Browsing Category

Health

ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ପକ୍ଷରୁ ଓଡିଶାର ପ୍ରଥମ ଟେଲିସର୍ଜରୀ ସହ ୧୦୦ତମ ରୋବୋଟିକ ସର୍ଜରୀ ପରିଚାଳନା

କଟକ: ଭାରତର ମେଡିକାଲ ଟେକ୍ନୋଲୋଜି କ୍ଷେତ୍ର ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତରେ ପୂର୍ବ ଭାରତର ଅନ୍ୟତମ ଅତ୍ୟାଧୁନିକ ଶଲ୍ୟ ଚିକିତ୍ସା କେନ୍ଦ୍ର, ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ଏହାର ଅଧ୍ୟକ୍ଷ ତଥା ବିଖ୍ୟାତ ସର୍ଜିକାଲ ଗ୍ୟାଷ୍ଟ୍ରୋଏଂଟେରୋଲୋଜିଷ୍ଟ୍‌, ମେଟାବୋଲିକ୍ ଏବଂ ବାରିଆଟ୍ରିକ୍…

ଛାତ୍ରୀଙ୍କ ପେଟରୁ କଢ଼ାଗଲା ଦୁର୍ଲଭ ଟ୍ୟୁମର – ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ଜଟିଳ ସର୍ଜରୀ ସଫଳ

ଭୁବନେଶ୍ୱର – ୨୪- ଅକ୍ଟୋବର, ପାରାଦୀପର ୨୨ ବର୍ଷୀୟ ଛାତ୍ରୀ ମିସ୍ ପି. ମାଧୁସ୍ମିତାଙ୍କୁ ମଣିପାଲ ହସ୍ପିଟାଲ୍‌, ଭୁବନେଶ୍ୱରରେ ଦୁର୍ଲଭ ପ୍ରକାରର ଡେସମୋଇଡ୍ ଟ୍ୟୁମର (Desmoid Tumour)ରୁ ସଫଳ ଭାବରେ ଚିକିତ୍ସା କରାଯାଇଛି । ଏହି ଟ୍ୟୁମର ତାଙ୍କ ନାଭି ଠାରୁ ତଳେ ଥିବା ପେଟର ଭିତର ଭାଗକୁ

ବେଦାନ୍ତ ଆଲୁମିନିୟମ ହାତ ଧୋଇବା ସଚେତନତା ତଥା ପୋଲିଓ ଟୀକାକରଣ ଅଭିଯାନ ମାଧ୍ୟମରେ ସାମୁଦାୟିକ ସ୍ୱାସ୍ଥ୍ୟକୁ ଗୁରୁତ୍ବ

ଝାରସୁଗୁଡ଼ା : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଏହି ସପ୍ତାହରେ ଝାରସୁଗୁଡ଼ାରେ ତୃଣମୂଳ ସ୍ତରରେ ପଦକ୍ଷେପର ଏକ ଶୃଙ୍ଖଳା ମାଧ୍ୟମରେ ସାମୁଦାୟିକ ସ୍ୱାସ୍ଥ୍ୟ ଏବଂ ପ୍ରତିଷେଧକ ଯତ୍ନକୁ ଆଗକୁ ବଢାଇବା ପାଇଁ ଏହାର ପ୍ରତିବଦ୍ଧତାକୁ ପୁନରାବୃତି କରିଛି। କମ୍ପାନୀର

ବ୍ରେଷ୍ଟ୍ କ୍ୟାନସର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମଣିପାଲ ହସ୍ପିଟାଲ ଭୂବନେଶ୍ୱର ପକ୍ଷରୁ ସ୍ୱତନ୍ତ୍ର…

ଭୁବନେଶ୍ୱର: ବ୍ରେଷ୍ଟ କ୍ୟାନସର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସାରା ବିଶ୍ୱରେ ଅକ୍ଟୋବର ମାସକୁ ବ୍ରେଷ୍ଟ କ୍ୟାନ୍ସର ଅୱେରନେସ୍ ମାସ (Breast Cancer Awareness Month) ଭାବରେ ପାଳନ କରାଯାଏ। ମଣିପାଲ ହସ୍ପିଟାଲ୍‌, ଭୁବନେଶ୍ୱର ଏହି ଅଭିଯାନର ସହଭାଗୀ ହୋଇଛି। ଏହାର ଅଂଶ

ଏମ୍ସ ଭୁବନେଶ୍ୱରରେ ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ ସମ୍ପର୍କିତ ଦ୍ୱିତୀୟ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର, ୧୦/୧୦/୨୦୨୫: ଏମ୍ସ ଭୁବନେଶ୍ୱର ପକ୍ଷରୁ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ ସହିତ ମିଳିତ ଭାବରେ, ଟ୍ରାଭେଲ୍ ହେଲ୍ଥ କ୍ଲିନିକ୍ (ଟିଏଚ୍ସି) ସମ୍ପର୍କିତ ଦ୍ୱିତୀୟ ଜାତୀୟ ସମ୍ମିଳନୀ ସଫଳତାର ସହ ଆୟୋଜିତ ହୋଇଯାଇଛି। ଆଜି

