Browsing Category

Health

ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ଝାରସୁଗୁଡା – ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI), ଜାଗ୍ୟସେନୀ ହସ୍ପିଟାଲର ସହଯୋଗରେ, ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ଆଗମନ କ୍ଷେତ୍ରରେ ଏକ ମାଗଣା ସ୍ୱାସ୍ଥ୍ୟ ସ୍କ୍ରିନିଂ ଶିବିର ଆୟୋଜନ କରିଥିଲା। ଏହି ଶିବିରରେ ଯାତ୍ରୀ, AAI କର୍ମଚାରୀ, ଅଂଶୀଦାର, ବିମାନ କମ୍ପାନୀ ଏବଂ

iLive Connect:AI ସ୍ୱାସ୍ଥ୍ୟସେବାର ନୂଆ ଯୁଗ

ଭୁବନେଶ୍ଵର,୦୮/୦୨:ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଆସିଲା ସ୍ମାର୍ଟ ସମାଧାନ, ଏବେ AI  କରିବ ରୋଗୀଙ୍କ ସେବା ।ଏହା ବିଶ୍ୱରେ ପ୍ରଥମ ।  ଡାକ୍ତର ଓ AI ର ମିଶ୍ରଣରେ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଆସିଲା ସ୍ମାର୍ଟ ସମାଧାନ । ଭାରତୀୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ,

ଟାଟା ଷ୍ଟିଲ ଫାଉଣ୍ଡେସନ ଦ୍ୱାରା ଢେଙ୍କାନାଳରେ ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ

ଢେଙ୍କାନାଳ, ୨୭ ଜାନୁଆରୀ, ୨୦୨୬: ଟାଟା ଷ୍ଟିଲ ଫାଉଣ୍ଡେସନ, ଜାମସେଦପୁର କର୍କଟ ସୋସାଇଟି (ଔଉଝ) ସହିତ ଟାଟା ଷ୍ଚିଲର ନିଜସ୍ୱ ହସପିଟାଲ, ମେହେରବାଇ ଟାଟା ମେମୋରିଆଲ ହସ୍ପିଟାଲ (ଗଞଗଐ) ମାଧ୍ୟମରେ, ଢେଙ୍କାନାଳରେ ସ୍ଥାନୀୟ ଗ୍ରାମାବାସୀଙ୍କ ପାଇଁ ପ୍ରାଥମିକ କର୍କଟ ଚିହ୍ନଟ ଏବଂ…

ହୃଦଘାତରୁ ଜୀବନ ରକ୍ଷା ପାଇଁ ‘ହାର୍ଟ ଗାର୍ଡ’ AI ମାସ୍କ

କଟକ,୦୨/୦୨:ହୃଦଘାତରେ ମଣିଷର ଅମୂଲ୍ୟ ଜୀବନ ରକ୍ଷା କରିବା ଲକ୍ଷ୍ୟରେ ଏକ ଅଭିନବ ‘ହାର୍ଟ ଗାର୍ଡ’ AI ମାସ୍କ ତିଆରି କରିଛନ୍ତି କଟକର ଝିଅ ଦେବଶ୍ରିତା ଦାସ। ଏହି ଆଧୁନିକ ଡିଭାଇଜ୍ ହୃଦରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପାଇଁ ଏକ ଆଶାର କିରଣ ହୋଇଉଠିଛି।ଦେବଶ୍ରିତାଙ୍କ ଜେଜେବାପାଙ୍କ ହୃଦଘାତରେ

ପାର୍ବଣର ଖୁସି ପରେ ଓଜନର ଚିନ୍ତା: ଗର୍ଭଧାରଣରେ ସାଜିପାରେ କି ବାଧକ?

ପାର୍ବଣର ଉତ୍ସାହ କମିବା ପରେ ଅନେକ ଲୋକ ନିଜ ଶରୀରରେ ଏକ ନୀରବ ପରିବର୍ତନ ଲକ୍ଷ୍ୟ କରିଥାନ୍ତି, ତାଙ୍କର କିଛି କିଲୋଗ୍ରାମ ଓଜନ ବଢିବା ସହ ଶକ୍ତି ସାମାନ୍ୟ ହ୍ରାସ ପାଇଥାଏ । ଏହି ପରିବର୍ତନ କ୍ଷତିହୀନ ମନେ ହୋଇଥାଏ । କିନ୍ତୁ ଯେତେବେଳେ ଜଣେ ବ୍ୟକ୍ତି ଗର୍ଭଧାରଣ ପାଇଁ ପ୍ରସ୍ତୁତ ହେଉଥାନ୍ତି…

