Browsing Category

Health

ବିଶିଷ୍ଟ କର୍ମଚାରୀ ନେତା ସ୍ବର୍ଗତ ବସନ୍ତ କୁମାର ରାୟଙ୍କ ୨୦ତମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ବିଶାଳ ରକ୍ତଦାନ ଶିବିର

ସିଡିଏ ସେକ୍ଟର-୯ ପ୍ରଗତୀ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ଶିବିରରୁ ୧୨୫ ୟୁନିଟ୍ ରକ୍ତ ସଂଗ୍ରହ ରେକର୍ଡ କଲେ ପ୍ରଥମଥର ରକ୍ତଦାନ କରିଥିବା ଜୀବନଦାତା, ଯୁବଗୋଷ୍ଠୀଙ୍କ ମଧ୍ୟରେ ବିପୁଳ ଉତ୍ସାହ କଟକ, ୨୯/୦୯/୨୦୨୪: ଗୁଳୁଗୁଳି ଆଉ ବର୍ଷାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରକ୍ତଦାନକୁ

ଦୈନିକ ରୋଗୀ ସଂଖ୍ୟା, ଏମ୍‌ସ ଭୁବନେଶ୍ୱରର ସଫଳତାକୁ ପ୍ରତିଫଳିତ କରୁଛି: ଉପମୁଖ୍ୟମନ୍ତ୍ରୀ କେ ଭି ସିଂହ ଦେଓ

• ଗତ ଏକ ବର୍ଷରେ ଏମ୍‌ସରେ ହୋଇଛି ୧୦ ଲକ୍ଷରୁ ଅଧିକ ରୋଗୀଙ୍କ ଚିକିତ୍ସା, ୧୭ ଲକ୍ଷ ପରୀକ୍ଷା ଏବଂ ୨୫ହଜାର ଅସ୍ତ୍ରୋପଚାର• ଆଭା ପଞ୍ଜିକରଣରେ ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି ଭୁବନେଶ୍ୱର, ୨୧/୦୯/୨୦୨୪: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍‌ସ

ମଣିପାଲ୍ ହସ୍ପିଟାଲସ୍ ଭୁବନେଶ୍ବରରେ ଆରମ୍ଭ ହେଲା ବୋନ୍ କ୍ୟାନସର ଚିକିତ୍ସା

ଭୁବନେଶ୍ଵର : ଓଡ଼ିଶାବାସୀଙ୍କ ପାଇଁ ଖୁସୀ ଖବର, ବୋନ୍ କ୍ୟାନସର ଚିକିତ୍ସା ପାଇଁ ଆଉ ଯିବାକୁ ପଡିବ ନାହିଁ ରାଜ୍ୟ ବାହାରକୁ । ରାଜଧାନୀ ଖଣ୍ଡଗିରି ନିକଟରେ ଥିବା ମଣିପାଲ୍ ହସ୍ପିଟାଲସ୍ ଭୁବନେଶ୍ବର ଠାରେ ଆରମ୍ଭ ହେଲା ବୋନ୍ କ୍ୟାନସର ବା ଅସ୍ଥିଶଲ୍ୟ କର୍କଟ ରୋଗର ଚିକିତ୍ସା । ଦେଶର ବରିଷ୍ଠ

ଏମ୍‌ସ ଭୁବନେଶ୍ୱରରେ ବାର୍ଷିକ ପ୍ରାୟ ୪ ହଜାରରୁ ଊର୍ଧ୍ବ ମୁଣ୍ଡ ଏବଂ ଗଳା କର୍କଟ ରୋଗୀଙ୍କ ଅସ୍ତ୍ରୋପଚାର ହେଉଛି

ଭୁବନେଶ୍ୱର, ୩୦/୦୭/୨୦୨୪: ବର୍ଷକୁ ବର୍ଷ ମୁଣ୍ଡ ଏବଂ ଗଳା କର୍କଟ ରୋଗୀଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟୁଛି। ଯାହାକି ନିହାତି ଚିନ୍ତାଜନକ। ଏମ୍‌ସ ଭୁବନେଶ୍ୱର ଇଏନ୍‌ଟି ଏବଂ ରେଡିଓଥେରାପି ବିଭାଗକୁ କେବଳ ବାର୍ଷିକ ୧୦ ହଜାରରୁ ଅଧିକ ରୋଗୀ ଚିକିତ୍ସା ନିମନ୍ତେ ଆସୁଛନ୍ତି।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ଲାଷ୍ଟିକ୍ ସର୍ଜରୀର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୨/୦୭/୨୦୨୪: ପୋଡ଼ାଜଳା, କର୍କଟ, ଲିମ୍ଫେଡେମା ଏବଂ ପ୍ରସାଧନ ପ୍ରଣାଳୀ ସମେତ ବିଭିନ୍ନ ଅବସ୍ଥାର ଜୀବନ ପରିବର୍ତ୍ତନକାରୀ ସମାଧାନ ପ୍ରଦାନ ଭଳି ସ୍ୱାସ୍ଥ୍ୟସେବାରେ ପ୍ଲାଷ୍ଟିକ୍ ସର୍ଜରୀ ଏକ ଗୁରୁତ୍ୱପୂର୍ଣ୍ଣ କାରକ ଭାବରେ ଉଭା ହୋଇଛି। ଏହା ରୋଗୀଙ୍କୁ ଉଭୟ ଶାରିରୀକ

