Browsing Category
Mobiles
ଅଲ୍ଟିମେଟ ପାର୍ଟି ସ୍ମାର୍ଟଫୋନ ଓପୋ ଏଫ୨୭ ୫ଜିର ଶୁଭାରମ୍ଭ
ଓପୋ ଇ-ଷ୍ଟୋର, ଫ୍ଲିପ୍କାର୍ଟ, ଆମାଜନ ଓ ମେନ୍ଲାଇନ ରିଟେଲ ଆଉଟଲେଟଗୁଡିକରେ କ୍ରୟ ପାଇଁ ଉପଲବ୍ଧ ହେବ।
ଓପୋ ଇଣ୍ଡିଆ ପକ୍ଷରୁ ଏକ ନୂଆ ସ୍ମାର୍ଟଫୋନ୍- F27 5G ର ଲଂଚ୍ ଘୋଷଣା କରାଯାଇଛି ଯେଉଁଥିରେ ଓପୋର ନୂଆ ହାଲୋ ଲାଇଟ୍ ରହିଛି- ସ୍ମାର୍ଟଫୋନ୍ର ପଛରେ ଏଲ୍ଇଡିଗୁଡିକର ଏକ ସର୍କଲ ଯାହା…
ଓପୋ ଇଣ୍ଡିଆ ପକ୍ଷରୁ ରେନୋ୧୨ ୫ଜି ସିରିଜର ଶୁଭାରମ୍ଭ
ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ ଆଜି ଏହାର ନୂଆ ରେନୋ ୧୨ ୫ଜି ସିରିଜ୍ର ଶୁଭାରମ୍ଭ କରାଯାଇଛି । ଯାହା ଦେଶରେ ଏଆଇ ଫୋନ୍ଗୁଡିକର ଉପଲବ୍ଧତାକୁ ତ୍ୱରାନ୍ୱିତ କରିବା ଦିଗରେ ଏହାର ପ୍ରଥମ ପଦକ୍ଷେପ ଅଟେ । ଏହି ନୂତନ ସିରିଜରେ ଜଟିଳ ଫଟୋ ଏଡିଟିଙ୍ଗ୍ର ସମସ୍ୟା ବିନା ତ୍ରୁଟିହୀନ ଓ ମଜାଦାର…
ଓପୋ ପକ୍ଷରୁ ଏଫ୨୭ ପ୍ରୋ+ ୫ଜିର ଶୁଭାରମ୍ଭ
ଭୁବନେଶ୍ୱର : ଓପୋ ପକ୍ଷରୁ ଦେଶର ପ୍ରଥମ ଆଇପି୬୬, ଆଇପି୬୮ ଏବଂ ଆଇପି୬୯-ରେଟେଡ ସୁପର-ରଗ୍ଡ, ମନସୁନ - ରେଡି ସ୍ମାର୍ଟଫୋନ ଏଫ୨୭ ପ୍ରୋ+ ୫ଜିର ଶୁଭାରମ୍ଭ କରାଯାଇଛି । ଏହି ଏଫ୨୭ ପ୍ରୋ+ ସ୍ମାର୍ଟଫୋନ ଡସ୍କ ପିଙ୍କ ଏବଂ ମିଡନାଇଟ ନେଭି ଭଳି ଦୁଇଟି ରଙ୍ଗରେ ଉପଲବ୍ଧ ରହିବ । ଏହି ସ୍ମାର୍ଟଫୋନରେ…
ମାତ୍ର ୧୭,୯୯୯ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ଓପୋ ଏ୩ ପ୍ରୋର ଶୁଭାରମ୍ଭ
ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ ଓପୋ ଏ୩ ପ୍ରୋର ଶୁଭାରମ୍ଭ କରାଯାଇଛି । ଏହି ନୂଆ ସିରିଜର ସ୍ମାର୍ଟଫୋନ୍ରେ ଡ୍ରପ୍ ଓ ଇମ୍ପାକ୍ଟ ରେଜିଷ୍ଟାନ୍ସ ପାଇଁ ଏକ ଡ୍ୟାମେଜ୍-ପ୍ରୁଫ୍ ଅଲ୍-ରାଉଣ୍ଡ ଆର୍ମର ବଡି, ଜଳ ଓ ଧୂଳି ପ୍ରତିରୋଧ ପାଇଁ ଆଇପି୫୪ ସାର୍ଟିଫିକେଶନ ଏବଂ ଓଦା ହାତରେ ବ୍ୟବହାର ପାଇଁ…
ପୋକୋ ଏଫ୍୬ ୫ଜିର ବିକ୍ରୟ ଆରମ୍ଭ
ଭୁବନେଶ୍ୱର: ସ୍ନାପ୍ଡ୍ରାଗନ ୮ଏସ୍ ଜେନ୍ ୩ ପ୍ରୋସେସର ସହ ନିକଟରେ ଶୁଭାରମ୍ଭ ହୋଇଥିବା ପୋକୋର ଏଫ୍୬ ୫ଜି ସ୍ମାର୍ଟଫୋନ୍ର ବିକ୍ରି ଫ୍ଲିପ୍କାର୍ଟରେ ଆରମ୍ଭ ହୋଇଛି । ପୋକୋ ଏଫ୍୬ ୫ଜି ଟାଇଟାନିୟମ ଓ ବ୍ଲାକ୍ କଲର୍ରେ ୮+୨୫୬ଜିବି ପାଇଁ ୨୫,୯୯୯ ଟଙ୍କା, ୧୨+୨୫୬ ଜିବି ପାଇଁ ୨୭୯୯୯ ଟଙ୍କା…
ଅନର୍ ପ୍ରୋଟେକ୍ଟ ପ୍ଲାନ୍ ସହିତ ଅନର୍ ଏକ୍ସ୯ବି ଉପରେ ପାଆନ୍ତୁ
୯୦% ପର୍ଯ୍ୟନ୍ତ ନିଶ୍ଚିତ ବାୟବ୍ୟାକ୍
