Browsing Category

News

ତତ୍ୱ ଟେକ୍ନୋଲୋଜିସ ପକ୍ଷରୁ ଏଆଇ-ଫାଷ୍ଟ ଓମନିଏଜେଂଟର ଶୁଭାରମ୍ଭ

ଭୁବନେଶ୍ୱର: ଆଇଟି ଓ ଆଇଟିଇଏସ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର, ତତ୍ୱ ଟେକ୍ନୋଲୋଜି ଭୁବନେଶ୍ୱରସ୍ଥିତ ଏହାର କର୍ପୋରେଟ ମୁଖ୍ୟାଳୟରେ ଏକ ବିଶାଳ ସମାରୋହରେ ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଦେଶବ୍ୟାପୀ କମ୍ପାନୀର ସମସ୍ତ ଡେଲିଭରି ସେଂଟରଗୁଡିକରେ ଏହି ସେଲିବ୍ରେଶନ…

ଏମ୍ ଏସ୍ ଏମ୍ ଇ, ଷ୍ଟାର୍ଟଅପ୍ ଓ ଅର୍ଥନୈତିକ ଅଭିବୃଦ୍ଧି କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ବଜେଟ୍କୁ ପ୍ରଶଂସା…

ଭୁବନେଶ୍ୱର : ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ କେନ୍ଦ୍ର ବଜେଟ୍ ୨୦୨୫-୨୬କୁ ସ୍ୱାଗତ କରିବା ସହ, ଏଥିରେ ସଂସ୍କାର, ଅର୍ଥନୈତିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ଷ୍ଟାର୍ଟଅପ୍ ଏବଂ ଏମ୍ଏସ୍ଏମ୍ଇପାଇଁ ସହାୟତା ଉପରେ ଗୁରୁତ୍ୱ ଦିଆଯିବାକୁ ପ୍ରଶଂସା…

ସମ୍ବଲପୁରରେ ସିକିଲ ସେଲ ରୋଗୀଙ୍କ ପାଇଁ ସିଏମ୍‌ଇ ଇଭେଂଟ ଆୟୋଜିତ

ଭୁବନେଶ୍ୱର : ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ରିସର୍ଚ୍ଚ (ଭିମସାର) ପକ୍ଷରୁ ବ୍ଲଡ୍ ମ୍ୟାନେଜମେଂଟ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର ଟେରୁମୋ ବ୍ଲଡ ଆଣ୍ଡ ସେଲ୍ ଟେକ୍ନୋଲୋଜିସ୍ (ଟିବିସିଟି) ସହ ସହଭାଗିତାରେ ସମ୍ବଲପୁରଠାରେ ଏକ କଂଟିନ୍ୟୁଇଙ୍ଗ…

ଖରିଫ ଋତୁ ଧାନକିଣା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସମୂହ ସମୀକ୍ଷା ବୈଠକ

ଭୁବନେଶ୍ୱର,୧/୦୨/୨୦୨୫ମନ୍ତ୍ରୀ ସମୂହ ସମୀକ୍ଷା ବୈଠକରେ ରାଜ୍ୟରେ ଚଳିତ ଖରିଫ ଋତୁରେ ଧାନକିଣା ଲକ୍ଷ୍ୟ ୬୫ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ୭୭ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ସହ ୮୦୦ ଟଙ୍କାର ଇନ୍‌ପୁଟ…

ଉତ୍କର୍ଷ ଓଡିଶା’୨୫ରେ ୟୁନିକର୍ଣ୍ଣ ଇଣ୍ଡିଆ ଭେଂଚର୍ସରୁ ନିବେଶ ହାସଲ କରିଛି ବନ୍‌ଭି ଏରୋ

ଭୁବନେଶ୍ୱର: ଓଡିଶାରେ ଅବସ୍ଥାପିତ ଡ୍ରୋନ ଟେକ୍ ଷ୍ଟାର୍ଟଅପ ବନ୍‌ଭି ଏରୋ, ଏକ ଟେକ୍ନୋଲୋଜି-କେନ୍ଦ୍ରିତ ଭେଂଚର ଫଣ୍ଡ ୟୁନିକର୍ଣ୍ଣ ଇଣ୍ଡିଆ ଭେଂଚର୍ସଠାରୁ ନିବେଶ ହାସଲ କରିଛି । ଭୁବନେଶ୍ୱରରେ ଉତ୍କର୍ଷ ଓଡିଶା ୨୦୨୫ ସମ୍ମିଳନୀରେ ଏହି ନିବେଶ ସମ୍ପର୍କରେ ଘୋଷଣା କରାଯାଇଛି । ବନ୍‌ଭି ଏରୋ…

ସିଏସଆଇଆର ନେଟ ପରୀକ୍ଷାରେ ଉତୀର୍ଣ୍ଣ ହେଲେ ଓଡ଼ିଶା ମାଛ ଧରାଳିଙ୍କ ପୁଅ

ଭୁବନେଶ୍ୱର: ଓଡିଶାର ଜଣେ ମାଛ ଧରାଳିଙ୍କ ପୁଅ ୨୪ ବର୍ଷୀୟ ମନୋଜ ବାର ସିଏସଆଇଆର ନେଟ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୧୫ ତମ ସ୍ଥାନ ହାସଲ କରିଛନ୍ତି । ଏବେ ସେ ନିଜର ପିଏଚଡି ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି । ନିଜର ଏହି ସଫଳତା ପାଇଁ ମନୋଜ ଫିଜିକ୍ସୱାଲା ଏବଂ ଏହାର ପ୍ରତିଷ୍ଠାତା ଅଲଖ…