ଏମ୍ସ ଭୁବନେଶ୍ୱରରେ ୧୦ମ ଆୟୁର୍ବେଦ ଦିବସ ପାଳନ, ଆୟୁଷ୍ବାଣୀ ପତ୍ରିକା ଉନ୍ମୋଚିତ

- ଜଟିଳ ଅଲସର, ଭାରିକୋଜ୍ ଭେନ୍ ଏବଂ ଏକଜିମା ଭଳି ଅବସ୍ଥା ପାଇଁ ଅଭିନବ ଲିଚ୍ ଥେରାପିର ପ୍ରଚଳନ ଭୁବନେଶ୍ୱର, ୨୪/୦୯/୨୦୨୫: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ), ଭୁବନେଶ୍ୱର, ଆୟୁଷ ବିଭାଗ ପକ୍ଷରୁ ଗତକାଲି ୧୦ମ ଆୟୁର୍ବେଦ ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଏନେଇ

ବିଶ୍ୱ ଆଲ୍ଜାଇମର୍ସ ଦିବସରେ ଭୁବନେଶ୍ୱରରେ ସଚେତନତା କାର୍ଯ୍ୟକ୍ରମ ଆୟଜିତ

ଭୁବନେଶ୍ବର : ବିଶ୍ୱ ଆଲ୍ଜାଇମର୍ସ ଦିବସରେ ଆଲ୍ଜାଇମର୍ସ ଏବଂ ସମ୍ପର୍କିତ ବ୍ୟାଧି ସମାଜ ଭାରତ (ARDSI) ର ଭୁବନେଶ୍ୱର ଶାଖା, ସମୁଦାୟ ସଂଲଗ୍ନତା ଏବଂ ଆଲ୍ଜାଇମର୍ସ ଓ ଡିମେନ୍ସିଆ ବିଷୟରେ ସଚେତନତା କାର୍ଯ୍ୟକ୍ରମ (Community Engagement & Awareness Programme) ଆୟୋଜନ

ଭୁବନେଶ୍ୱରରେ ବିଶ୍ଵ ଆଲଜ୍‌ହାଇମର୍ସ ମାସରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧୭ ସେପ୍ଟେମ୍ବର ୨୦୨୫: ୨୧ ସେପ୍ଟେମ୍ବରରେ ପାଳିତ ବିଶ୍ଵ ଆଲଜ୍‌ହାଇମର୍ସ ଦିବସ ଅବସରରେ , ଆଲଜ୍‌ହାଇମର୍ସ ଆଣ୍ଡ୍ ରିଲେଟେଡ୍ ଡିସଅର୍ଡର୍ସ ସୋସାଇଟି ଅଫ୍ ଇଣ୍ଡିଆ (ARDSI), ଭୁବନେଶ୍ୱର ଚ୍ୟାପ୍ଟର, ସିଲ୍ଭର୍ ଏଜ୍ ଫାଉଣ୍ଡେସନ୍ ଫର୍ ଏଲଡର୍ସ ସହ ସମ୍ମିଳିତଭାବେ ସଚେତନତା ଓ

ମଣିପାଲ ହସ୍ପିଟାଲ ଭୁବନେଶ୍ୱରରେ ଓଡ଼ିଶାର ପ୍ରଥମ ବ୍ରେନ୍ ଏନ୍ୟୁରିଜମ୍ ସର୍ଜରୀ ସଫଳ

ଭୁବନେଶ୍ୱର : ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ପୁଣି ଏକ ସଫଳତା ହାସଲ କରିଛି ମଣିପାଲ ହସ୍ପିଟାଲ ଭୁବନେଶ୍ୱର। ପ୍ରଥମଥର ପାଇଁ ଓଡ଼ିଶାରେ ‘ବ୍ରେନ୍ ଏନ୍ୟୁରିଜମ୍ ଏଣ୍ଡୋଭାସ୍କୁଲାର ସର୍ଜରୀ’ ହାତର ଧମନୀ ମାଧ୍ୟମରେ ସଫଳତାର ସହିତ କରାଯାଇଛି। ସମ୍ବଲପୁରର ୪୦ ବର୍ଷୀୟ ରୋଗୀ ଜଣଙ୍କ,ଭୀଷଣ

ଏନଆଇଆରଏଫ ପକ୍ଷରୁ ୨୦୨୫ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ମାନ୍ୟତା

ଭୁବନେଶ୍ୱର, ୧୩/୦୯/୨୦୨୫: ରାଜ୍ୟ ତଥା ସମଗ୍ର ପୂର୍ବ ଭାରତ ପାଇଁ ପୁଣିଥରେ ସଫଳତା ଆଣିଦେଇଛି ଏମ୍ସ ଭୁବନେଶ୍ୱର। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ)ରେ ଏମ୍ସ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