Browsing Category

Business

NSE ପକ୍ଷରୁ ନିଫ୍ଟି ୫୦ର ୩୦ ବର୍ଷ ପୂର୍ତି ପାଳନ

ଭୁବନେଶ୍ୱର : ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ (NSE) ପକ୍ଷରୁ ନିକଟରେ ଭାରତର ଫ୍ଲାଗସିପ ଇକ୍ୱିଟି ବେଂଚମାର୍କ ଏବଂ ବିଶ୍ୱର ଅନ୍ୟତମ ସର୍ବାଧିକ ଟ୍ରାକ ହୋଇଥିବା ସୂଚକାଙ୍କ ନିଫ୍ଟି ୫୦ ଇଣ୍ଡେକ୍ସ(Nifty50 Index)ର ୩୦ ବର୍ଷ ପୂର୍ତି ଅବସରକୁ ପାଳନ କରାଯାଇଛି । ଏହି…

କଟକରେ ଖୋଲିଲା ମୁଥୁଟ ଏକ୍ସିମର ୯୨ତମ ମୁଥୁଟ ଗୋଲ୍ଡ ପଏଂଟ ଶାଖା

କଟକ : ମୁଥୁଟ୍ ପାପ୍ପାଚନ ଗ୍ରୁପ୍ (Muthoot Blue) ର ବହୁମୂଲ୍ୟ ଧାତୁ ବିଭାଗ ମୁଥୁଟ୍ ଏକ୍ସିମ୍ (ପି) ଲିମିଟେଡ୍‌, କଟକରେ ଏହାର ନୂତନ ଗୋଲ୍ଡ ପଏଂଟ କେନ୍ଦ୍ରର ଭବ୍ୟ ଉଦ୍‌ଘାଟନ କରିଛି । ଏହା ଭାରତରେ ଏହାର ୯୨ତମ ଶାଖା ଏବଂ ଓଡ଼ିଶାରେ ୨ୟ ଶାଖା ଅଟେ । ଏହି ନୂତନ ଶାଖା ମଙ୍ଗଳାବାଗ, ନୂଆପାଟଣା…

ମହିଳା ଦିବସ ବିଶେଷ: ଟାଟା ପାୱାର ନେତୃତ୍ଵାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକର ‘ନୂଆ ଆରମ୍ଭ’ ଅଭିଯାନ

ଭୁବନେଶ୍ୱର, ୮ ମାର୍ଚ୍ଚ, ୨୦୨୬:  ବିବିଧତା, ଅନ୍ତର୍ଭୁକ୍ତିକରଣ ଏବଂ ମହିଳା ସଶକ୍ତିକରଣ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ, ଟାଟା ପାୱାର ନେତୃତ୍ଵାଧୀନ ଓଡ଼ିଶା ଡିସକମ୍ ଗୁଡିକ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ନୂଆ ଆରମ୍ଭ’ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। କୌଣସି କାରଣରୁ…

ଆକ୍ସିସ୍ ବ୍ୟାଙ୍କ ହେଲା ଟେସଲାର ପସନ୍ଦଯୋଗ୍ୟ ଫାଇନାନ୍ସର

ଭୁବନେଶ୍ୱର: ଭାରତର ଅନ୍ୟତମ ବୃହତ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ଟେସଲାର ପସନ୍ଦଯୋଗ୍ୟ ଫାଇନାନ୍ସ ପ୍ରଦାନକାରୀରେ ହୋଇଛି। ଟେସଲାର ଗ୍ରାହକମାନଙ୍କୁ ବ୍ୟାଙ୍କ ସ୍ୱତନ୍ତ୍ର ଫାଇନାନ୍ସ ସମାଧାନ ଓ ଭିନ୍ନ ଅନୁଭୂତି ପ୍ରଦାନ କରିବ। ଏହି ସହଯୋଗିତା ଭାରତରେ…

ଘରୋଇ ବଜାରରେ ଗ୍ରୀନ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର ବଣ୍ଡ୍ ଜାରି କରିବାରେ ବ୍ୟାଙ୍କ୍ ଅଫ୍ ବରୋଦା ଭାରତର ପ୍ରଥମ ବ୍ୟାଙ୍କ୍

ଭୁବନେଶ୍ୱର: ଭାରତର ଅନ୍ତର୍ଜାତୀୟ ବ୍ୟାଙ୍କ୍‌-ବ୍ୟାଙ୍କ୍ ଅଫ୍‌ ବରୋଦା’ ପକ୍ଷରୁ ‘ସିରିଜ୍‌-୧ ଦୀର୍ଘକାଳୀନ ଗ୍ରୀନ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର (ସବୁଜ ଭିତ୍ତିଭୂମି) ବଣ୍ଡ୍‌’ ଜାରି କରି ସଫଳତାର ସହ ୧୦,୦୦୦ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଏଥି ସହିତ ଘରୋଇ ଗ୍ରୀନ୍ ବଣ୍ଡ୍ ଜାରି କରିବାରେ…

