ଦୂରଦର୍ଶିନୀ ଡିଜିଟାଲ ପକ୍ଷରୁ ‘ରାଧାରାଣୀ’ ଉନ୍ମୋଚିତ

ଭୁବନେଶ୍ୱର:  ନୀଳାଦ୍ରି ବିଜେ ପାଳନ ଅବସରରେ ଦୂରଦର୍ଶିନୀ ଡିଜିଟାଲ ଏହାର ନୂତନ ସଙ୍ଗୀତ ପ୍ରଯୋଜନା ‘ରାଧାରାଣୀ’ର ଗ୍ରାଣ୍ଡ ପ୍ରେମିୟର ଘୋଷଣା କରିଛି । ‘ରାଧାରାଣୀ’ ହେଉଛି ଭଗବାନ ଶ୍ରୀକୃଷ୍ଣ ଓ ରାଧାଙ୍କ ଦିବ୍ୟ ପ୍ରେମ ପ୍ରତି ଏକ ଦୃଶ୍ୟାତ୍ମକ ଓ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି । ଏହି ମ୍ୟୁଜିକ…

ପୁରୀ ଧାମର ଅକୁହା କାହାଣୀଗୁଡ଼ିକ ଉପରେ ଏଆଇ ଜେନେରେଟେଡ ମ୍ୟୁଜିକ ଭିଡିଓ ‘ଜଗା କଥା’ ଉନ୍ମୋଚିତ

ଭୁବନେଶ୍ୱର : ଟେକ୍ନୋଲୋଜି ଓ ପରମ୍ପରାର ଏକ ଉଲ୍ଲେଖନୀୟ ମିଶ୍ରଣରେ ଓଡିଶା-ଭିତିକ ଡିପ୍‌-ଟେକ ଷ୍ଟାର୍ଟଅପ ଜେଡଟପ ଆଇଓଟି ସଲ୍ୟୁଶନ୍ସ ପ୍ରାଇଭେଟ ଲିମିଟେଡ ଏହାର ନୂତନ ସାଂସ୍କୃତିକ ପଦକ୍ଷେପ ଜଗା କଥା’ର ଉନ୍ମୋଚନ କରିଛି । ଏହା ହେଉଛି ଏକ ଏଆଇ-ଜେନେରେଟେଡ ମ୍ୟୁଜିକ ଭିଡିଓ ଯାହା ପୁରୀ ଧାମ ଓ…

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା ସମ୍ପନ୍ନ

ନୂଆଦିଲ୍ଲୀ, ତା ୦୬.୦୭. ରିଖ ; ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିରଠାରେ ୪୭ତମ ପବିତ୍ର ବାହୁଡା଼ ଯାତ୍ରା ପର୍ବ ଆଧ୍ୟାତ୍ମିକ ଉତ୍ସ୍ୱାସ ଓ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ଉପଲକ୍ଷେ ବଢ଼ି ଭୋରରୁ ମୁଖ୍ୟ ମନ୍ଦିରର…

ଆମେରିକାର ଡାଲାସରେ ୫୬ତମ OSA ବାର୍ଷିକ ସମ୍ମିଳନୀରେ ବିଶିଷ୍ଟ ବୈଜ୍ଞାନିକ ଏବଂ ସମାଜସେବୀ ଡକ୍ଟର ଏସ.କେ. ଦାଶଙ୍କ…

ଭୁବନେଶ୍ବର :  ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନଙ୍କର ସର୍ବବୃହତ ଏବଂ ସଂରଚିତ ସଂଗଠନ, ଓଡ଼ିଶା ସୋସାଇଟି ଅଫ୍ ଦି ଆମେରିକା (OSA) ଆମେରିକାର ଟେକ୍ସାସର ଡାଲାସରେ ଏହାର 56ତମ ବାର୍ଷିକ ସମ୍ମିଳନୀ ଆୟୋଜନ କରି ଏକ ଐତିହାସିକ ମାଇଲଖୁଣ୍ଟ ସୃଷ୍ଟି କରିଛି। ଏହି ବର୍ଷର ସମ୍ମିଳନୀରେ ଭାରତ

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପଦକ୍ଷେପଗୁଡ଼ିକୁ ଉତ୍ତର ପ୍ରଦେଶ ସରକାର ପଦାଧିକାରୀମାନଙ୍କ ଦ୍ଵାରା ପ୍ରଶଂସିତ