ମାତ୍ର ୬୬୯୯ ଟଙ୍କାରେ ଇନଫିନିକ୍ସ ପକ୍ଷରୁ ସ୍ମାର୍ଟ ୯ଏଚଡିର ଶୁଭାରମ୍ଭ

ଭୁବନେଶ୍ୱର : ଏକ ନୂତନ ପିଢିର ସ୍ମାର୍ଟଫୋନ ବ୍ରାଣ୍ଡ ଇନଫିନିକ୍ସ ଏହାର ନୂତନ ସ୍ମାର୍ଟଫୋନ ସ୍ମାର୍ଟ ୯ଏଚଡିର ଶୁଭାରମ୍ଭ କରିଛି। ମାତ୍ର ୬୬୯୯ ଟଙ୍କା ମୂଲ୍ୟର ଇନଫିନିକ୍ସର ଏହି ସ୍ମାର୍ଟଫୋନ ୪ଟି ଆକର୍ଷଣୀୟ ରଙ୍ଗ ଯଥା ମିଂଟ ଗ୍ରୀନ, କୋରାଲ ଗୋଲ୍ଡ, ନିଓ ଟାଇଟାନିୟମ ଓ ମେଟାଲିକ ବ୍ଲାକରେ…

ରିଲାଏନ୍ସ ଫାଉଣ୍ଡେସନର ୫୦ ରୁ ଅଧିକ ଆଥଲେଟ୍ ଜାତୀୟ କ୍ରୀଡ଼ାରେ ସର୍ବୋଚ୍ଚ ପ୍ରଦର୍ଶନ ପାଇଁ ପ୍ରସ୍ତୁତ

ଡେରାଡୁନ୍, ଜାନୁଆରୀ ୨୮, ୨୦୨୫: ରିଲାଏନ୍ସ ଫାଉଣ୍ଡେସନ୍ ସହିତ ଯୋଡି ହୋଇଥିବା ୫୦ ରୁ ଅଧିକ ଆଥଲେଟ୍ ଉତ୍ତରାଖଣ୍ଡରେ ଆୟୋଜିତ ହେବାକୁ ଥିବା ଜାତୀୟ କ୍ରୀଡାର ୩୮ତମ ସଂସ୍କରଣରେ ଅଂଶଗ୍ରହଣ କରିବେ। ଫାଉଣ୍ଡେସନର ଆଥଲେଟମାନେ ଆଥଲେଟିକ୍ସ, ବକ୍ସିଂ, ବ୍ୟାଡମିଣ୍ଟନ୍, ଶୁଟିଂ, ଜୁଡୋ, ଭାରୋତ୍ତୋଳନ,

ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଓଡ଼ିଶାରେ ଶିଳ୍ପ ଓ ସାମାଜିକ ବିକାଶ ପାଇଁ ଆହୁରି ୭୦ ହଜାର କୋଟି ଟଙ୍କା ନିବେଶ କରିବ

ଭୁବନେଶ୍ୱର, ୨୮ ଜାନୁଆରୀ ୨୦୨୫ : ଜିନ୍ଦଲ ଷ୍ଟିଲ୍ ଏଣ୍ଡ୍ ପାୱାର (ଜେଏସପି) ଆଗାମୀ ବର୍ଷରେ ଓଡ଼ିଶାରେ ଆହୁରି ₹୭୦,୦୦୦ କୋଟି ନିବେଶ କରିବାକୁ ଏକ ମହତ୍ୱାକାଂକ୍ଷୀ ଯୋଜନା ଘୋଷଣା କରିଛି, ଯାହା ରାଜ୍ୟର ଶିଳ୍ପ ଅଭିବୃଦ୍ଧି ଏବଂ ସାମୁଦାୟିକ ବିକାଶକୁ ଅଧିକ ସୁଦୃଢ଼ କରିବ ।ଭୁବନେଶ୍ୱରରେ

ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଡାବର ଚୱନପ୍ରାଶର ଜାତୀୟ ସ୍ତରୀୟ କ୍ୟାମ୍ପେନ

ଭୁବନେଶ୍ୱର : ଭବିଷ୍ୟତ ପିଢିର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ନିଜର ପ୍ରତିବଦ୍ଧତାର ଅଂଶ ଭାବେ ଡାବର ଚୱନପ୍ରାଶ ବିଶାଳ ସଚେତନତା ଅଭିଯାନର ଶୁଭାରମ୍ଭ କରିଛି ଯାହା ଦେଶବ୍ୟାପୀ ଅଣସଂରକ୍ଷିତ ଓ ଅବହେଳିତ ଶିଶୁମାନଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଲକ୍ଷ୍ୟ ରଖିଛି। ଏହି ଅଭିଯାନ…