ଭୁବନେଶ୍ୱର : ଅନର୍ ପକ୍ଷରୁ ନୂଆ କରି ଉନ୍ମୋଚିତ ଅନର୍ ଏକ୍ସ୯ବି ସହିତ ଅନ୍ସାଇଟଗୋ ଦ୍ୱାରା ପରିଚାଳିତ ନୂଆ ଅନର୍ ପ୍ରୋଟେକ୍ଟ ପ୍ଲାନ୍ର ଶୁଭାରମ୍ଭ କରାଯାଇଛି । ୨୯୯୯ ଟଙ୍କା ମୂଲ୍ୟର ଏହି ସ୍କିମ୍ ଅନର୍ ଏକ୍ସ୯ବି ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ ଏବଂ ଏହା ବ୍ରାଣ୍ଡରେ!-->…
ଓଡ଼ିଶା ଟେଲିକମ ବଜାରରେ ଜିଓର ଆଧିପତ୍ୟ ଜାରି, ଡିସେମ୍ବର ମାସରେ ଯୋଡ଼ିଛି ସର୍ବାଧିକ ୧.୪ ଲକ୍ଷ ନୂଆ ମୋବାଇଲ ଗ୍ରାହକ:…
ଭୁବନେଶ୍ୱର: ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓ ରାଜ୍ୟରେ ସର୍ବାଧିକ ପସନ୍ଦର ଏବଂ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ଆଧିପତ୍ୟ ବଜାୟ ରଖିବା ସହ ଡିସେମ୍ବର ମାସରେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଯୋଡ଼ିଛି । ଟ୍ରାଇ ତଥ୍ୟ!-->…
ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏହାର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ସମେତ ସମଗ୍ର ଓଡ଼ିଶାରେ ଥିବା ନିଜର କାର୍ଯ୍ୟାଳୟ ଓ ବିଭିନ୍ନ କ୍ଷେତ୍ରସ୍ତରୀୟ ସ୍ଥଳଗୁଡିକରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରୁଛି । ଜିଓ ଓଡ଼ିଶା ବ୍ୟବସାୟ ମୁଖ୍ୟ ପ୍ରଦୀପ ରାଉତ ଜିଓ ପକ୍ଷରୁ ଓଡ଼ିଶାରେ!-->…
ଓପୋ ପକ୍ଷରୁ ନୂଆ ରେନୋ୧୧ ସିରିଜ୍ ସ୍ମାର୍ଟଫୋନ ଉନ୍ମୋଚିତ
ଭୁବନେଶ୍ୱର: ଓପୋ ଇିଆ ପକ୍ଷରୁ ଏହାର ରେନୋ ସିରିଜର ନୂତନ ସଂସ୍କରଣ ରେନୋ ୧୧ ପ୍ରୋ ୫ଜି ଓ ରେନୋ୧୧ ୫ଜିର ଶୁଭାରମ୍ଭ କରାଯାଇଛି । ଉଭୟ ଡିଭାଇସ୍ରେ ଓପୋର ନିଜସ୍ୱ ଟେକ୍ନୋଲୋଜି ଯଥା ହାଇପରଟୋନ ଇମେଜ ଇଞ୍ଜିନ, ୪ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ରହୁଥିବା ବ୍ୟାଟେରୀଗୁଡିକ ପାଇଁ ବିଏଚ୍ଇ!-->…
ଅକ୍ଟୋବରରେ ଓଡ଼ିଶାରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିଛି ଜିଓ : ଟ୍ରାଇ ତଥ୍ୟ
ଭୁବନେଶ୍ୱର, ୪ ଡିସେମ୍ବର ୨୦୨୪: ଟ୍ରାଇ ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଜିଓ ରାଜ୍ୟରେ ସର୍ବାଧିକ ପସନ୍ଦର ଏବଂ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ଆଧିପତ୍ୟ ବଜାୟ ରଖି ଅକ୍ଟୋବର ମାସରେ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଯୋଡ଼ିଛି ।!-->…