ଭୁବନେଶ୍ବର : ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ଏକ ପ୍ରତିନିଧି ଦଳ ୪ ଦିନିଆ ଓଡ଼ିଶା ଗସ୍ତ କରିଛନ୍ତି । ଏହି ପ୍ରତିନିଧିମାନେ ଓଡ଼ିଶା ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ପଦକ୍ଷେପଗୁଡ଼ିକୁ  ଉଚ୍ଚ ପ୍ରଶଂସା  କରିଛନ୍ତି । ଏହି ପ୍ରତିନିଧି ପଦାଧିକାରୀଙ୍କ ମଧ୍ୟରେ ରହିଛନ୍ତି ଉତ୍ତର

ଘୋଷଯାତ୍ରାରେ ଆଦାନୀ ଗ୍ରୁପର ପରିବେଶ ଅନୁକୂଳ ପ୍ରସାଦ ସେବା ବିତରଣ

ପୁରୀ, ୦୫.୦୭.୨୦୨୫: ଆଦାନୀ ଗ୍ରୁପ ଏବଂ ଇସ୍କନ ପକ୍ଷରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ପ୍ରସାଦ ସେବା କେବଳ ସେବା ନୁହେଁ, ବରଂ ମହାପ୍ରଭୁଙ୍କୁ ସମର୍ପିତ ଏକ ଭକ୍ତିପୂତ ମହାର୍ଘ୍ୟ । ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଚେତନା ମଧ୍ୟରେ ପରିବେଶ ସନ୍ତୁଳନକୁ ବଜାୟ ରଖି ନୀରବ ବିପ୍ଳବ ଭାବେ

ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ କ୍ରିଟିକାଲ କେୟାର ଏବଂ ଜରୁରୀ କାଳୀନ ଚିକିତ୍ସା ସମ୍ପର୍କରେ ସଚେତନତା

ଭୁବନେଶ୍ୱର , July-02:   ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଆରମ୍ଭ କରାଯାଇଛି ଏକ ଜନ ସଚେତନତା ଅଭିଯାନ । ଯାହାର ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କୁ କ୍ରିଟିକାଲ କେୟାର ଏବଂ ଜରୁରୀ କାଳୀନ ଚିକିତ୍ସା ସମ୍ପର୍କରେ ସଚେତନତା ସୃଷ୍ଟି କରିବା । ଜୀବନର ସେହି ଗୁରୁତ୍ୱପୂର୍ଣ୍ଣ ମୁହୁର୍ତ୍ତ 

ବାଲେଶ୍ୱରର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ବାଲେଶ୍ୱର, ୩.୦୭.୨୦୨୫ : ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବାଲେଶ୍ୱରର ବିଭିନ୍ନ ବନ୍ୟାଜଳ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ଲୋକପ୍ରତିନିଧିଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ପ୍ରଥମେ ଆକାଶମର୍ଗରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ବୁଲି

ଡାଲମିଆ ଭାରତ ପକ୍ଷରୁ ୨୦୨୫ ରଥଯାତ୍ରାରେ ଡିଏସପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନର ୪ର୍ଥ ସଂସ୍କରଣ ପାଳନ

ପୁରୀ :  ଭାରତର ପ୍ରମୁଖ ସିମେଂଟ ଉତ୍ପାଦନକାରୀ ଡାଲମିଆ ଭାରତ ଲିମିଟେଡ (ଡିବିଏଲ) ପକ୍ଷରୁ ଡିଏସପି ଏକ୍ସପର୍ଟ ରଥ ଶିଳ୍ପକାର ସମ୍ମାନର ୪ର୍ଥ ସଂସ୍କରଣ ପାଳନ କରାଯାଇଛି । ଜୁନ ୨୭ ତାରିଖରୁ ଜୁଲାଇ ୫ ତାରିଖ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ରଥଯାତ୍ରା ସମୟରେ ଆୟୋଜିତ ଏହି

ପୁରୀ ରଥଯାତ୍ରାରେ ଗୌତମ ଆଦାନୀଙ୍କ ନୀରବ ସେବା

ପୁରୀ, ୩.୦୭.୨୦୨୫: ଚଳିତ ବର୍ଷ ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ‘ପ୍ରସାଦ ସେବା’ ଶ୍ରଦ୍ଧାଳୁଙ୍କ ମନରେ ଧାର୍ମିକ ଚେତନା ଜାଗ୍ରତ କରିଛି । ‘ଜୟ ଜଗନ୍ନାଥ’ ଧ୍ୱନି ସହିତ ଶ୍ରୀ ଆଦାନୀ ଇସ୍କନ ରୋଷଶାଳାରେ ସ୍ୱେଚ୍ଛାକୃତ ଭାବେ ପ୍ରସାଦ