ରାଜଧାନୀରେ ଗାଡ଼ି ପାର୍କିଂ ସମୟରେ ହୁସିଆର! ଜନଗହଳି ସ୍ଥାନରେ ମାତିଛନ୍ତି ଚୋର

Spread the love

ଭୁବନେଶ୍ଵର,୦୫/୦୨:ରାଜଧାନୀରେ ମାତିଛନ୍ତି ଗାଡ଼ି ଚୋର । ଜନଗହଳିପୂର୍ଣ୍ଣ ସ୍ଥାନରେ ଗାଡି ପାର୍କ କରୁଥିଲେ ହୁସିଆର । ଚତୁରତାର ସହ ଜନଗହଳିପୂର୍ଣ୍ଣ ସ୍ଥାନରୁ ଚୋରି କରୁଛନ୍ତି ଗାଡ଼ି । ଭୁବନେଶ୍ବର କ୍ୟାପିଟାଲ ଥାନା ବାପୁଜୀନଗରରୁ ଆସିଲା ବାଇକ ଚୋରିର ଦୃଶ୍ୟ । ଦିନ ଦ୍ବିପ୍ରହରେ ଗାଡି ନେଇ ଚମ୍ପଟ ମାରୁଛନ୍ତି । ଲୁଟ୍ ପଛରେ ଏକ ଗ୍ୟାଙ୍ଗ ଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ ।


Spread the love

Leave A Reply

Your email address will not be published.