Browsing Category

Mobiles

ଜୁଲାଇ ୨୬ରେ ଉନ୍ମୋଚନ ହେବ ସାମ୍‌ସଙ୍ଗର ପରବର୍ତୀ ପିଢିର ଫୋଲ୍ଡେବୁଲ ଡିଭାଇସ୍‌

ଭୁବନେଶ୍ୱର: ସାମ୍‌ସଙ୍ଗ ଇଲେକ୍‌ଟ୍ରୋନିକ୍ସ ପକ୍ଷରୁ ଆସନ୍ତା ଜୁଲାଇ ୨୬ ତାରିଖରେ କୋରିଆର ସିଓଲ୍‌ଠାରେ ଏହାର ପ୍ରଥମ ଅନ୍‌ପ୍ୟାକ୍‌ଡ କାର୍ଯ୍ୟକ୍ରମର ଆୟୋଜନ କରାଯିବ ଯେଉଁଠାରେ ଏହି ସାଉଥ୍ କୋରିଆନ୍ କମ୍ପାନୀ ସମ୍ଭାବନାଗୁଡିକୁ ଉନ୍ମୁକ୍ତ କରିବା ଓ ଜୀବନକୁ ପରିବର୍ତନ କରିବା ପାଇଁ ପରିକଳ୍ପନା…

ପୋକୋ ସି୫୧ ପାଇଁ ଏୟାରଟେଲ୍ ସହ ପୋକୋ ଇଣ୍ଡିଆର ସହଭାଗିତା

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ ପୋକୋ ଇଣ୍ଡିଆ, ଦେଶର ସବୁଠାରୁ ଶସ୍ତା ୪ଜି ସ୍ମାର୍ଟଫୋନ୍ ଶୁଭାରମ୍ଭ କରିବା ପାଇଁ ଏୟାରଟେଲ୍ ସହ ନିଜର ସହଭାଗିତା ସମ୍ପର୍କରେ ଘୋଷଣା କରିଛି । ପୋକୋ ସି୫୧କୁ ଏୟାରଟେଲ୍ ପ୍ରିପେଡ୍ କନେକ୍ସନ ସହ ଫ୍ଲିପ୍‌କାର୍ଟରେ ୫୯୯୯…

ଓପୋ ପକ୍ଷରୁ ଟେଲିଫଟୋ କ୍ୟାମେରା ସେଟ୍‌ଅପ୍ ସହିତ ରେନୋ ୧୦ ସିରିଜ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଅଗ୍ରଣୀ ଗ୍ଲୋବାଲ ସ୍ମାର୍ଟ ଡିଭାଇସ୍ ବ୍ରାଣ୍ଡ ଓପୋ ପକ୍ଷରୁ ଭାରତରେ ଏହାର ରେନୋ ସିରିଜ୍‌ରେ ନୂତନତମ ଉତ୍ପାଦର ଶୁଭାରମ୍ଭ ଘୋଷଣା କରାଯାଇଛି । ରେନୋ ୧୦ ପ୍ରୋ+ ୫ଜି , ରେନୋ ୧୦ ପ୍ରୋ ୫ଜି ଓ ରେନୋ ୧୦ ୫ଜି ୪ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହୁଥିବା ବ୍ୟାଟେରୀ…

ରିଅଲ୍‌ମି ନାର୍‌ଜୋ ୬୦ ସିରିଜ ୫ଜି ଓ ରିଅଲ୍‌ମି ବଡ୍‌ସ ୱାୟାରଲେସ୍ ୩ ଉନ୍ମୋଚିତ

ଭୁବନେଶ୍ୱର: ଭାରତର ସବୁଠାରୁ ନିର୍ଭରଯୋଗ୍ୟ ସ୍ମାର୍ଟଫୋନ୍ ସେବା ପ୍ରଦାତା ରିଅଲ୍‌ମି ପକ୍ଷରୁ ଏହାର ନୂତନ ଅଫରିଙ୍ଗ ରିଅଲ୍‌ମି ନାର୍‌ଜୋ ୬୦ ସିରିଜ୍ ୫ଜି ଓ ରିଅଲ୍‌ମି ବଡ୍‌ସ ୱାୟାରଲେସ୍ ୩ର ଉନ୍ମୋଚନ କରାଯାଇଛି । ରିଅଲ୍‌ମି ନାର୍‌ଜୋ ୬୦ ସିରିଜ୍ ୫ଜି ଦୁଇଟି ଅତ୍ୟାଧୁନିକ ସ୍ମାର୍ଟଫୋନ୍…

ସାଓମି ଇଣ୍ଡିଆ ପକ୍ଷରୁ ସାଓମି ପ୍ୟାଡ୍ ୬ ଓ ରେଡ୍‌ମି ବଡ୍‌ସ ୪ ଆକ୍ଟିଭ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ସବୁଠାରୁ ବିଶ୍ୱସନୀୟ ସ୍ମାର୍ଟଫୋନ୍ ଓ ଏଆଇଓଟି ବ୍ରା ସାଓମି ଇିଆ ପକ୍ଷରୁ ଏହାର ବହୁପ୍ରତିକ୍ଷୀତ ଟାବ୍‌ଲେଟ୍‌- ସାଓମି ପ୍ୟାଡ୍ ୬ର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହାର ଏଆଇଓଟି ପୋର୍ଟଫୋଲିଓକୁ ବିସ୍ତାର କରି ସାଓମି ଇିଆ ପକ୍ଷରୁ ଏହାର ଅତ୍ୟାଧୁନିକ ୱାୟାରଲେସ୍ ଇୟରବଡ୍‌-…