Browsing Category

Business

କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ଢେଙ୍କାନାଳରେ ନୂତନ ଶୋ’ରୁମ ଉଦଘାଟନ ଘୋଷଣା

ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱସ୍ତ ଏବଂ ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ଢେଙ୍କାନାଳ ସହ ଫିଲିଂ ଷ୍ଟେସନ ନିକଟସ୍ଥ ଗୁଡ଼ିଆନାଳିରେ ନୂତନ ଶୋ’ରୁମ ଉଦଘାଟନ ଘୋଷଣା କରିଛି। ଏହି ଆଉଟଲେଟ ବଲିଉଡ ଅଭିନେତ୍ରୀ ମାଲାଇକା ଆରୋରାଙ୍କ ଦ୍ୱାରା ୨୦୨୬…

ଟ୍ରାଇ ପରୀକ୍ଷଣରେ ବ୍ରହ୍ମପୁର ସହରରେ ଜିଓର ସର୍ବାଧିକ ୩୩୩.୪୭ ଏମବିପିଏସ ୫ଜି ଡାଉନଲୋଡ୍ ସ୍ପିଡ୍ ହାସଲ

ବ୍ରହ୍ମପୁର : ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ସ୍ୱାଧୀନ ଡ୍ରାଇଭ୍ ପରୀକ୍ଷଣ (ଆଇଡ଼ିଟି) ଫଳାଫଳରେ, ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ବ୍ରହ୍ମପୁର ସହରର ବ୍ୟସ୍ତବହୁଳ ହଟସ୍ପଟ୍‌ଗୁଡ଼ିକରେ ସର୍ବାଧିକ ୩୩୩.୪୭ ଏମବିପିଏସ

ବେଦାନ୍ତ ଆଲୁମିନିୟମ ବିଲେଟ୍ ଉତ୍ପାଦନ କ୍ଷମତାକୁ ୮୩୦ କେଟିପିଏକୁ ବୃଦ୍ଧି କରିଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମର ଉତ୍ପାଦକ ତଥା ଦେଶର ଅଗ୍ରଣୀ ବିଲେଟ୍ ନିର୍ମାତା, ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ଝାରସୁଗୁଡା କାର୍ଯ୍ୟରେ ଏହାର ବିଲେଟ୍ ଉତ୍ପାଦନ କ୍ଷମତାକୁ ୮୩୦ କେଟିପିଏକୁ ବୃଦ୍ଧି କରିବା ସହିତ ବିଶ୍ୱସ୍ତରରେ ସର୍ବବୃହତ ବିଲେଟ୍ ଉତ୍ପାଦନ କାର୍ଯ୍ୟ ମଧ୍ୟରେ

ସେୟାର ବଜାରରେ ଝଟକା, କମିଲା ସୁନା–ରୁପା ଦାମ୍

ନୂଆଦିଲ୍ଲୀ, ୦୫|୦୨ : ସେୟାର ବଜାରରେ ଝଟକା, କମିଲା ସୁନା–ରୁପା ଦାମ।ଆଜି ସକାଳେ ଦେଶର ଆର୍ଥିକ ବଜାରରେ ବଡ଼ ଝଟକା ଦେଖିବାକୁ ମିଳିଛି। ସୁନା ଓ ରୁପା ଦାମ କ୍ରାଶ୍ କରିଥିବା ବେଳେ, ଦୁଇ ଦିନ ଧରି ଉପରକୁ ଉଠୁଥିବା ସେୟାର ବଜାର ମଧ୍ୟ ହଠାତ୍ ତଳକୁ ଖସିଛି। ସପ୍ତାହର ଚତୁର୍ଥ କାରବାର ଦିନରେ

ଆଜି ଠୁ ବ୍ଲାକସ୍ବାନ ସମିଟ୍, ଭୁବନେଶ୍ବରରେ ଦୁଇ ଦିନ ଧରି ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ବର,୦୫/୦୨: ଓଡିଶାକୁ ବିଶ୍ବସ୍ତରୀୟ ଡିଜିଟାଲ ଫାଇନାନ୍ସ ହବ୍ କରିବା ଲକ୍ଷ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବ୍ଲାକସ୍ବାନ ସମିଟ୍ । ଭୁବନେଶ୍ବରରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମିଟ୍ ରେ ଅର୍ଥନୀତି, ଟେକ୍ନଲୋଜି, ଶିକ୍ଷା ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ୧୦୦ରୁ ଅଧିକ

ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଉଦୀୟମାନ କ୍ଷେତ୍ରକୁ ଫାଇନାନ୍ସ ପ୍ରଦାନ ପାଇଁ ‘ଚକ୍ର-ଉତ୍କର୍ଷ କେନ୍ଦ୍ର’ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ସର୍ବବୃହତ ରାଷ୍ଟ୍ରାୟତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଦେଶର ଅର୍ଥନୈତିକ ରୂପାନ୍ତରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଉଦୀୟମାନ କ୍ଷେତ୍ରଗୁଡ଼ିକୁ ଫାଇନାନ୍ସ ଯୋଗାଇ ଦେବା ପାଇଁ ଚକ୍ର-ଉତ୍କର୍ଷ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଏହା ଜରିଆରେ ବ୍ୟାଙ୍କ ବିକଶିତ ଭାରତ…

ବିସି ଜିନ୍ଦଲ ଗ୍ରୁପର ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ୨୦୨୬-୨୭ ପାଇଁ ଉତ୍ତମ କାର୍ଯ୍ୟକ୍ଷେତ୍ର ପ୍ରମାଣପତ୍ର ହାସଲ କରିଛି

ଭୁବନେଶ୍ୱର: ବିସି ଜିନ୍ଦଲ ଗ୍ରୁପର ପ୍ରମୋଟର ଶ୍ୟାମ ସୁନ୍ଦର ଜିନ୍ଦଲଙ୍କ ନେତୃତ୍ୱାଧୀନ ବିସି ଜିନ୍ଦଲ ଗ୍ରୁପର ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ଜାନୁଆରୀ ୨୦୨୬ - ଜାନୁଆରୀ ୨୦୨୭ ଅବଧି ପାଇଁ ‘ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ’ ଦ୍ୱାରା ପ୍ରମାଣପତ୍ର ହାସଲ କରିଛି। ଏହି ପ୍ରତିଷ୍ଠିତ ପୁରସ୍କାର…

ମଜବୁତ ହେଲା ଟଙ୍କା,ଟ୍ରମ୍ପଙ୍କ ଶୁଳ୍କ ହ୍ରାସ ପରେ ସେୟାର ବଜାରରେ ଝଡ଼ଟ୍ରମ୍ପଙ୍କ ଶୁଳ୍କ ହ୍ରାସ ପରେ ସେୟାର ବଜାରରେ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ପାଇଁ ଶୁଳ୍କ ହ୍ରାସ ଘୋଷଣା ପରେ ଭାରତୀୟ ସେୟାର ବଜାରରେ ଐତିହାସିକ ଉଛାଳ ଦେଖାଯାଇଛି। ଏହି ଖବର ନିବେଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ସୃଷ୍ଟି କରିଥିବାବେଳେ ସମସ୍ତ ପ୍ରମୁଖ ସୂଚକାଙ୍କ ରେକର୍ଡ ସ୍ତରରେ କାରବାର କରୁଛି।ବଜାର ଖୋଲିବା ସହିତ

ଟର୍ଟଲମିଂଟ ଫିନଟେକ ସଲ୍ୟୁସନ୍ସ ଲିମିଟେଡ ପକ୍ଷରୁ ସେବି ନିକଟରେ ୟୁଡିଆରଏଚପି-ଆଇ ଦାଖଲ

ଭୁବନେଶ୍ୱର: ପ୍ରଯୁକ୍ତି ଆଧାରିତ ବୀମା ବଂଟନ ପ୍ଲାଟଫର୍ମ ଟର୍ଟଲମିଂଟ ଫିନଟେକ ସଲ୍ୟୁସନ୍ସ ଲିମିଟେଡ ପକ୍ଷରୁ ପ୍ରସ୍ତାବିତ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ୟୁଡିଆରଏଚପି-ଆଇ ଦାଖଲ କରାଯାଇଛି। ଟର୍ଟଲମିଂଟ ମୁଖ୍ୟତଃ…

ଟାଟା ପାୱାର ନେତୃତ୍ଵାଧୀନ ସେଣ୍ଟ୍ରାଲ ଓଡ଼ିଶା ଡ଼ିସକମର ଶକ୍ତି ବିତରଣ ସଂସ୍କାର ଉପରେ ଆଇଆଇଟି ଭୁବନେଶ୍ୱରର ଅଧ୍ୟୟନ…

ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଟାଟା ପାୱାର ନେତୃତ୍ଵାଧୀନ ସେଣ୍ଟ୍ରାଲ ଓଡ଼ିଶା ଡ଼ିସକମର ଶକ୍ତି ବିତରଣ ସଂସ୍କାର ଏବଂ ଏହାର ପରିବର୍ତ୍ତନର ଯାତ୍ରା ଉପରେ ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ୧୫୦୦ କୋଟିରୁ ଅଧିକ ଟଙ୍କାର ରଣନୈତିକ ପୁଞ୍ଜି ବିନିଯୋଗ ଫଳରେ ବିଦ୍ୟୁତ…