Browsing Category
Audio
ସୋନିର ନୂଆ କମ୍ପାକ୍ଟ ଓୟାରଲେସ୍ ସ୍ପିକର ଏସ୍ଆର୍ଏସ୍-ଏକ୍ସବି୧୦୦ ଉନ୍ମୋଚିତ
ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ କ୍ଷୁଦ୍ର ଓୟାରଲେସ୍ ସ୍ପିକର ଏସ୍ଆର୍ଏସ୍-ଏକ୍ସବି୧୦୦କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ରହିଛି ଶକ୍ତିଶାଳୀ ଓ ସ୍ପଷ୍ଟ ସାଉଣ୍ଡ୍ । କୌଣସି ପାର୍ଟିକୁ ଉପଭୋଗ କରିବା ସମୟରେ କିମ୍ବା ନିଜ ପସନ୍ଦର ସିନେମା ଓ ଟିଭି ସୋ’କୁ ଦେଖିବା ବେଳେ ଏହି ସ୍ପିକର ଶ୍ରବଣ!-->…