କିମ୍‍ସ ଡାକ୍ତରଙ୍କ କମାଲ, ୧୦ ମାସ ଶିଶୁ ଶ୍ୱାସନଳୀରୁ ବାହାରିଲା ଏଲ୍‍ଇଡି ଉପାଦାନ

ଭୁବନେଶ୍ୱର : ଏଲ୍‍ଇଡ଼ି ଧାତବ ଖେଳନାରେ ଖେଳୁଥିଲା ୧୦ ମାସର ଶିଶୁ । ଭୁଲ ବଶତଃ ଅଜାଣତରେ ନାକରେ ପଶିଯାଇଥିଲା ଏହି ଧାତବ ପଦାର୍ଥ । ଫଳରେ ଶିଶୁଟିକୁ ଶ୍ୱାସକ୍ରିୟା ନେବାରେ ଗୁରୁତର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏପରି ଜରୁରୀକାଳୀନ ପରିସ୍ଥିତିରେ ଶିଶୁକୁ କିମ୍‍ସରେ ଭର୍ତ୍ତି

Manipal Hospital Bhubaneswar: ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱରର ୧୧ ବର୍ଷ: ୨ ଲକ୍ଷରୁ ଅଧିକ ସଫଳ ସର୍ଜରୀ,

ଭୁବନେଶ୍ୱର : ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର(Manipal Hospital Bhubaneswar) ଓଡ଼ିଶାରେ ତାହାର ଉପସ୍ଥିତିକୁ ୧୧ ବର୍ଷ ପୂରଣ କରିଛି। ଗତ ୧୧ ବର୍ଷରେ ଏଠାରେ ୨ ଲକ୍ଷରୁ ଅଧିକ ସର୍ଜେରୀ ସଫଳ ଭାବେ କରାଯାଇଛି। ତାଙ୍କର ସର୍ଜରୀ ଯାତ୍ରାକୁ ସ୍ମରଣ କରି ଏକ ବିଶେଷ ସର୍ଜିକାଲ୍ ଟ୍ରଷ୍ଟ

କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ଉଦ୍‍ଘାଟିତ

ଭୁବନେଶ୍ୱର, ୧୦ ।୧: ଆମେରିକାନ ଆସୋସିଏସନ ଅଫ ଇଣ୍ଡିଆନ ଅରିଜିନ (ଭାରତୀୟ ବଂଶୋଦ୍ଭବ ଚିକିତ୍ସକ ସଂଘ- ଏଏପିଆଇ) ପକ୍ଷରୁ କିମ୍‍ସରେ ୧୯ତମ ଗ୍ଲୋବାଲ୍ ହେଲଥ୍‍କେୟାର ସମିଟ୍ ୨୦୨୬ ଶନିବାର ଉଦ୍‍ଘାଟିତ ହୋଇଯାଇଛି। ଜାନୁଆରୀ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ଭାରତ ଓ

ଏମ୍ସ ଦିଲ୍ଲୀ ଏବଂ ଆଇଆଇଟି ଭୁବନେଶ୍ୱର  ପକ୍ଷରୁ ଡାକ୍ତରମାନଙ୍କ ପାଇଁ ଏଆଇ-ଚାଳିତ ମାନସିକ ସ୍ୱାସ୍ଥ୍ୟ ଏବଂ ତାଲିମ…

ଭୁବନେଶ୍ୱର, ୭ ଜାନୁଆରୀ ୨୦୨୬: ଆଇଆଇଟି ଭୁବନେଶ୍ୱର ଗବେଷଣା ଏବଂ ଉଦ୍ୟୋଗୀତା ପାର୍କ (ଆଇଟି ଭୁବନେଶ୍ୱର ଆରଇପି) ସହ ସହଭାଗୀତାରେ ଏମ୍ସ ଦିଲ୍ଲୀ ଏକ ପ୍ରମୁଖ ସ୍ୱାସ୍ଥ୍ୟ-ଶିକ୍ଷା ପଦକ୍ଷେପ ଆରମ୍ଭ କରିଛି। ଏକ ନୂତନ ସ୍ୱାକ୍ଷରିତ ବୁଝାମଣାପତ୍ର ଅଧୀନରେ, ଅନୁଷ୍ଠାନଗୁଡ଼ିକ ମାନସିକ ସ୍ୱାସ୍ଥ୍ୟ