ଏମ୍‌ସ ଭୁବନେଶ୍ୱରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ୟକ୍ତିଗତ ଏବଂ ସାମାଜିକ ସୁସ୍ଥତା ନିମନ୍ତେ ଯୋଗର ଭୂମିକା ଅନସ୍ବୀକାର୍ଯ୍ୟ ଭୁବନେଶ୍ୱର, ୨୧/୦୬/୨୦୨୪: ବ୍ୟକ୍ତିଗତ ତଥା ସାମାଜିକ କଲ୍ୟାଣ କ୍ଷେତ୍ରରେ ଯୋଗର ଭୂମିକା ଅନନ୍ୟ। ସ୍ଵଂୟ ଏବଂ ସାମାଜିକ ସୁସ୍ଥତା ଆଣିବାରେ ଯୋଗ ବିପ୍ଳବ ଆଣିଛି କହିଲେ ଅତ୍ୟୁକ୍ତି ହେବ ହେବ ନାହିଁ। ଯାହାକି

ମଣିପାଲ ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଏୟାର ଆମ୍ବୁଲାନ୍ସ ,ବାଇକ୍ ଆମ୍ବୁଲାନ୍ସ ଏବଂ ରୋଡ୍ ଆମ୍ବୁଲାନ୍ସ ସେବା ଆରମ୍ଭ

ଭୁବନେଶ୍ଵର,୨୭/୦୫: ବିଶ୍ୱ ଜରୁରୀକାଳୀନ ଚିକିତ୍ସା ଦିବସ ଅବସରରେ ଓଡ଼ିଶାବାସୀଙ୍କ ପାଇଁ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବା ପାଇଁ ମଣିପାଲ ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଆରମ୍ଭ କରାଯାଇଛି। ଭୁବନେଶ୍ବରରେ ଉପଲବ୍ଧ ସ୍ୱାସ୍ଥ୍ୟସେବାର ଗୁଣାତ୍ମକ ମାନ

ଏମ୍‌ସ ଭୁବନେଶ୍ୱରରେ ଜାତୀୟ ଡେଙ୍ଗୁ ଦିବସ ଅବସରରେ ସଚେତନତା

ଘର ଏବଂ ପରିବେଶକୁ ସଫା ରଖିବା, ପାଣି ଜମିବାକୁ ନଦେବା ହେଉଛି ଡେଙ୍ଗୁକୁ ରୋକିବାର ପ୍ରଧାନ ଉପାୟ- ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଡେଙ୍ଗୁ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଭୁବନେଶ୍ୱର, ୧୬/୦୫/୨୦୨୪: ଏମ୍‌ସ ଭୁବନେଶ୍ୱରରେ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି।

ଏମ୍‌ସ ଭୁବନେଶ୍ୱରରେ ବିରଳ ସିନୋଭିଆଲ୍‌ ସାର୍କୋମା ଟ୍ୟୁମର୍‌ର ସଫଳ ଅସ୍ତ୍ରୋପଚାର

• ୫୧ ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ବାହାରିଲା ପ୍ରାୟ ୭ କେଜିର ଟ୍ୟୁମର୍‌ • ଭାରତରେ ଦ୍ୱିତୀୟ, ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ନେତୃତ୍ବରେ ଏକାଧିକ ବିଭାଗର ଡାକ୍ତରୀ ଦଳଙ୍କ ବିଶେଷ ସଫଳତା ଭୁବନେଶ୍ୱର, ୦୭/୦୫/୨୦୨୪: ପ୍ରତିବଦ୍ଧତା, ନିଷ୍ଠାପର ପ୍ରୟାସ ଏବଂ ସ୍ବାସ୍ଥ୍ୟସେବା

ସମ୍ ଫୁଲନଖରା କ୍ୟାମ୍ପସ୍‌ରେ ବିଶ୍ୱ ହାତ ସ୍ୱଚ୍ଛତା ଦିବସ ପାଳିତ

ଭୁବନେଶ୍ୱର, ମଇ ୭ : ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସ୍‌ରେ ଅଣୁଜୀବ ବିଜ୍ଞାନ ବିଭାଗ ପକ୍ଷରୁ ସୋମବାର ‘ବିଶ୍ୱ ହାତ ସ୍ୱଚ୍ଛତା ଦିବସ’ ପାଳିତ ହୋଇଯାଇଛି ।ଆୟୋଜିତ କାର୍ଯ୍ୟକ୍ରମରେ ସମ୍ ଫୁଲନଖରା କ୍ୟାମ୍ପସ୍‌ର ଡିନ୍ ପ୍ରଫେସର