ୍ପିଟାଲ ଖଣ୍ଡଗିରି ସ୍ଥିତ ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଦ୍ୱାରା ଜଟିଳ ହୃଦ୍‌‌ରୋଗ ଚିକିତ୍ସା, ବିଶେଷକରି ଆଞ୍ଜିଓପ୍ଲାଷ୍ଟି ଓ ଆଧୁନିକ ଇମେଜିଂ ପ୍ରଯୁକ୍ତି ବିଷୟରେ ଏକ ଶିକ୍ଷାମୂଳକ କର୍ମଶାଳା ବା CME ଆୟୋଜନ କରାଯାଇଥିଲା। ଏଥିରେ

କ୍ରେଡାଇ ପକ୍ଷରୁ ଭୁବନେଶ୍ୱରରେ ସାଧାରଣ ପରିଷଦ ବୈଠକ ୨୦୨୫ ଆୟୋଜିତ

ଭୁବନେଶ୍ୱର:  ଓଡିଶାର ରିଅଲ ଇଷ୍ଟେଟ କ୍ଷେତ୍ର ପାଇଁ ଏକ ବଡ ସଫଳତାକୁ ଚିହ୍ନିତ କରି କନ୍‌ଫେଡେରେଶନ ଅଫ୍ ରିଅଲ ଇଷ୍ଟେଟ ଡେଭ୍‌ଲପର୍ସ ଆସୋସିଏଶନ୍ସ ଅଫ୍ ଇଣ୍ଡିଆ (କ୍ରେଡାଇ) ପକ୍ଷରୁ ଭୁବନେଶ୍ୱରରେ ଏହାର ଏକ୍ସଟ୍ରାଅଡିନାରୀ ଜେନେରାଲ ମିଟିଂ (ଇଜିଏମ) ୨୦୨୫ର ଆୟୋଜନ କରାଯାଇଛି । ଦୀଘ ୯ ବର୍ଷ…