TPNODL ପକ୍ଷରୁ ଲାଇନମେନ ଦିବସ ପାଳିତ

ବାଲେଶ୍ଵର,୫/୩ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(TPNODL) ପକ୍ଷରୁ ସମସ୍ତ ସେକ୍ସନ ତଥା କାର୍ଯ୍ୟାଳୟ ସ୍ତରରେ ଲାଇନମେନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଟିପିଏନଓଡିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଜାନନ…

ମହିନ୍ଦ୍ରା ପକ୍ଷରୁ ଏକ୍ସଇଭି ୯ଇ ସିନେଲ୍ୟୁକ୍ସ ଏଡିସନର ଶୁଭାରମ୍ଭ, ପ୍ରାରମ୍ଭିକ ମୂଲ୍ୟ ୨୯.୩୫ ଲକ୍ଷ ଟଙ୍କା

ଭୁବନେଶ୍ୱର: ମହିନ୍ଦ୍ରା ପକ୍ଷରୁ ଏହାର ପ୍ରମୁଖ ଇଲେକ୍ଟ୍ରିକ୍ ଅରିଜିନ୍ ଏସ୍ୟୁଭି ଏକ୍ସଇଭି ୯ଇ ସିନେଲ୍ୟୁକ୍ସ ଏଡିସନ(Mahindra XEV 9e Cineluxe Edition)କୁ ଉନ୍ମୋଚନ କରାଯାଇଛି। ବିଳାସକୁ ପସନ୍ଦ କରିବା ସହ ତାହା ଅନୁଭବ ନେବାକୁ ଚାହୁଥିବା ଗ୍ରାହକମାନଙ୍କ ପାଇଁ ପ୍ରସ୍ତୁତ ସିନେଲ୍ୟୁକ୍ସ…

ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ନୀଳାଚଳ ଇସ୍ପାତ ନିଗମ ଦ୍ଵାରା ପ୍ରତିଷ୍ଠାତା ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୭ତମ…

~ ୮୦୦ ରୁ ଅଧିକ ଟାଟା ପରିବାର ସଦସ୍ୟଙ୍କ ଏହି ଉତ୍ସବରେ ସାମିଲ କଳିଙ୍ଗନଗର, ମାର୍ଚ୍ଚ ୩, ୨୦୨୬: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସକେ) ଏବଂ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ) ପରିସରରେ ମଙ୍ଗଳବାର ଦିନ ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୭ତମ ଜନ୍ମ…

ସେଡେମ୍ୟାକ୍ ମେକାଟ୍ରୋନିକ୍ସ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୬ ମାର୍ଚ୍ଚ ୪ରେ ଖୋଲିବ

ଭୁବନେଶ୍ୱର: ସେଡେମ୍ୟାକ୍ ମେକାଟ୍ରୋନିକ୍ସ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୬ ମାଚ୍‌ର୍ଚ ୪ ବୁଧବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୬ ମାର୍ଚ୍ଚ ୨ ତାରିଖ ସୋମବାର ଦିନ ବିଡ୍ ଦାଖଲ କରିପାରିବେ। ୨୦୨୬ ମାର୍ଚ୍ଚ ୬ ଶୁକ୍ରବାର ଦିନ…

ପ୍ରୋଜେକ୍ଟସ ଟୁଡେ ପକ୍ଷରୁ ଏଆଇ ଆଧାରିତ ବ୍ୟବସାୟ ସୁଯୋଗ ପ୍ଲାଟଫର୍ମର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ପ୍ରକଳ୍ପ ପରିସଂସ୍ଥାନକୁ ସୁଦୃଢ଼ କରିବା ପାଇଁ ପ୍ରୋଜେକ୍ଟସ ଟୁଡେ ପକ୍ଷରୁ ଏକ ଏଆଇ ଆଧାରିତ ବ୍ୟବସାୟ ସୁଯୋଗ ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଛି। ଏଥିରେ ପ୍ରକଳ୍ପର ବିଭିନ୍ନ ସ୍ତର ଯଥା ଟେଣ୍ଡର ଓ ଏଲ୧/ ଅର୍ଡର ଅପ୍‌ଡେଟ୍ ଓ ଅଂଶୀଦାର ସମ୍ପର୍କିତ ସୂଚନାକୁ ଗୋଟିଏ ସହଜ…