Browsing Category
Lifestyle
ଶୋଇବା ପୂର୍ବରୁ ପାଦ ଧୋଇବା କାହିଁକି ଆବଶ୍ୟକ ?ଜାଣନ୍ତୁ ଏହାର କାରଣ
ଶରୀରର ସବୁଠାରୁ ସକ୍ରୀୟ ଅଙ୍ଗ ପାଦ । ଏଥିରେ 26ଟି ହାଡ 33ଟି ଜଏଣ୍ଟ ଓ 100ରୁ ଅଧିକ ମାଂସପେଷୀ ଓ ଟେଣ୍ଡନ୍ସ ରହିଛି । ଆମ ଶରୀରର ଓଜନ ପାଦ ବହନ କରୁଥିଲେ ବି ଅନେକ ଏହାର ଯତ୍ନ ନିଅନ୍ତି ନାହିଁ । କେହି କେହି ପାଦକୁ ରାତିରେ ଧୋଇ ଶୋଉଥିବା ବେଳେ ଅନେକ ଲୋକ ଏହା ମଧ୍ୟ କରନ୍ତି ନାହିଁ ।!-->…
ଆଜି ପ୍ରେମ ପାଇଁ ଦିନଟିଏ ବା ଭାଲେଣ୍ଟାଇନ୍ସ ଡେ’, ଜାଣିଛନ୍ତି କି ଏଦିନରେ ଲୁଚି ରହିଥିବା କାହାଣୀ ବିଷୟରେ?
ଆଜି ଭାଲେଣ୍ଟାଇନ୍ସ ଡେ’ । ପ୍ରେମ ପାଇଁ ଦିନଟିଏ । ଫେବ୍ରୁଆରି ୧୪ ତାରିଖକୁ ଭାଲେଣ୍ଟାଇନ୍ସ ଦିବସ ଭାବେ ପାଳନ କରାଯାଉଛି । ପ୍ରେମର ପ୍ରତିକ ରୂପେ ବିଚାର କରାଯାଉଥିବା ଜଣେ ପ୍ରସିଦ୍ଧ ସନ୍ଥଙ୍କ ନାମାନୁସାରେ ଏହା ନାମିତ । କୁହାଯାଏ, ରୋମାନରେ କ୍ଲାଉଡିୟସ୍ ଦ୍ୱିତୀୟ ନାମକ ରାଜା ଶାସନ!-->…
ଆଜିର ରାଶିଫଳ – କେମିତି କଟିବ ଆଜିର ଦିନ ଜାଣନ୍ତୁ
♈ ମେଷ ଆଜି କାର୍ଯ୍ୟକ୍ଷେତ୍ରରେ ସ୍ପଷ୍ଟତା ଏବଂ ସଂଯମ ରଖିବା ଆବଶ୍ୟକ। ପରିବାରର ସମର୍ଥନ ଆପଣଙ୍କୁ ଆତ୍ମବଳ ଦେବ। ଆର୍ଥିକ ଅସୁବିଧା କମିବାର ସଙ୍କେତ ମିଳୁଛି। ନୂତନ ପୋଷାକ କିମ୍ବା ପ୍ରିୟ ବସ୍ତୁ ପ୍ରାପ୍ତିର ଯୋଗ ଅଛି। ସରକାରୀ କାମରୁ ଲାଭ ଏବଂ ପଦୋନ୍ନତି ସମ୍ଭାବନା ରହିଛି। ପୈତୃକ!-->…
ସମ୍ପର୍କକୁ ମଜବୁତ କରେ ଆଲିଙ୍ଗନ – ଦିନକୁ କେତେଥର ଆଲିଙ୍ଗନ କରିବା ଉଚିତ?
ଆଲିଙ୍ଗନ କହିଦିଏ ଜଣେ ଜଣଙ୍କ ପ୍ରତି କେତେ ସମର୍ପିତ, କେତେ ପ୍ରତିବଦ୍ଧ । ଆଲିଙ୍ଗନ-ପ୍ରେମର ପ୍ରତୀକ, ବିଶ୍ବାସ ଓ ବନ୍ଧୁତାର ବତୀଘର, ମମତାର ମହକ, ଭାଇଚାରାର ବାର୍ତ୍ତାବହ । ଏକ ନିର୍ଭେଜାଲ ଆଲିଙ୍ଗନ ହିଁ କହିଦିଏ ଗୋଟେ ନିସ୍ବାର୍ଥ ମନ ତଳର ଅକୁହା କଥା । କେବେ ଆଲିଙ୍ଗନ ଶତ୍ରୁ କୁ ମିତ୍ର!-->…
ଆଜିର ରାଶିଫଳ: ମେଷରୁ ମୀନ – କେମିତି କଟିବ ଆଜିର ଦିନ?
