Browsing Category
Business
ଇଣ୍ଡିଆ ଆକ୍ସିସ୍ ବ୍ୟାଙ୍କ ଏବଂ ଗୁଗୁଲ୍ ପେ’ ପକ୍ଷରୁ ଫ୍ଲେକ୍ସର ଶୁଭାରମ୍ଭ
ଏହି ଅଫର୍ ଅନ୍ତର୍ଗତ ପ୍ରଥମ କାର୍ଡ;କ୍ସ ଗୁଗୁଲ୍ ପେ’ ଫ୍ଲେଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହିତ ଫ୍ଲେକ୍ସର ଶୁଭାରମ୍ଭ
ଭୁବନେଶ୍ୱର: (Axis Bank) ଆକ୍ସିସ୍ ବ୍ୟାଙ୍କ ଏବଂ (Googlepay)ଗୁଗୁଲ୍ ଆଜି ଗୁଗୁଲ୍ ପେ’ ଫ୍ଲେକ୍ସ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡର(Googlepay!-->!-->!-->…
ଇରେଡ଼ା ପକ୍ଷରୁ ସମସ୍ତ କର୍ମଚାରୀଙ୍କ ପାଇଁ ପ୍ରତିରୋଧୀ ସ୍ୱାସ୍ଥ୍ୟ ଯାଞ୍ଚ
ଭୁବନେଶ୍ବର: ଭାରତୀୟ ନବୀକରଣୀୟ ଶକ୍ତି ବିକାଶ ସଂସ୍ଥା ଲିମିଟେଡ୍ IREDA(ଇରେଡ଼ା) ନୂଆଦିଲ୍ଲୀସ୍ଥିତ ଏହାର ପଞ୍ଜିକୃତ କାର୍ଯ୍ୟାଳୟ ଏବଂ ବ୍ୟବସାୟ କେନ୍ଦ୍ରରେ ସମସ୍ତ କର୍ମଚାରୀଙ୍କ ପାଇଁ ଏକ ବ୍ୟାପକ ପ୍ରତିରୋଧୀ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜନ କରିଛି। ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ଏବଂ…
ଏସବିଆଇ ଲାଇଫ୍ ପକ୍ଷରୁ ‘ଏସବିଆଇ ଲାଇଫ୍ – ସ୍ମାର୍ଟ ପ୍ଲାଟିନା ଆଡଭାଣ୍ଟେଜ୍’ର ଶୁଭାରମ୍ଭ
- ‘ଏସବିଆଇ ଲାଇଫ୍ - ସ୍ମାର୍ଟ ପ୍ଲାଟିନା ଆଡଭାଣ୍ଟେଜ୍’ ନିଶ୍ଚିତ, ଦୀର୍ଘକାଳୀନ ସଞ୍ଚୟ ଏବଂ ସୁରକ୍ଷା ସହିତ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଆର୍ôଥକ ଆବଶ୍ୟକତାକୁ ସହଜରେ ପୂରଣ କରିବା ପାଇଁ ପ୍ରସ୍ତୁତ
ଭୁବନେଶ୍ୱର : ଆଜିର ଦ୍ରୁତ-ପରିବର୍ତ୍ତନଶୀଳ ଜୀବନଶୈଳୀରେ - ଯେଉଁଠାରେ…
ଶୀତକାଳୀନ ଦାନ୍ତ ଯତ୍ନ ପାଇଁ ଆପଣଙ୍କ ଗାଇଡ୍ : ଡା. ସୋନିଆ ଦତ୍ତ, MDS, PhD, ପ୍ରୋଫେସର, ପବ୍ଲିକ୍ ହେଲ୍ଥ…
ଶୀତକାଳରେ ମୁଖ ସ୍ୱାସ୍ଥ୍ୟକୁ ମଜବୁତ କରିବା ପାଇଁ Dabur Red ପରି ଆୟୁର୍ବେଦିକ ଟୁଥପେଷ୍ଟ ବ୍ୟବହାର କରିବା ଉଚିତ।
ଭୁବନେଶ୍ୱର: ଶୀତକାଳ ଆମ ଦାନ୍ତ ଓ ମୁଖ ସ୍ୱାସ୍ଥ୍ୟ ଉପରେ ଗୁପ୍ତ ପ୍ରଭାବ ପକାଏ। ଏ ସମୟରେ ଦାନ୍ତର ସେନ୍ସିଟିଭିଟି ବଢ଼ିଯାଏ, ମୁଖ ଶୁଖିଲା ଲାଗେ ଓ ମସୁଡ଼ା ସହଜରେ ଜ୍ୱଳନଶୀଳ…
ଅଶୋକ ଲେ’ଲ୍ୟାଣ୍ଡ ଲକ୍ଷ୍ନୌରେ କ୍ଲିନ୍ ମୋବିଲିଟି ଉପରେ କେନ୍ଦ୍ରିତ ଗ୍ରୀନଫିଲ୍ଡ କାରଖାନା ଉଦଘାଟିତ
ଭୁବନେଶ୍ୱର : ହିନ୍ଦୁଜା ଗ୍ରୁପର ଭାରତୀୟ ପ୍ରମୁଖ ଏବଂ ଦେଶର ଅଗ୍ରଣୀ ବାଣିଜ୍ୟିକ ଯାନ ନିର୍ମାତା ଅଶୋକ ଲେ’ଲ୍ୟାଣ୍ଡ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏହାର ନୂତନତମ, ସମନ୍ୱିତ ବାଣିଜ୍ୟିକ ଯାନ କାରଖାନାର ଉଦଘାଟନ କରିଛି, ଯାହା ପରିବେଶ ଅନୁକୂଳ ପରିବହନ ଉପରେ କେନ୍ଦ୍ରିତ ରହିଛି। ଏହି ପ୍ଲାଣ୍ଟର…
ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଗୁଜୁରାଟରେ ରିଲାଏନ୍ସର ନିବେଶ ୩.୫ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି ପାଇ ୭ ଲକ୍ଷ କୋଟି…
ରାଜକୋଟ (ଗୁଜରାଟ): ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗୁଜରାଟ ପାଇଁ ଏକ ପ୍ରମୁଖ ପୁଞ୍ଜିନିବେଶ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ରାଜକୋଟରେ ବାଣିଜ୍ୟ ପ୍ରଦର୍ଶନୀର ଉଦଘାଟନ ଅବସରରେ!-->…
ସୂକ୍ଷ୍ମ ଏବଂ କ୍ଷୁଦ୍ର ବ୍ୟବସାୟକୁ ସଶକ୍ତ କରିବା ଲକ୍ଷ୍ୟରେ ଆକ୍ସିସ୍ ଫାଇନାନ୍ସ ପକ୍ଷରୁ ‘ବ୍ୟାପାର ବିଜନେସ୍…
ଭୁବନେଶ୍ୱର : ଭାରତର ଦ୍ରୁତତମ ବୃଦ୍ଧି ପାଉଥିବା ଅଣ-ବ୍ୟାଙ୍କିଙ୍ଗ ଆର୍ôଥକ କମ୍ପାନୀ (ଏନବିଏଫସି) ମଧ୍ୟରୁ ଗୋଟିଏ, ଆକ୍ସିସ୍ ଫାଇନାନ୍ସ ଲିମିଟେଡ୍ (ଏଏଫଏଲ୍), ଆଜି ‘ଆକ୍ସିସ୍ ଫାଇନାନ୍ସ ବ୍ୟାପାର ବିଜନେସ୍ ଲୋନ୍' ଶୁଭାରମ୍ଭ ଘୋଷଣା କରିଛି - ଏହା ଭାରତର ଅର୍ଦ୍ଧ-ସହରୀ ଏବଂ ଗ୍ରାମୀଣ…
ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ମାଇନ ଡାଇମଣ୍ଡ ଫେଷ୍ଟିଭାଲ ଘୋଷଣା, ହୀରା ମୂଲ୍ୟରେ ୩୦% ପର୍ଯ୍ୟନ୍ତ ରିହାତି
ଭୁବନେଶ୍ୱର: ଭାରତରେ ହୀରା ଗହଣା କ୍ରୟ ମାନସିକତାରେ ସ୍ପଷ୍ଟ ପରିବର୍ତ୍ତନ ହୋଇଛି। ପାରମ୍ପରିକ ଭାବେ ବିବାହ କିମ୍ବା ବଡ଼ ପାରିବାରିକ ଉତ୍ସବ ସହ ଏହା ଜଡ଼ିତ ଥିଲା। ଏବେ କିନ୍ତୁ ଜୀବନର ଗୁରୁତ୍ୱପୂର୍ଣ୍ଣ ମୂହୁର୍ତ୍ତକୁ ପାଳନ କରିବା, ବିବାହ ବାର୍ଷିକୀ, କ୍ୟାରିୟରରେ ସଫଳତା, ନିଜ ପାଇଁ କ୍ରୟ ଓ…
ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଦିଶା’ ସମାବର୍ତ୍ତନ ଉତ୍ସବ
ବ୍ରହ୍ମପୁର, ୯.୦୧.୨୦୨୬: ଗ୍ରାମାଞ୍ଚଳର ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ମଧ୍ୟରେ ନେତୃତ୍ୱ ମନୋଭାବ ଜାଗ୍ରତ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ୍) ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ‘ଦିଶା’ କାର୍ଯ୍ୟକ୍ରମର ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ…
ଭାରତର ଫିନଟେକ ଇକୋସିଷ୍ଟମରେ 10 ବର୍ଷ ପୂରଣ କରିଛି ଫୋନପେ
ଫୋନପେ ନିକଟରେ ଭାରତର ଫିନଟେକ ଇକୋସିଷ୍ଟମରେ 10 ବର୍ଷ ପୂରଣ କରିଛି ଏବଂ ନବସୃଜନର ଏହି ଦଶକକୁ ଉତ୍ସବର ସହ ପାଳନ କରୁଛି। ଏହି ମାଇଲଖୁଣ୍ଟ ପ୍ରଗତିକୁ ଆଗେଇ ନେବା ସହ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଆର୍ଥିକ ସେବା ପହଞ୍ଚାଇବାର ଏକ ଦଶକକୁ ଦର୍ଶାଉଛି, ଯାହା ଭାରତରେ ଟ୍ରାଞ୍ଜାକସନ ଏବଂ ଅର୍ଥ…