India AI Impact Summit 2026 : ‘ଏଆଇ ସଖୀ’ କାର୍ଯ୍ୟକ୍ରମରେ ଓଡ଼ିଶାର ୩୧୫ ମହିଳା ସାମିଲ
ଭୁବନେଶ୍ୱର, ୧୭.୦୨.୨୦୨୬: ଟାଟା ଷ୍ଟିଲ୍ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬’ (India AI Impact Summit 2026) ଅନ୍ତର୍ଗତ ‘ଏଆଇ ସଖୀ’(AI सखी) ଇମର୍ସନ କାର୍ୟ୍ୟକ୍ରମରେ ୬୦୦ରୁ ଅଧିକ ମହିଳା ସାମିଲ…