ଆଜିର ଦିନରେ ଗ୍ରହ-ନକ୍ଷତ୍ରର ଗତିପରିବର୍ତ୍ତନ ଆପଣଙ୍କ ଜୀବନରେ କିଛି ନୂତନ ପରିସ୍ଥିତି ନେଇଆସିପାରେ। କେଉଁ ରାଶି ପାଇଁ ଆଜି ଶୁଭ, କେଉଁ ରାଶିକୁ ରହିବାକୁ ପଡିବ ସତର୍କ – ପଢନ୍ତୁ ବିସ୍ତୃତ ରାଶିଫଳ।♈ ମେଷ: ନୂତନ ପ୍ରକଳ୍ପ ଆରମ୍ଭ ପାଇଁ ଦିନଟି ଶୁଭ। ଚାକିରି ଓ ବ୍ୟବସାୟରେ ଆଗ୍ରହ ବଢିବ।!-->…
ଗୋଟିଏ ଯୋଗ ଆସନାର ଅନେକ ଉପକାର: ଶଶାଙ୍କାସନ
ଶଶାଙ୍କାସନ ଯୋଗ କରି, ଆମେ ଅନେକ ପ୍ରକାରର ସମସ୍ୟାରୁ ଅନେକ ଆରାମ ପାଇପାରିବା କି? ଆଜ୍ଞା ହଁ, ଶଶାଙ୍କାସନ ନାମକ ରାବିଟ୍ ପୋଜ୍ ବେକ, କାନ୍ଧ ଏବଂ ପିଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଓ ଅନେକ ଲାଭ ଶରୀରକୁ ମିଳିଥାଏ | ତେବେ ଆସନ୍ତୁ ଜାଣିବା ଶଶାଙ୍କାସାନା କିପରି ସଠିକ୍ ଭାବରେ କରିବେ!-->…
ମହାଶିବରାତ୍ରିରେ ନିଶ୍ଚୟ କରନ୍ତୁ ଏହି କାମ, ମହାଦେବ ପ୍ରସନ୍ନ ହୋଇ ପୂରଣ କରିବେ ସବୁ ମନୋସ୍କାମନା
ମହାଶିବରାତ୍ରି ହେଉଛି ହିନ୍ଦୁମାନଙ୍କର ଏକ ବଡ଼ ପର୍ବ। ଶିବରାତ୍ରି ଭଗବାନ ଶିବଙ୍କୁ ସମର୍ପିତ। ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପର୍ବ ପାଳନ କରାଯାଏ । ଚଳିତବର୍ଷ ୧୫ ଫେବୃଆରୀ ୨୦୨୬ ରବିବାର ଦିନ ପଡ଼ୁଛି ମହାଶିବରାତ୍ରି ।ଶିବ ଭକ୍ତମାନେ ବର୍ଷ ସାରା ଶିବରାତ୍ରିକୁ!-->…
ଆଜି ବିଶ୍ୱ କର୍କଟ ଦିବସ: ‘United by Unique’ ଥିମ୍ ସହ କ୍ୟାନ୍ସର ସଚେତନତାର ଆହ୍ୱାନ
ଭୁବନେଶ୍ୱର,୦୪/୦୨: ଆଜି ସାରା ବିଶ୍ୱରେ ପାଳିତ ହେଉଛି ‘ବିଶ୍ୱ କର୍କଟ ଦିବସ’ (World Cancer Day)। ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ କର୍କଟ ରୋଗ ପ୍ରତିରୋଧ, ଶୀଘ୍ର ଚିହ୍ନଟ ଓ ସଠିକ୍ ଚିକିତ୍ସା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ।
ଚଳିତ ବର୍ଷର!-->!-->!-->…
ହୃଦଘାତରୁ ଜୀବନ ରକ୍ଷା ପାଇଁ ‘ହାର୍ଟ ଗାର୍ଡ’ AI ମାସ୍କ
କଟକ,୦୨/୦୨:ହୃଦଘାତରେ ମଣିଷର ଅମୂଲ୍ୟ ଜୀବନ ରକ୍ଷା କରିବା ଲକ୍ଷ୍ୟରେ ଏକ ଅଭିନବ ‘ହାର୍ଟ ଗାର୍ଡ’ AI ମାସ୍କ ତିଆରି କରିଛନ୍ତି କଟକର ଝିଅ ଦେବଶ୍ରିତା ଦାସ। ଏହି ଆଧୁନିକ ଡିଭାଇଜ୍ ହୃଦରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପାଇଁ ଏକ ଆଶାର କିରଣ ହୋଇଉଠିଛି।ଦେବଶ୍ରିତାଙ୍କ ଜେଜେବାପାଙ୍କ ହୃଦଘାତରେ!-->…
Basant Panchami 2026 : ବସନ୍ତ ପଞ୍ଚମୀରେ ଏହି ୩ଟି ରାଶିର ଜୀବନରେ ଆସିବ ସୁଖ, ସଫଳତା ଓ ଉନ୍ନତି
(Basant Panchami 2026) ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରକୁ ମନ, ଭାବନା ଓ ବୁଦ୍ଧିର କାରକ ଭାବେ ଗଣାଯାଏ। ଚନ୍ଦ୍ରର ଗତି ଦ୍ରୁତ ହୋଇଥିବାରୁ ଏହା ପ୍ରତି ଅଢ଼େଇ ଦିନରେ ରାଶି ପରିବର୍ତ୍ତନ କରେ। ଯଦିଓ ସମୟ ଅଳ୍ପ, କିନ୍ତୁ ଏହି ଗୋଚରର ପ୍ରଭାବ ମନୁଷ୍ୟ ଜୀବନ ଉପରେ ଗଭୀର ଭାବେ ପଡ଼େ।…